ଭଦ୍ରକରେ କାଲି ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର, ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭଦ୍ରକ: ଭଦ୍ରକରେ ଆଜି ପାଇଁ କର୍ଫ୍ୟୁ କୋହଳ ଶେଷ ହୋଇଯାଇଛି। ପ୍ରଥମେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ପରେ ଦିନ ୧୨ଟା ପର୍ଯ୍ୟନ୍ତ ଏହାକୁ ବଢ଼ା ଯାଇଥିଲା। ତେବେ ଦିନ ୧୨ଟା ପରେ ସହରରେ ପୁଣି କର୍ଫ୍ୟୁ ବଳବତ୍ତର ହୋଇଛି। ଏହା ଆସନ୍ତାକାଲି ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଆଜି ଚାରି ଘଣ୍ଟା ପାଇଁ କର୍ଫ୍ୟୁ ଉଠିବା ପରେ ଚଳଚଞ୍ଚଳ ହୋଇଉଠିଥିଲା ସହର। ଦୋକାନବଜାରରେ ସଉଦା କରିବାକୁ ଲୋକଙ୍କ ଭିଡ଼ ଜମି […]

bhadrak

bhadrak

Rakesh Mallick
  • Published: Sunday, 09 April 2017
  • Updated: 09 April 2017, 12:41 PM IST

Sports

Latest News

ଭଦ୍ରକ: ଭଦ୍ରକରେ ଆଜି ପାଇଁ କର୍ଫ୍ୟୁ କୋହଳ ଶେଷ ହୋଇଯାଇଛି। ପ୍ରଥମେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ପରେ ଦିନ ୧୨ଟା ପର୍ଯ୍ୟନ୍ତ ଏହାକୁ ବଢ଼ା ଯାଇଥିଲା। ତେବେ ଦିନ ୧୨ଟା ପରେ ସହରରେ ପୁଣି କର୍ଫ୍ୟୁ ବଳବତ୍ତର ହୋଇଛି। ଏହା ଆସନ୍ତାକାଲି ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଆଜି ଚାରି ଘଣ୍ଟା ପାଇଁ କର୍ଫ୍ୟୁ ଉଠିବା ପରେ ଚଳଚଞ୍ଚଳ ହୋଇଉଠିଥିଲା ସହର। ଦୋକାନବଜାରରେ ସଉଦା କରିବାକୁ ଲୋକଙ୍କ ଭିଡ଼ ଜମି ଥିଲା।

ଗତକାଲିଠାରୁ ସହରରେ କୌଣସି ଅଘଟଣ ଘଟି ନାହିଁ। ସହରରେ ସବୁ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବାହିନୀ ସଜାଗ ରହିଛି । ୩୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ଗତକାଲି ସିଆରପିଏଫର ଗୋଟିଏ କମ୍ପାନୀ ମଧ୍ୟ ଭଦ୍ରକରେ ପହଞ୍ଚିଛି।

ଅନ୍ୟପକ୍ଷରେ  ଭଦ୍ରକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ସୋସିଆଲ ମିଡ଼ିଆରେ ପ୍ରସାରିତ ଗୁଜବର ତଦନ୍ତ କ୍ରାଇବ୍ରାଞ୍ଚର ସାଇବର ସେଲ୍ ଆରମ୍ଭ କରିଛି। ହ୍ୱାଟ୍ସଆପର ତଥ୍ୟକୁ ସାଇବର ସେଲ୍‌ ଅନୁଧ୍ୟାନ କରୁଥିବା ସ୍ପେଶାଲ ଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି।  ସେ କହିଛନ୍ତି,“ଗ୍ରୁପ ଆଡମିନ୍‌ମାନଙ୍କୁ ତଥ୍ୟ ମଗାଯାଇଛି। ଗୁଜବ ପ୍ରସାରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story