ପୈତୃକ ଗାଁ ଗଡ଼ରୋଡଙ୍ଗରେ ଲୁଲୁ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଶେଷକୃତ୍ୟ ତାଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ଗଡ଼ରୋଡ଼ଙ୍ଗରେ ସମ୍ପନ୍ନ ହୋଇଛି। ତାଙ୍କ ଶେଷ୍‌ତ୍ୟ ସମ୍ପନ୍ନ ବେଳେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଲୁଲୁ ଭାଇ ଅମର ରହେ ଦ୍ୱନୀ ସହ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଆଜି ସକାଳେ ଭୁବନେଶ୍ୱର ୟୁନିଟ୍‌ ୬ସ୍ଥିତ ବାସଭବନରେ ରାଜନେତା ଓ ସମର୍ଥକମାନେ ଲୁଲୁଙ୍କ ଶେଷ ଦର୍ଶନ କରିଥିଲେ। ଗଡ଼ରୋଡଙ୍ଗ ଯିବା ପୂର୍ବରୁ ଲୁଲୁଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ […]

lulu

lulu

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 11:14 PM IST

Sports

Latest News

luluଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଶେଷକୃତ୍ୟ ତାଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ଗଡ଼ରୋଡ଼ଙ୍ଗରେ ସମ୍ପନ୍ନ ହୋଇଛି। ତାଙ୍କ ଶେଷ୍‌ତ୍ୟ ସମ୍ପନ୍ନ ବେଳେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଲୁଲୁ ଭାଇ ଅମର ରହେ ଦ୍ୱନୀ ସହ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ଆଜି ସକାଳେ ଭୁବନେଶ୍ୱର ୟୁନିଟ୍‌ ୬ସ୍ଥିତ ବାସଭବନରେ ରାଜନେତା ଓ ସମର୍ଥକମାନେ ଲୁଲୁଙ୍କ ଶେଷ ଦର୍ଶନ କରିଥିଲେ। ଗଡ଼ରୋଡଙ୍ଗ ଯିବା ପୂର୍ବରୁ ଲୁଲୁଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାଡ୍‌ ଅଫ୍‌ ଅନର ଦିଆଯାଇଥିଲା। ସେଠାରୁ ରାଜ୍ୟ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବରିଷ୍ଠ ନେତାମାନେ ଲୁଲୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ଅଭିମୁଖେ ନିଆଯାଇଥିଲା। ଏହା ପରେ ତାଙ୍କ ପୈତୃକ ଗାଁ ଗଡ଼ରୋଡ଼ଙ୍ଗକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଯାଇ  ଶେଷ ଦର୍ଶନ କରିଥିଲେ। ସେ କହିଥିଲେ,“ଲଲାଟେନ୍ଦୁଙ୍କ ବିୟୋଗରେ ଆମେ ସମସ୍ତେ ମର୍ମାହତ। କଂଗ୍ରେସ ଜଣେ ଟାଣୁଆ ନେତା  ଓ ସଂଗଠକକୁ ହରାଇଲା।”

ଗତକାଲି ସନ୍ଧ୍ୟାରେ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଲୁଲୁଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରେ ଶେଷ ଦର୍ଶନ ପାଇଁ ହଜାର ହଜାର ସମର୍ଥକ ଭିଡ ଦେଖିବାକୁ ମିଳିଥିଲା। ପରେ ୟୁନିଟ୍‌-୬ ସ୍ଥିତ ବାସଭବନରେ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ତାଙ୍କର ଶେଷ ଦର୍ଶନ କରିଥିଲେ।

ଗୁରୁଗାଓଁ ସ୍ଥିତ ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ଲୁଲୁ ମହାପାତ୍ରଙ୍କ ପରଲୋକ ହୋଇଥିଲା। ଲିଭର ସିରୋସିସ୍‌ ରୋଗରେ ପୀଡିତ ହୋଇ ଦୀର୍ଘଦିନ ଧରି  ସେ ଅସୁସ୍ଥ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story