ଉତ୍କଳରେ ମହେଶ ଓ ରମାଦେବୀରେ ଅନସୂୟା ସଭାପତି ନିର୍ବାଚିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ମହେଶ ପ୍ରସାଦ ଓ ସାଧାରଣ ସମ୍ପାଦକ ଭାବେ ଇପ୍‌ସିତା ସାହୁ ନିର୍ବାଚିତ ହୋଇଛନ୍ତି। ଫଳାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ଉତ୍ସବ ମନାଇଛନ୍ତି। ନିର୍ବାଚନକୁ ନେଇ କମିଶନରେଟ୍‌ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହାସତ୍ତ୍ୱେ ନିର୍ବାଚନ ସମୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁଁହି ହୋଇଥିଲେ। ଏଥିରେ ଜଣେ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଛାତ୍ର ସଂସଦ ସଭାପତି ମହେଶ ପ୍ରସାନ […]

ramadevi-re-bijaya-utsava2-1

ramadevi-re-bijaya-utsava2-1

Rakesh Mallick
  • Published: Wednesday, 05 October 2016
  • Updated: 05 October 2016, 10:37 PM IST

Sports

Latest News

ramadevi-re-bijaya-utsava2-1ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ମହେଶ ପ୍ରସାଦ ଓ ସାଧାରଣ ସମ୍ପାଦକ ଭାବେ ଇପ୍‌ସିତା ସାହୁ ନିର୍ବାଚିତ ହୋଇଛନ୍ତି। ଫଳାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ଉତ୍ସବ ମନାଇଛନ୍ତି। ନିର୍ବାଚନକୁ ନେଇ କମିଶନରେଟ୍‌ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହାସତ୍ତ୍ୱେ ନିର୍ବାଚନ ସମୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁଁହି ହୋଇଥିଲେ। ଏଥିରେ ଜଣେ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି।

ଛାତ୍ର ସଂସଦ ସଭାପତି ମହେଶ ପ୍ରସାନ କହିଛନ୍ତି, “ଯେଉଁମାନେ ସତ୍ୟ, ନ୍ୟାୟ ଓ ମାନବିକତାର ସପକ୍ଷରେ ଥିଲେ ମୁଁ ସେମାନଙ୍କୁ ଏହି ବିଜୟ ଦେବି। କାରଣ ଏତେ ଅପପ୍ରଚାର ସତ୍ତ୍ୱେ ସେମାନଙ୍କ ଭରସା ଓ ଭଲ ପାଇବା ମୋ ପ୍ରତି ଅତୁଟ ଥିଲା। ଆଗାମୀ ଦିନରେ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବି।”

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଛି। ଏଥିରେ ସଭାପତି ଭାବେ ସ୍ୱାଧୀନ ପ୍ରାର୍ଥିନୀ ଅନସୂୟା ତ୍ରିପାଠୀ ଓ ସାଧାରଣ ସମ୍ପାଦକା ଭାବେ ସଙ୍ଗୀତା ପଣ୍ଡା ବିଜୟୀ ହୋଇଛନ୍ତି। ଫଳାଫଳ ପ୍ରକାଶ ପରେ ଛାତ୍ରୀମାନେ ବିଜୟ ଉତ୍ସବ ପାଳନ କରିଥିଲେ।

vanivihar-ra-bcjd-ra-bijaya-utsava9ସଭାପତି ଅନୁସୂୟା ତ୍ରିପାଠୀ କହିଛନ୍ତି,“୪ ଦିନ ପ୍ରଚାରର ଏହା ହେଉଛି କମାଲ। ମୋ ସାଥୀମାନଙ୍କ ପାଇଁ ମୁଁ ବିଜୟୀ ହୋଇଛି। ଆଗକୁ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ କାମ କରିବି।”

ୟୁନିଭରସିଟି ଲ’ କଲେଜରେ ମଧ୍ୟ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଛି। ଏଥିରେ ସଭାପତି ଓ ସମ୍ପାଦକ ପଦବୀରେ ବାଜିମାତ ମାରିଛନ୍ତି ଛାତ୍ରୀ। ଏଥିପାଇଁ ସେମାନେ ନିଜ ସହପାଠୀଙ୍କୁ ଶ୍ରେୟ ଦେଇଛନ୍ତି।

ୟୁନିଭରସିଟି ଲ’ କଲେଜ ସଭାପତି ସ୍ୱାଗତିକା ମହାନ୍ତି କହିଛନ୍ତି,“ଭାଇମାନଙ୍କ ଆଶୀର୍ବାଦ ଓ ସହଯୋଗ ଯୋଗୁଁ ବିଜୟୀ ହୋଇଛି। ଏଥିପାଇଁ ମୁଁ ବହୁ ଖସି, ଶଦ୍ଦରେ ଏହାକୁ ବ୍ୟକ୍ତ କରିପାରିବିନି।”

ଦୀର୍ଘ ଦିନ ଧରି ଅଶାନ୍ତ ରହିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଛି। ନିର୍ବାଚନରେ ସଭାପତି ଭାବେ ଲଲାଟ କେଶରୀ ଦାସ ଓ ସାଧାରଣ ସମ୍ପାଦକ ଭାବେ ସୁବ୍ରତ ଶତପଥୀ ନିର୍ବାଚିତ ହୋଇଛନ୍ତି।

ଜଗତସିଂହପୁର କଲେଜରେ ସଭାପତି ଭାବେ ସେକ୍‌ ଇମତାଜ୍‌ ଓ ସାଧାରଣ ସଭାପତି ଭାବେ କାହ୍ନୁ ସୂତାର ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରାପଡ଼ା କଲେଜରେ ପ୍ରସନ୍ନଜିତ କୁଣ୍ଡ ସଭାପତି ଓ ପ୍ରୀତିଶ ନାଥ ସାଧାରଣ ସମ୍ପାଦିକା ଭାବେ ବିଜୟୀ ହୋଇଛନ୍ତି। ଯାଜପୁର ଏନ୍‌ସି କଲେଜରେ ମୌସୁମୀ ପରିଡ଼ା ସଭାପତି ଓ ଶ୍ରୀବାସ ନାୟକ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

collageପୁରୀ ଏସ୍‌ସିଏସ୍‌ କଲେଜରେ ଅବିନାଶ ମହାନ୍ତି ସଭାପତି ଓ ଆଲୋକ ବାରିକ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ସଭାପତି ପ୍ରାର୍ଥୀଙ୍କ ବିଜୟକୁ ନେଇ କଲେଜରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସଭାପତି ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବିଶ୍ୱରଞ୍ଜନ ମିଶ୍ର ରିକାଉଣ୍ଟିଂ ଦାବିରେ ଧାରଣାରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି,“ଭୋଟ ଗଣତି ବେଳେ ମୁଁ ଆଗୁଆ ଥିଲି। ମୁଁ ପାଇଥିବା କିଛି ଭୋଟ୍‌କୁ ନାକଚ୍‌ କରିଦିଆଯାଇଛି। ଫଳରେ ମୁଁ ୨ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଛି। ଏହାସହ ମୋ ବିରୋଧରେ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀଙ୍କ କିଛି ନାକଚ୍‌ ଭୋଟ୍‌କୁ ଗଣତିରେ ନିଆଯାଇଛି। ମୁଁ ଦାବି କରୁଛି ନାକଚ୍‌ ହୋଇଥିବା ମୋ ଭୋଟ୍‌ ଓ ମୋ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥଙ୍କ ଭୋଟ ଆଉଥିରେ ଯାଞ୍ଚ କରାଯାଉ।”

ସେ ଆହୁରି କହିଛନ୍ତି,“ରି-କାଉଣ୍ଟିଂରେ ଯଦି ମୁଁ ପରାଜିତ ହୁଏ ତେବେ ଧାରଣାରୁ ଉଠିଯିବ। ରି-କାଉଣ୍ଟିଂ ନ ହେବା ପର୍ଯ୍ୟନ୍ତ ମୋର ଧାରଣା ଜାରି ରହିବ। ମୋତେ ଲାଗୁଛି ମୋତେ ହରାଇବାକୁ ଏପରି ଚକ୍ରାନ୍ତ କରାଯାଉଛି।”

ଦକ୍ଷିଣ ଓଡ଼ିଶାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ସଭାପତି ଭାବେ ସୌଭାଗ୍ୟ ରଥ ଓ ସାଧାରଣ ସମ୍ପାଦକ ଭାବେ ସାଗର ନିମାଇଁ ନିର୍ବାଚିତ ହୋଇଛନ୍ତି। ଜୟପୁର ବିକ୍ରମଦେବ ସ୍ୱୟଂଶାସିକ କଲେଜରେ ସନ୍ଦୀପ ସାମନ୍ତରାୟ ସଭାପତି ଓ ସପନ ପାଣିଗ୍ରାହୀ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି।

ସମ୍ୱଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାରେ ଛାତ୍ର ସଂସଦ ନିର୍ବାଚନ ହୋଇଛି। ଏଥିରେ ସଭାପତି ଭାବେ ରୂପେଶ ସାହୁ ଓ ସାଧାରଣ ସମ୍ପାଦକ ଭାବେ ପୁଷ୍ପକ ହୋତା ବିଜୟୀ ହୋଇଛନ୍ତି। ଫଳାଫଳ ଘୋଷଣା ପରେ ଛାତ୍ରଛାତ୍ରୀମାନେ ବାଣ ଫୁଟାଇ ଉତ୍ସବ ମନାଇ ଥିଲେ। ସେହିପରି ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଶୁଭ୍ରାଂଶୁ ପାଢ଼ୀ ସଭାପତି ଭାବେ ବିଜୟୀ ହୋଇଥିବା ବେଳେ ମାନସ ପାଢ଼ୀ ସାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story