ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣା: ସରକାରଙ୍କୁ ରିପୋର୍ଟ ଦେଲେ ଜିଲ୍ଲାପାଳ

ବରଗଡ଼: ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ବରଗଡ଼ ଜିଲ୍ଲାପାଳ। ୩ ଜଣିଆ ଟିମର ତଦନ୍ତ ପରେ ଜିଲ୍ଲାପାଳ ଏହି ରିପୋର୍ଟ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ବୃନ୍ଦା ନିଜ ଜମିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ତା’ ପୂର୍ବ ଦିନ ସେ ତାଙ୍କର ଅଧା ଏକର ଜମିରେ ଚକଡ଼ା ପୋକ ଲାଗିବାରୁ ଜାଳି ଦେଇଥିଲେ। ଏ ଘଟଣା ସଂପର୍କରେ ଅନୁଧ୍ୟାନ କରିବାକୁ ସେଠାକୁ ଏକ […]

baragarh

baragarh

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 11:12 AM IST

ବରଗଡ଼: ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ବରଗଡ଼ ଜିଲ୍ଲାପାଳ। ୩ ଜଣିଆ ଟିମର ତଦନ୍ତ ପରେ ଜିଲ୍ଲାପାଳ ଏହି ରିପୋର୍ଟ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ବୁଧବାର ବୃନ୍ଦା ନିଜ ଜମିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ତା’ ପୂର୍ବ ଦିନ ସେ ତାଙ୍କର ଅଧା ଏକର ଜମିରେ ଚକଡ଼ା ପୋକ ଲାଗିବାରୁ ଜାଳି ଦେଇଥିଲେ। ଏ ଘଟଣା ସଂପର୍କରେ ଅନୁଧ୍ୟାନ କରିବାକୁ ସେଠାକୁ ଏକ ବିଶେଷଜ୍ଞ ଟିମ୍ ଯିବ ବୋଲି କୃଷି ମନ୍ତ୍ରୀ ଦାମୋଦର ରାଉତ କହିଥିଲେ।

ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଗତ ଦୁଇ ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ମୃତ ବୃନ୍ଦାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲା କଂଗ୍ରେସ ଟିମ୍। ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ପ୍ରସାଦ ଦାବି କରିଥିଲେ।

ସେହିପରି ଗତକାଲି ବିଜେପି ଓ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ବୃନ୍ଦାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ବୃନ୍ଦାଙ୍କ ପରିବାରକୁ ଭେଟିବା ପରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ,“ସରକାର ବୃନ୍ଦାଙ୍କ ପରିବାର ଲୋକଙ୍କୁ ତୁରନ୍ତ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଅନ୍ତୁ। ଏଥିସହ ଚାଷୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରଙ୍କ ରିଲିଫ୍ ପାଣ୍ଠିରୁ ଅର୍ଥ ଦିଆଯାଉ। ଚାଷୀ ଆତ୍ମହତ୍ୟା ନ କରି ଲଢ଼େଇ କରି ଜେଲ୍‌ ଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story