ପୁଣି ପଦାରେ ପଡିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର: ବିଧାୟକମାନଙ୍କ ଦିଲ୍ଲୀ ଗସ୍ତ ଓ ସାଂଗଠନିକ ସ୍ଥିତି ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ଦଳ ଭିତରେ ଥିବା ମତଭେଦକୁ ପଦାରେ ପକାଇଛି। ଏହା କହିଛନ୍ତି ଦଳର ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି। ବିରୋଧୀ ଦଳ ନେତା ଓ ସଭାପତିଙ୍କ ମଧ୍ୟରେ ସମନ୍ୱୟ ରହିଲେ ହିଁ ଦଳର ଲାଭ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି,“କିଛି ଯାଗାରେ ମତ ପାର୍ଥକ୍ୟ ଦେଖା ଦେଇଛି। ସମସ୍ତ ନେତାଙ୍କୁ ଏକଜୁଟ କରି ଦଳକୁ କ୍ରିୟାଶୀଳ କରିବାର […]

pradeep

pradeep

Rakesh Mallick
  • Published: Sunday, 16 October 2016
  • Updated: 16 October 2016, 09:18 PM IST

Sports

Latest News

pradeepଭୁବନେଶ୍ୱର: ବିଧାୟକମାନଙ୍କ ଦିଲ୍ଲୀ ଗସ୍ତ ଓ ସାଂଗଠନିକ ସ୍ଥିତି ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ଦଳ ଭିତରେ ଥିବା ମତଭେଦକୁ ପଦାରେ ପକାଇଛି। ଏହା କହିଛନ୍ତି ଦଳର ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି। ବିରୋଧୀ ଦଳ ନେତା ଓ ସଭାପତିଙ୍କ ମଧ୍ୟରେ ସମନ୍ୱୟ ରହିଲେ ହିଁ ଦଳର ଲାଭ ହେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି,“କିଛି ଯାଗାରେ ମତ ପାର୍ଥକ୍ୟ ଦେଖା ଦେଇଛି। ସମସ୍ତ ନେତାଙ୍କୁ ଏକଜୁଟ କରି ଦଳକୁ କ୍ରିୟାଶୀଳ କରିବାର ଗୁରୁ ଦାୟିତ୍ୱ ବିରୋଧୀ ଦଳ ନେତା ଓ ସଭାପତିଙ୍କର। ସମନ୍ୱୟକୁ ଆହୁରି ନିବିଡ଼ କରିବାକୁ ଉଭୟ ଚେଷ୍ଟା କଲେ ଦଳ ପାଇଁ ଭଲ ହେବ ଓ ଆଗାମୀ ଦିନରେ ଦଳ ଆହୁରି ସଂଗଠିତ ହେବ।”

କଂଗ୍ରେସ ବିଧାୟକ ଦଳ ନେତା ଦିଲ୍ଲୀ ଯାଇ ହାଇକମାଣ୍ଡକୁ ଭେଟିବା ପରେ ପୁଣି ଚର୍ଚ୍ଚା ଜୋର ଧରିଛି। ମହାନଦୀ ବିବାଦ ବାହାନାରେ ବିଧାୟକମାନେ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାଂଗଠନିକ ଦୋଷ ଦୁର୍ବଳତା କଥା ଅବଗତ କରିଥିବା ପରେ ଏବେ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବାକୁ ଅପେକ୍ଷା କରିଥିବା ଜଣାପଡିଛି।

ପ୍ରଥମେ ରାଷ୍ଟ୍ରପତି, ପରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଏବେ କଂଗ୍ରେସ ବିଧାୟକମାନେ ସୋନିଆଙ୍କୁ ସାକ୍ଷାତ କରିବାକୁ ଅପେକ୍ଷା କରିଛନ୍ତି। ଆଜି ସବୁ ବିଧାୟକ ସାଂସଦ ରଞ୍ଜିବ ବିଶ୍ୱାଳଙ୍କ ଘରେ ଏକାଠି ହୋଇଥିଲେ। ସାଙ୍ଗରେ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଥିଲେ। ହେଲେ ସେଠାରେ ହୋଇଥିବା ବୈଠକ ସମ୍ପର୍କରେ କେହି କିଛି କହୁନାହାନ୍ତି। ତେବେ ଚର୍ଚ୍ଚା ହେଉଛି ବିଧାୟକମାନେ ରାହୁଲଙ୍କ ପାଖରେ ଯାହା ଫେରାଦ ହୋଇଥିଲେ ସୋନିଆଙ୍କ ପାଖରେ ସେହି ସମାନ କଥା କହିବା ନେଇ ଆଲୋଚନା କରିଛନ୍ତି। ମହାନଦୀ ପ୍ରସଙ୍ଗ ସହ ରାଜ୍ୟ କଂଗ୍ରେସର ଦୋଷ ଦୁର୍ବଳତା ଓ ସାଂଗଠନିକ ସ୍ଥିତି ନେଇ ରାହୁଲଙ୍କୁ ଅବଗତ କରିଥିଲେ ବିଧାୟକମାନେ।

ଏହାସହ କଂଗ୍ରେସ ବିଧାୟକ ଦଳ ଦିଲ୍ଲୀରେ ଏଆଇସିସି ପ୍ରମୁଖ ନେତାମାନଙ୍କୁ ମଧ୍ୟ ଭେଟିଛନ୍ତି।

ସୂଚନାଯୋଗ୍ୟ ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀ ନେତା ଓ ପିସିସି ସଭାପତିଙ୍କ ମଧ୍ୟରେ ଥିବା ମତଭେଦ ପଦାରେ ପଡିଥିଲା। ଏହାକୁ ଦୂର କରିବାକୁ ବୈଠକ ବସିଥିଲା। ତେବେ ଦିଲ୍ଲୀ ଦରବାରରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଉଠିବା ଦଳର ଆଭ୍ୟନ୍ତରୀଣ ବିବାଦକୁ ପୁଣି ଥରେ ପଦାରେ ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story