କଟକ: ବାରଙ୍ଗରେ ମଦ ବ୍ୟବସାୟୀଙ୍କୁ ହତ୍ୟା କରି ୧ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ୫ ଅଟକ

କଟକ: କଟକ ତ୍ରିଶୁଳିଆ ବାରଙ୍ଗ ରାସ୍ତାରେ ଥିବା ଏକ ମଦ ଦୋକାନର ମାଲିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୋବିନ୍ଦ ସ୍ୱାଇଁ ଓରଫ କାଳିଆ। ସେ ଗତ ରାତି ପ୍ରାୟ ୧୧ଟା ବେଳେ ୧ଲକ୍ଷ ଟଙ୍କା ଧରି ନିଜ ଗାଁ ଦେଉଳିକୁ ଫେରୁଥିଲେ। ମଧୁପୁର ଗାଁ ମୁଣ୍ଡରେ ତାଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର […]

murder..

murder..

Rakesh Mallick
  • Published: Saturday, 24 October 2015
  • Updated: 24 October 2015, 07:40 AM IST

Sports

Latest News

କଟକ: କଟକ ତ୍ରିଶୁଳିଆ ବାରଙ୍ଗ ରାସ୍ତାରେ ଥିବା ଏକ ମଦ ଦୋକାନର ମାଲିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୋବିନ୍ଦ ସ୍ୱାଇଁ ଓରଫ କାଳିଆ। ସେ ଗତ ରାତି ପ୍ରାୟ ୧୧ଟା ବେଳେ ୧ଲକ୍ଷ ଟଙ୍କା ଧରି ନିଜ ଗାଁ ଦେଉଳିକୁ ଫେରୁଥିଲେ। ମଧୁପୁର ଗାଁ ମୁଣ୍ଡରେ ତାଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କୌଣସି ଅଘଟଣ ଆଶଙ୍କାରେ ମଧୁପୁର ଅଞ୍ଚଳରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। କିଏ, କାହିଁକି ତାଙ୍କୁ ହତ୍ୟା କଲା ସେ ନେଇ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ପୂର୍ବ ଶତ୍ରୁତା ନଚେତ ଟଙ୍କା ପାଇଁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story