କ୍ୟାନସରରୁ ରକ୍ଷା କରିଥାଏ ଏହି ବାଡ଼ି ପରିବା

ଖରାଦିନ ଆସିଲେ ଆମ ଶରୀର ଶୁଷ୍କ ହୋଇଯାଏ। ଏହି ସମୟରେ ଶରୀରକୁ ଜଳୀୟଅଂଶର ଆବଶ୍ୟକତା ଅଧିକ ପଡ଼ିଥାଏ। ଶରୀରରେ ଜଳୀୟଅଂଶର ସ୍ତରକୁ ଠିକ୍‌ ରଖିବା ପାଇଁ ଆମେ ପ୍ରଚୁର ପାଣି ପିଇଥାଉ। କିନ୍ତୁ ଏହି ଦିନରେ ଏପରି କିଛି ଫଳ ଓ ପରିବା ଅଛି ଯାହାକୁ ଖାଇଲେ ଆମ ଶରୀରକୁ ପ୍ରଚୁର ମାତ୍ରାରେ ଜଳୀୟଅଂଶ ମିଳିଥାଏ। ସେଥିମଧ୍ୟରୁ କାକୁଡ଼ି ହେଉଛି ଗୋଟିଏ। ଏଥିରେ ଅଧିକ ଜଳୀୟଅଂଶ ରହିଥାଏ। ଏଥିରେ ଭିଟାମିନ୍ ମଧ୍ୟ ଭରପୂର ମାତ୍ରାରେ  ରହିଥାଏ। ଏହା […]

cucumbor

cucumbor

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 01:20 PM IST

Sports

Latest News

ଖରାଦିନ ଆସିଲେ ଆମ ଶରୀର ଶୁଷ୍କ ହୋଇଯାଏ। ଏହି ସମୟରେ ଶରୀରକୁ ଜଳୀୟଅଂଶର ଆବଶ୍ୟକତା ଅଧିକ ପଡ଼ିଥାଏ। ଶରୀରରେ ଜଳୀୟଅଂଶର ସ୍ତରକୁ ଠିକ୍‌ ରଖିବା ପାଇଁ ଆମେ ପ୍ରଚୁର ପାଣି ପିଇଥାଉ। କିନ୍ତୁ ଏହି ଦିନରେ ଏପରି କିଛି ଫଳ ଓ ପରିବା ଅଛି ଯାହାକୁ ଖାଇଲେ ଆମ ଶରୀରକୁ ପ୍ରଚୁର ମାତ୍ରାରେ ଜଳୀୟଅଂଶ ମିଳିଥାଏ। ସେଥିମଧ୍ୟରୁ କାକୁଡ଼ି ହେଉଛି ଗୋଟିଏ। ଏଥିରେ ଅଧିକ ଜଳୀୟଅଂଶ ରହିଥାଏ। ଏଥିରେ ଭିଟାମିନ୍ ମଧ୍ୟ ଭରପୂର ମାତ୍ରାରେ  ରହିଥାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଅନେକ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏହାକୁ ବ୍ୟବହାର କରିଥାଆନ୍ତି। ତେବେ କାକୁଡ଼ିର ଉପକାରିତା ଏତିକିରେ ସୀମିତ ନାହିଁ। ଆସନ୍ତୁ ଜାଣିବା କାକୁଡ଼ି ଆମ ଶରୀରର ଆଉ କେଉଁ ସବୁ ଉପକାର କରେ।

ଡିହାଇଡ୍ରେସନରୁ ମୁକ୍ତି ଦିଏ: ସାଧାରଣତଃ ଆମେ କାକୁଡ଼ିକୁ ସାଲାଡ୍‌ରେ ବ୍ୟବହାର କରିଥାଉ। ଏହା ଆମ ଶରୀର ପାଇଁ ହିତକର। ଏଥିରୁ ୯୫ ପ୍ରତିଶତ ଜଳୀୟଅଂଶ ମିଳିଥାଏ। ଏହା ଡିହାଇଡ୍ରେସନରୁ  ମୁକ୍ତି ଦେଇଥାଏ।

କ୍ୟାନସରରୁ ରକ୍ଷା କରିଥାଏ: କାକୁଡିରେ ଥିବା ପ୍ରୋଟିନ ଆମ ଶରୀରକୁ କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢ଼ିବା ପାଇଁ ବଳ ଦେଇଥାଏ। ଏହା କ୍ୟାନସର ହେବାରୁ ରକ୍ଷା କରିଥାଏ। ଏହା କ୍ୟାନସର କୋଷିକାରେ ଥିବା ଟ୍ୟୁମରକୁ ବିକାଶିତ ହେବାକୁ ଦେଇ ନଥାଏ। ଏଥିପାଇଁ ଏହାକୁ କ୍ୟାନସର ନିରୋଧୀ ଫଳ କୁହାଯାଇଥାଏ। ଏହାକୁ ଖାଇଲେ କ୍ୟାନସର ହେବାର ଆଶଙ୍କା କମ୍‌ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story