ତାରାଙ୍କ ମତ: କଂଗ୍ରେସ ଗୁଣିଲେ ଫେଡିହୋଇଯିବେ ବିଜେଡି ଓ ବିଜେପି

ଜୟପୁର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ରାଜ୍ୟରେ ବିଜେପିର ମିଶ୍ରଣ ଓ ବିଜେଡିର ଫେଡ଼ାଣ ପର୍ବ ଚାଲିଛି। କଂଗ୍ରେସ ଗୁଣନ ପର୍ବ କରିବ। ଥରେ କଂଗ୍ରେସ ଗୁଣନ ପର୍ବ ଆରମ୍ଭ କଲେ ବିଜେପି ଓ ବିଜେଡି ସଫା ହୋଇଯିବେ। ବିରୋଧୀ ଦଳ ମୁଖ୍ୟ ସଚେତନ ତାରା ପ୍ରସାଦ ବାହିନୀପତି ଆଜି ଏପରି ଢ଼ଙ୍ଗରେ ବିଜେଡି ଓ ବିଜେପିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି-“କଂଗ୍ରେସ ହେଉଛି ଏକ ଜାତୀୟ ଦଳ। ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଭାବ ନାହାନ୍ତି। ନିରଞ୍ଜନ ପଟ୍ଟନାୟକ […]

congress-leader-tara-target-bjd-and-bjp

congress-leader-tara-target-bjd-and-bjp

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 07:15 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ରାଜ୍ୟରେ ବିଜେପିର ମିଶ୍ରଣ ଓ ବିଜେଡିର ଫେଡ଼ାଣ ପର୍ବ ଚାଲିଛି। କଂଗ୍ରେସ ଗୁଣନ ପର୍ବ କରିବ। ଥରେ କଂଗ୍ରେସ ଗୁଣନ ପର୍ବ ଆରମ୍ଭ କଲେ ବିଜେପି ଓ ବିଜେଡି ସଫା ହୋଇଯିବେ। ବିରୋଧୀ ଦଳ ମୁଖ୍ୟ ସଚେତନ ତାରା ପ୍ରସାଦ ବାହିନୀପତି ଆଜି ଏପରି ଢ଼ଙ୍ଗରେ ବିଜେଡି ଓ ବିଜେପିକୁ କଟାକ୍ଷ କରିଛନ୍ତି।

ସେ କହିଛନ୍ତି-“କଂଗ୍ରେସ ହେଉଛି ଏକ ଜାତୀୟ ଦଳ। ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଭାବ ନାହାନ୍ତି। ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କ ପରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ବିଜେଡିର ବିଜେପୁର ପାଇଁ ପ୍ରାର୍ଥୀ ନଥିଲେ। ସେଥିପାଇଁ ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀକୁ ନେଇ ପ୍ରାର୍ଥୀ କଲେ। ଏଥିରୁ ଜଣାପଡ଼ୁଛି ନବୀନ ପଟ୍ଟନାୟକ କେତେ ଭୟଭୀତ ଅଛନ୍ତି।”

ବିଜେଡିରେ ବହୁ କଂଗ୍ରେସ ନେତା ମିଶିବାକୁ ନେଇ ତାରା କହିଛନ୍ତି-“ବିଜେଡିରେ ଆଗକୁ କେହି ମିଶିବାର ନାହିଁ। ଯେଉଁମାନେ ଅଲୋଡ଼ା ସେମାନେ ମିଶି ଗଲେଣି। ଆଉ ଯେଉଁ ଜଣେ ଦୁଇ ଜଣ ଅଲୋଡ଼ା ଅଛନ୍ତି, ସେମାନେ ମିଶି ପାରନ୍ତି। ସେମାନେ ଗଲେ ଆମର କିଛି ଫରକ ପଡ଼ିବ ନାହିଁ। ଆମର ମଧ୍ୟ ସେମାନଙ୍କ ଦରକାର ନାହିଁ। କିନ୍ତୁ ଯିଏ ଲୋଡ଼ା ସିଏ ମିଶିବେ ନାହିଁ। ସେମାନେ ସବୁଦିନ ପାଇଁ କଂଗ୍ରେସରେ ରହିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story