କଳାହାଣ୍ଡି: କର୍ଲାପାଟ ଜଙ୍ଗଲରେ କମ୍ବିଂ ବେଳେ ଅଘଟଣ, ୩ ଗ୍ରାମବାସୀ ମୃତ, ୨ ନାବାଳକ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଜଙ୍ଗଲରେ କମ୍ୱିଂ ଚାଲିଥିବା ବେଳେ ଘଟିଛି ଅଘଟଣ। ପୋଲିସ ଓ ଏସଓଜିର ମିଳିତ କମ୍ୱିଂ ଅପରେସନ ବେଳେ ଗୁଳିମାଡ଼ରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ନାବାଳକ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସ୍ଥାନୀୟ ପଞ୍ଚଗୁଲ ୱାର୍ଡମେମ୍ୱର ଜୟଶଙ୍କର ନାୟକ, ଶୁକ୍ରୁ ମାଝୀ ଓ ପଞ୍ଚୁ ମାଝୀ। ଆହତ ଦୁଇ ଜଣ ହେଲେ ଅଜୁର୍ନ ମାଝୀ ଓ ଇଛୁ ମାଝୀ। ଆହତ ଅଜୁର୍ନଙ୍କ ନାକରେ ଗୁଳି […]

kalahandi

kalahandi

Rakesh Mallick
  • Published: Sunday, 15 November 2015
  • Updated: 15 November 2015, 04:37 PM IST

Sports

Latest News

[caption id="attachment_46467" align="alignleft" width="300"]kalahandi ଆହତ ନାବାଳକଙ୍କ ମଧ୍ୟରୁ ଜଣେ[/caption]

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଜଙ୍ଗଲରେ କମ୍ୱିଂ ଚାଲିଥିବା ବେଳେ ଘଟିଛି ଅଘଟଣ। ପୋଲିସ ଓ ଏସଓଜିର ମିଳିତ କମ୍ୱିଂ ଅପରେସନ ବେଳେ ଗୁଳିମାଡ଼ରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ ନାବାଳକ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସ୍ଥାନୀୟ ପଞ୍ଚଗୁଲ ୱାର୍ଡମେମ୍ୱର ଜୟଶଙ୍କର ନାୟକ, ଶୁକ୍ରୁ ମାଝୀ ଓ ପଞ୍ଚୁ ମାଝୀ। ଆହତ ଦୁଇ ଜଣ ହେଲେ ଅଜୁର୍ନ ମାଝୀ ଓ ଇଛୁ ମାଝୀ। ଆହତ ଅଜୁର୍ନଙ୍କ ନାକରେ ଗୁଳି ବାଜିଥିଲା ବେଳେ ଇଛୁଙ୍କ ପିଠିରେ ଗୁଳି ବାଜିଛି। ଏମାନେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ମାଓବାଦୀ ସନ୍ଦେହରେ ସୁରକ୍ଷାବାହିନୀ ଏମାନଙ୍କ ଉପରକୁ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି। ଫଳରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସୁରକ୍ଷାବାହିନୀ ତିନିଜଣଙ୍କର ମୃତଦେହକୁ ସାଙ୍ଗରେ ନେଇଯାଇଥିବା ଅଭିଯୋଗ ହୋଇଛି।

ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଲାପାଟ ଜଙ୍ଗଲର କଳାହାଣ୍ଡି ସଦର ଥାନା ଅନ୍ତର୍ଗତ ଗୁଣ୍ଡିରେ କମ୍ୱିଂ ସମୟରେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ସୁରକ୍ଷାବାହିନୀ ୪ଟି ବନ୍ଧୁକ ଓ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରିଥିଲେ। ଏହାପରେ ପୁନର୍ବାର ସେଠାରେ ମାଓବାଦୀଙ୍କ ପକ୍ଷରୁ ଫାୟାରିଂ ପରେ ସୁରକ୍ଷାବାହିନୀ ଏହାର ଜବାବ ଦେଇଥିଲା। ଏହି ସମୟରେ ଜଙ୍ଗଲକୁ ଆସିଥିବା ପଞ୍ଚଗୁଲ ଗାଁର ଏହି ୫ ଜଣ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହୋଇଥିଲେ। ଆହତ ଦୁଇ ନାବାଳକଙ୍କର କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story