ଡାଇବେଟିସ୍‌ : ଲକ୍ଷଣ ଆଉ ଉପଚାର କ’ଣ ଜାଣନ୍ତୁ

ଡାଇବେଟିସ୍‌ ବା ମଧୁମେହ ରୋଗ ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବିଶ୍ୱରେ ଜନସଂଖ୍ୟାର  ପ୍ରାୟ ୮ ପ୍ରତିଶତ ମଧୁମେହ ରୋଗରେ ପୀଡିତ। ଏକ ଆକଳନ ଅନୁଯାୟୀ  ଭାରତରେ ପ୍ରାୟ ୮୦ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ । ସାଧାରଣତଃ ଅଧିକ ଶୋଷ, ପରିସ୍ରା, ଭୋକ ହେବା, ଦୁର୍ବଳ ଲାଗିବା, ଓଜନ କମିବା, ବହୁ ଦିନ ପର୍ଯ୍ୟନ୍ତ କାଛୁକୁଣ୍ଡିଆ ରୋଗ ନ ଛାଡ଼ିବା ଆଦି ଏହି ରୋଗର ଲକ୍ଷଣ। ମୁଖ୍ୟତଃ ଇନ୍‌ସୁଲିନର ମାତ୍ରା […]

managing-diabetes

managing-diabetes

Rakesh Mallick
  • Published: Friday, 05 January 2018
  • Updated: 05 January 2018, 07:06 AM IST

Sports

Latest News

ଡାଇବେଟିସ୍‌ ବା ମଧୁମେହ ରୋଗ ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବିଶ୍ୱରେ ଜନସଂଖ୍ୟାର  ପ୍ରାୟ ୮ ପ୍ରତିଶତ ମଧୁମେହ ରୋଗରେ ପୀଡିତ। ଏକ ଆକଳନ ଅନୁଯାୟୀ  ଭାରତରେ ପ୍ରାୟ ୮୦ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ । ସାଧାରଣତଃ ଅଧିକ ଶୋଷ, ପରିସ୍ରା, ଭୋକ ହେବା, ଦୁର୍ବଳ ଲାଗିବା, ଓଜନ କମିବା, ବହୁ ଦିନ ପର୍ଯ୍ୟନ୍ତ କାଛୁକୁଣ୍ଡିଆ ରୋଗ ନ ଛାଡ଼ିବା ଆଦି ଏହି ରୋଗର ଲକ୍ଷଣ। ମୁଖ୍ୟତଃ ଇନ୍‌ସୁଲିନର ମାତ୍ରା କମିଲେ ହିଁ ଶରୀରରେ ଥିବା ରକ୍ତ ଶର୍କରା ବଢିଯାଇଥାଏ  । ଆଉ ଆମକୁ ଡାଇବେଟିସ୍ ବା ମଧୁମେହ ହୋଇଥାଏ । ତେବେ ଏହାର ଉପଚାର ଜାଣନ୍ତୁ । ଅଅଁଳାରେ ଭିଟାମିନ୍‌ ସି ରହିଛି।  ଯାହା ପାନକ୍ରିଆରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଏହାକୁ ଅଧିକ କାର୍ଯ୍ୟକ୍ଷମ କରାଏ।

କିଛି ଅଅଁଳାକୁ ଭଲ ଭାବେ ଗ୍ରାଇଡିଂ କରି ଦୁଇ ଚାମଚ ରସକୁ ଏକ ଗ୍ଲାସ ପାଣି ଗୋଳାଇ ଖାଲି ପେଟରେ ପିଇପାରିବେ। ସେହିପରି ଜାମୁକୋଳିରେ ମାଲିକ୍ ଏସିଡ, ଅକ୍ସାଲିକ ଏସିଡ, ଗାଲିକ ଏସିଡ, ଟାନିନ୍ସ ଆଦି ରସାୟନିକ ତତ୍ତ୍ୱ ଭରି ରହିଛି । ଏହାସହ ଏଥିରେ ପ୍ରୋଟିନ, ଭିଟାମିନ ସି, ଭିଟାମିନ ଏ, ଗ୍ଲୁକୋଜ ଆଦି ରହିଛି । ଶରୀରରେ କୌଣସି ଘା’ ହୋଇଥିଲେ ଜାମୁକୋଳି ପତ୍ରକୁ ବାଟି ସେଥିରେ ଲଗାଇଲେ ସେଥିରୁ ଉପଶମ ମିଳିଥାଏ । ସେଥିରୁ ବାହାରୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ ।

ସେହପରି ଧୂମପାନ ବର୍ଜନ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଇନ୍‌ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗକୁ   ଚିକିତ୍ସା କରାଯାଏ ।[ ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଚିକିତ୍ସା କରାଯାଏ ।  ତା’ସହିତ ଫଳରେ ପ୍ରାକୃତିକ ଶର୍କରା ସହ ଭିଟାମିନ୍‌, ଖଣିଜଲବଣ, ଫାଇବର ଆଦି ଥାଏ।  ତେଣୁ ଫଳ ଓ ସବୁଜ ପନିପରିବା ଖାଇବା ଦ୍ୱାରା ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story