ମେୟରଙ୍କ ଇସ୍ତଫା ଦାବିରେ ବିଏମ୍‌ସି ଅଫିସ୍‌ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓରେ ଭୁବନେଶ୍ୱର ମେୟରଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ଆଜି କଂଗ୍ରେସ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ସରକାର କେତେଦିନ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବେ। ରିଷି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ମେୟରଙ୍କ ଇସ୍ତଫା ଦାବିରେ ବିଏମ୍‌ସି ଅଫିସ୍‌ରେ ଧାରଣା ଦିଆଯାଉଛି, ଏହା ଜାରି ରହିବ। ଆବଶ୍ୟକ ହେଲେ ଏହାକୁ ସାରା ରାଜ୍ୟକୁ ବ୍ୟାପକ କରାଯିବ। ନବୀନ […]

congress

congress

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 03:30 PM IST

Sports

Latest News

ଭୁବନେଶ୍ୱର: ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓରେ ଭୁବନେଶ୍ୱର ମେୟରଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ଆଜି କଂଗ୍ରେସ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ସରକାର କେତେଦିନ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବେ। ରିଷି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ମେୟରଙ୍କ ଇସ୍ତଫା ଦାବିରେ ବିଏମ୍‌ସି ଅଫିସ୍‌ରେ ଧାରଣା ଦିଆଯାଉଛି, ଏହା ଜାରି ରହିବ। ଆବଶ୍ୟକ ହେଲେ ଏହାକୁ ସାରା ରାଜ୍ୟକୁ ବ୍ୟାପକ କରାଯିବ। ନବୀନ ବାବୁ ସବୁବେଳେ ସ୍ୱଚ୍ଛ ଶାସନର କଥା କହି ଆସିଛନ୍ତି। ତାଙ୍କ ଦେହରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଦାଗ ଲାଗି ସାରିଛି। ଏ ସରକାର ଏକ ଦାଗି ସରକାର ପାଲଟି ଗଲାଣି। ରାଜ୍ୟରେ ଶାସନ କରିବାକୁ ସରକାର ନୈତିକତା ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା ସହ ସମ୍ପୃକ୍ତ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ରହିଛି।”

ସେ କହିଛନ୍ତି,“ବିରୋଧକୁ ଭଣ୍ଡୁର କରିବା ହତାଶର ଲକ୍ଷଣ। ବିରୋଧୀଙ୍କୁ ଚାପି ଦେବାକୁ ସରକାରୀ କଳ, ପୋଲିସ ଓ ଦଳୀୟ ଗୁଣ୍ଡାକୁ ଲଗାଇବା ଗଣତନ୍ତ୍ର ବିରୋଧୀ। କେଉଁଠି କେଉଁଠି ବିକ୍ଷୋଭକୁ ଭଣ୍ଡୁର କରିବେ। ସାରା ରାଜ୍ୟରେ ଯେତେବେଳେ ନିଆଁ ଜଳିବ ସେ ନିଆଁକୁ ଏ ସରକାର ଲିଭାଇ ପାରିବେ ନାହିଁ।”

ମେୟର ଜେନା ଇସ୍ତଫା ଦେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ସେ ଚେତାବନୀ ଦେଇଥିଲେ। ଏହାସହ ଏହି ଦୁଇ ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଦଳ ପକ୍ଷରୁ ପୁଣି ଥରେ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story