ଦଳୀୟ ବୈଠକ ନେଇ ପ୍ରତାପ-ବୈଜୟନ୍ତ ତୁତୁ ମେଁମେଁ: ପ୍ରତାପ କହିଲେ-ଡାକିଥିଲୁ ଆସିଲେନି, ବୈଜୟନ୍ତ କହିଲେ-ଡାହା ମିଛୁଆ

ଭୁବନେଶ୍ୱର: କଟକ ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ପ୍ରତାପ ଜେନା ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପୁଣି ମୁହାଁମୁହିଁ ହୋଇଛନ୍ତି। କଟକରେ ଅନୁଷ୍ଠିତ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକକୁ ତାଙ୍କୁ ଡକାଯିବା ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି- “ଏହା ସଂପୂର୍ଣ୍ଣ ମିଛ, ମତେ ବୈଠକକୁ ଡକାଯାଇନି।” ଟ୍ୱିଟ୍ କରି ବୈଜୟନ୍ତ କହିଛନ୍ତି- “କାର୍ଯ୍ୟକାରିଣୀକୁ ଡକା ନଯିବା ଘଟଣା, ଦଳରେ କିଛି […]

vlcsnap-2017-06-21-18h51m50s657-716x430

vlcsnap-2017-06-21-18h51m50s657-716x430

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 07:45 PM IST

Sports

Latest News

ଭୁବନେଶ୍ୱର: କଟକ ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ପ୍ରତାପ ଜେନା ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପୁଣି ମୁହାଁମୁହିଁ ହୋଇଛନ୍ତି। କଟକରେ ଅନୁଷ୍ଠିତ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକକୁ ତାଙ୍କୁ ଡକାଯିବା ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି- “ଏହା ସଂପୂର୍ଣ୍ଣ ମିଛ, ମତେ ବୈଠକକୁ ଡକାଯାଇନି।”

ଟ୍ୱିଟ୍ କରି ବୈଜୟନ୍ତ କହିଛନ୍ତି- “କାର୍ଯ୍ୟକାରିଣୀକୁ ଡକା ନଯିବା ଘଟଣା, ଦଳରେ କିଛି ଚକ୍ରାନ୍ତକାରୀଙ୍କର ନୀଚ ଓ କଦର୍ଯ୍ୟ ରାଜନୀତି। ଦଳର ପ୍ରତିଷ୍ଠାତା ଏସବୁ ପ୍ରତି ଦୃଷ୍ଟି ଦେବେ ବୋଲି ଆଶା କରୁଛି।”

ପୂର୍ବରୁ ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ ମଧ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ମନ୍ତବ୍ୟକୁ ଖଣ୍ଡନ କରିଥିଲେ। ସାଂସଦଙ୍କୁ ଚିଠିଟିଏ ହୋଇନି କିମ୍ବା ତାଙ୍କୁ ଟେଲିଫୋନ୍ କରାଯାଇନି ବୋଲି ସେ କହିଥିଲେ। ନବୀନଙ୍କ ଅଗୋଚରରେ ତୃତୀୟ ମହଲାର କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରୁଥିବା ସେ ଅଭିଯୋଗ କରିଥିଲେ।

ଆଜି କଟକରେ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକାଧିକ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। କିନ୍ତୁ ବୈଠକରେ ଅନୁପସ୍ଥିତ ଥିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସାଂସଦଙ୍କ ଅନୁପସ୍ଥିତି ନେଇ ପ୍ରତାପ କହିଥିଲେ-“ବୈଜୟନ୍ତଙ୍କୁ ଡକାଯାଇଥିଲା। ସେ ଆସିଲେନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story