ନାବାଳିକାକୁ ଯୌନ ନିର୍ଯାତନା ମାମଲା: ପପୁଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଜାମିନ୍‌ ଆବେଦନକୁ ଆଜି ଖାରଜ କରି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍। ପପୁଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଇଛି। ଉଭୟ ପପୁ ଓ ପ୍ରଦୀପ୍ତଙ୍କୁ ଝାରପଡ଼ା ଜେଲରୁ ଭିଡିଓ କନ୍‌ଫରେନ୍ସଂ ଯୋଗେ କୋର୍ଟରେ ହାଜର କରାଯାଇଥିଲା। ଉଭୟଙ୍କ ଓକିଲ ଜାମିନ ଦେବାକୁ କୋର୍ଟରେ ଯୁକ୍ତି ବାଢ଼ିଥିଲେ। ମାମଲାର ଆପୋଷ ବୁଝାମଣା ହୋଇସାରିଥିବାରୁ ଓ କୋର୍ଟରେ କମ୍ପ୍ରୋମାଇଜ୍ ପିଟିସନ୍ ଦାଖଲ […]

papu

papu

Rakesh Mallick
  • Published: Monday, 11 July 2016
  • Updated: 11 July 2016, 09:36 PM IST

ଭୁବନେଶ୍ୱର: ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଜାମିନ୍‌ ଆବେଦନକୁ ଆଜି ଖାରଜ କରି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍। ପପୁଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଇଛି।

ଉଭୟ ପପୁ ଓ ପ୍ରଦୀପ୍ତଙ୍କୁ ଝାରପଡ଼ା ଜେଲରୁ ଭିଡିଓ କନ୍‌ଫରେନ୍ସଂ ଯୋଗେ କୋର୍ଟରେ ହାଜର କରାଯାଇଥିଲା। ଉଭୟଙ୍କ ଓକିଲ ଜାମିନ ଦେବାକୁ କୋର୍ଟରେ ଯୁକ୍ତି ବାଢ଼ିଥିଲେ। ମାମଲାର ଆପୋଷ ବୁଝାମଣା ହୋଇସାରିଥିବାରୁ ଓ କୋର୍ଟରେ କମ୍ପ୍ରୋମାଇଜ୍ ପିଟିସନ୍ ଦାଖଲ ହୋଇଥିବାରୁ ସେମାନଙ୍କୁ ଜାମିନ୍ ଦେବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ସେମାନଙ୍କ ଓକିଲ।

ଅନ୍ୟପକ୍ଷରେ ଜାମିନ ବିରୋଧରେ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ। ସେ କହିଥିଲେ,“ମାମଲାର ତଦନ୍ତ ଚାଲିଥିବାରୁ ବେଲ୍ ମିଳିଲେ ସେମାନେ ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି। ସେମାନେ ନାବାଳିକାକୁ ଧମକଚମକ ଦେଇ ପାରନ୍ତି। ଯଦି ଆପୋଷ ବୁଝାମଣା ହୋଇଥିଲା, ତା’ହେଲେ ମାମଲା ରୁଜୁ ବେଳେ ପରିବାର ଲୋକେ ସ କଥା କହିଲେନି କାହିଁକି? ନାବାଳିକା ନିଜେ କୋର୍ଟରେ କିଭଳି ଷ୍ଟେଟ୍‌ମେଣ୍ଟ୍ ଦେଲେ?”

ପ୍ରାୟ ୧୫ ମିନିଟ୍ ଧରି ଉଭୟ ପକ୍ଷଙ୍କ ଜବାବ ସୁଆଲ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପରେ ଅପରାହ୍ନରେ କୋର୍ଟ ରାୟ ଶୁଣାଇଥିଲେ ଯାହା ପପୁ ଓ ପ୍ରଦୀପ୍ତଙ୍କ ବିପକ୍ଷରେ ଯାଇଥିଲା।

ପୀଡ଼ିତା ନାବାଳିକା ତାଙ୍କ ବାପା ଓ ମା’ଙ୍କ ସହିତ କୋର୍ଟରେ ହାଜର ହୋଇଥିଲେ।

ଗତ ଜୁଲାଇ ୪ ତାରିଖରେ କେସ୍‌ ଡାଏରୀ ଦାଖଲ ହୋଇ ନ ଥିବାରୁ ପପୁଙ୍କ ଜାମିନ୍‌ ଆବେଦନ ୧୧ ତାରିଖକୁ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ ଘୁଞ୍ଚାଇଥିଲେ ଓ  କେସ୍‌ ଡାଏରୀ ଦାଖଲ କରିବା ପାଇଁ  ପୋଲିସ୍ କୋର୍ଟଙ୍କୁ ୭ଦିନ ସମୟ ମାଗିଥିଲା।

ଗତ ୩୦ ତାରିଖରେ ପପୁ ପମ୍‌ପମ୍‌ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁକୁ କମିଶନରେଟ୍‌ ପୋଲିସ ଗିରଫ କରି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଆବାସିକ କୋର୍ଟରେ ହାଜର କରିବା ପରେ ଜେଲ୍ ପଠାଇ ଦିଆଯାଇଥିଲା। ଏହି ମାମଲାରେ ପପୁଙ୍କ ବିରୋଧରେ  ଦଫା ୩୫୪(କ), ୫୦୬, ୫୦୯ ସହ ପ୍ରିଭେନସନ୍‌ ଅଫ୍ ଚାଇଲ୍ଡ ସେକ୍‌ସୁଆଲ୍‌ ହାରାସ୍‌ମେଣ୍ଟ୍‌ ଆଇନ୍‌ର ଧାରା ୮, ୧୨ ଓ ୧୭ ମଧ୍ୟ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story