୩୧୪ ବ୍ଲକରେ ‘ଧିକ୍କାର ଦିବସ’ ପାଳନ କରୁଛି କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ଆଜି କଂଗ୍ରେସ ପକ୍ଷରୁ ୩୧୪ ବ୍ଳକରେ ‘ଧିକ୍କାର ଦିବସ’ ପାଳନ କରାଯାଇଛି। ରାଜ୍ୟ ସରକାରର ଦୁର୍ନୀତି, ଅପାରଗତା ଏବଂ ସ୍ଥାନୀୟ ସମସ୍ୟାକୁ ନେଇ କଂଗ୍ରେସ ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ବିକ୍ଷୋଭ ପାଳନ କରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “୧୬ ବର୍ଷ ସାରି ୧୭ ବର୍ଷ ଶାସନ ଗାଦିରେ ବସିଥିବା ନବୀନ ବାବୁଙ୍କ ସରକାର ଯାହା ବିକାଶ କରିଛି ଓଡ଼ିଶାବାସୀ ତାକୁ ଅଙ୍ଗେ ନିଭାଇଲେଣି। ସାଧାରଣ ଲୋକ ପିଇବା […]

congress

congress

Rakesh Mallick
  • Published: Friday, 10 June 2016
  • Updated: 10 June 2016, 03:03 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ଆଜି କଂଗ୍ରେସ ପକ୍ଷରୁ ୩୧୪ ବ୍ଳକରେ ‘ଧିକ୍କାର ଦିବସ’ ପାଳନ କରାଯାଇଛି। ରାଜ୍ୟ ସରକାରର ଦୁର୍ନୀତି, ଅପାରଗତା ଏବଂ ସ୍ଥାନୀୟ ସମସ୍ୟାକୁ ନେଇ କଂଗ୍ରେସ ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ବିକ୍ଷୋଭ ପାଳନ କରିଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “୧୬ ବର୍ଷ ସାରି ୧୭ ବର୍ଷ ଶାସନ ଗାଦିରେ ବସିଥିବା ନବୀନ ବାବୁଙ୍କ ସରକାର ଯାହା ବିକାଶ କରିଛି ଓଡ଼ିଶାବାସୀ ତାକୁ ଅଙ୍ଗେ ନିଭାଇଲେଣି। ସାଧାରଣ ଲୋକ ପିଇବା ପାଣି ବୁନ୍ଦେ ପାଉନାହାନ୍ତି। ମଦର ସୁଅ ଛୁଟୁଛି, ୩୦ ଲକ୍ଷ ପରିବାର ବିଜୁଳି ଦେଖି ନାହାନ୍ତି ଓ ୧୨,୫୦୦ ଗାଁକୁ ରାସ୍ତା ନାହିଁ।”

ସେ କହିଛନ୍ତି, “ରାଜ୍ୟରେ କେହି ଭୋକିଲା ରହିବେ ନାହିଁ ବୋଲି ସରକାର କହିଥିଲେ। କିନ୍ତୁ ୭୦ ଲକ୍ଷ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ହେଲେ ବିଜେଡି ଦଳର ମେୟର, କର୍ପୋରେଟର୍ ଓ  ବିଧାୟକମାନେ ରାସନକାର୍ଡ ହାତେଇ ନେଇଛନ୍ତି। ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ସରକାରଙ୍କ ସମ୍ପୃକ୍ତି ରହିଛି। ସିବିଆଇ ଏମାନଙ୍କୁ ଘଣ୍ଟ ଘୋଡ଼ାଉଛି। ବିକାଶ କେତେ ହୋଇଛି, ବେକାରୀ ଯୁବକ କେତେ କାମ ଧନ୍ଦା ପାଇଛନ୍ତି, କାହାକୁ ଅଛପା ନାହିଁ।”

ସେ ଆହୁରି କହିଛନ୍ତି, “ପ୍ରତିବର୍ଷ ୧ ଲକ୍ଷ ଲୋକଙ୍କୁ କାମ ଦେବ ବୋଲି ଏ ସରକାର କହିଥିଲା। ୧୭ ବର୍ଷ ଭିତରେ କାହାରିଙ୍କୁ କାମ ଦେଇ ପାରିନାହାନ୍ତି। ଦାଦନ ଖଟିବାକୁ ଯୁବବ ଓ ଯୁବତୀ ବାହାରକୁ ଯାଉଛନ୍ତି। ଓଡ଼ିଶାବାସୀଙ୍କ ଉପରେ ୭୦,୦୦୦ କୋଟି ଟଙ୍କାର ଋଣଭାର ହେଲାଣି। ଚାଷୀ ଋଣ ଶୁଝି ନ ପାରି ଆତ୍ମହତ୍ୟା କରୁଛି। ଚାଷୀଙ୍କ ପାଇଁ ଟଙ୍କାଟିଏ ବି ଋଣ ଛାଡ କରାଯାଉ ନ ଥିବା ବେଳେ ପୁଞ୍ଜିପତି, ଶିଳ୍ପପତି ଓ କାରଖାନା ମାଲିକଙ୍କୁ ୧,୧୪,୦୦୦ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି । ଏହା ହେଉଛି ସରକାରଙ୍କ ଚାଷ ଓ ଚାଷୀଙ୍କ ପ୍ରତି ଦରଦ। କ୍ଷତିଗ୍ରସ୍ତ ଚାଷୀଙ୍କ ପାଖକୁ ମରୁଡ଼ି ସହାୟତା ଆଜି ଯାଏଁ ପହଞ୍ଚି ପାରିନାହିଁ। ଏହି ସରକାରରେ ଚାଷୀ, ଯୁବବର୍ଗ ଓ ମହିଳା ସମସ୍ତେ ଅବହେଳିତ ହୋଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story