ବରଗଡ଼ରୁ ଉଦ୍ଧାର ଶିଶୁର ଡିଏନ୍‌ଏ ପରୀକ୍ଷା ପାଇଁ ରକ୍ତ ନମୂନା ସଂଗ୍ରହ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର):  ବରଗଡ଼ରୁ ଉଦ୍ଧାର ହୋଇଥିବା ଶିଶୁ ପୁତ୍ର ଡିଏନ୍‌ଏ ଟେଷ୍ଟ କରାଯିବ। ଏଥିପାଇଁ ଆଜି ରକ୍ତ ନମୂନା ସଂଗ୍ରହ କରାଯାଇଛି। ପୋଲିସ ଉପସ୍ଥିତିରେ ସମ୍ୱଲପୁର ମେଡ଼ିକାଲରୁ ଚୋରି ହୋଇଥିବା ଶିଶୁ ପୁତ୍ରର ବାପା, ମାଆ ଓ ବରଗଡ଼ରୁ ଉଦ୍ଧାର ଶିଶୁ ପୁତ୍ରର ରକ୍ତ ନମୂନା ସଂଗ୍ରହ କରାଯାଇଛି। ଗତ ମାର୍ଚ୍ଚ ୨୩ ତାରିଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଯୁଜୁମରା ଥାନା ଅମଲିପାଣି ଗାଁର ଗୀତାଞ୍ଜଳି ମାଝୀ। ସେହି ଦିନ ବିଳମ୍ବିତ ରାତିରେ ଜଣେ ଅଜ୍ଞାତ […]

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 01:32 AM IST

Sports

Latest News

ସମ୍ୱଲପୁର (ଓଡ଼ିଶା ରିପୋର୍ଟର):  ବରଗଡ଼ରୁ ଉଦ୍ଧାର ହୋଇଥିବା ଶିଶୁ ପୁତ୍ର ଡିଏନ୍‌ଏ ଟେଷ୍ଟ କରାଯିବ। ଏଥିପାଇଁ ଆଜି ରକ୍ତ ନମୂନା ସଂଗ୍ରହ କରାଯାଇଛି। ପୋଲିସ ଉପସ୍ଥିତିରେ ସମ୍ୱଲପୁର ମେଡ଼ିକାଲରୁ ଚୋରି ହୋଇଥିବା ଶିଶୁ ପୁତ୍ରର ବାପା, ମାଆ ଓ ବରଗଡ଼ରୁ ଉଦ୍ଧାର ଶିଶୁ ପୁତ୍ରର ରକ୍ତ ନମୂନା ସଂଗ୍ରହ କରାଯାଇଛି।

ଗତ ମାର୍ଚ୍ଚ ୨୩ ତାରିଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଯୁଜୁମରା ଥାନା ଅମଲିପାଣି ଗାଁର ଗୀତାଞ୍ଜଳି ମାଝୀ। ସେହି ଦିନ ବିଳମ୍ବିତ ରାତିରେ ଜଣେ ଅଜ୍ଞାତ ମହିଳା ଶିଶୁଟିକୁ ଚୋରି କରି ନେଇଥିଲେ। ମେଡ଼ିକାଲରେ ଲାଗିଥିବା ସିସିଟିଭିରେ ଚୋରିର ସମ୍ପୂର୍ଣ୍ଣ ଘଟଣା ରେକର୍ଡ଼ ହୋଇଥିଲା। ଏହି ଘଟଣାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ବହିଷ୍କାର କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ସିସିଟିଭିରେ କଏଦ ହୋଇଥିବା ଚିତ୍ରକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ମାତ୍ର ଚୋରି ହୋଇଥିବା ଶିଶୁ ପୁତ୍ରକୁ ଉଦ୍ଧାର କରିପାରିନଥିଲେ। ଏହାର ପ୍ରତିବାଦରେ ଶିଶୁର ମାଆ ଦୀପାଞ୍ଜଳି ମାଝୀ ଓ ବାପା ଅନିରୁଦ୍ଧ ଡାକ୍ତରଖାନାରେ ଧାରଣା ଦେଇଥିଲେ। ପିଲା ନମିଳିଲେ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ। ତେବେ ଗତକାଲି ବରଗଡ଼ରୁ ଶିଶୁ ଉଦ୍ଧାର ହୋଇଥିବା ଶିଶୁ ଆମର ବୋଲି କହୁଛନ୍ତି ଗୀତାଞ୍ଜଳି। ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିଲେ ସବୁ ସତ ପଦାକୁ ଆସିବ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story