କଟକରେ ଡି’ବ୍ରଦର୍ସଙ୍କର ୨୫ ଏକର ଜମି ଠାବ

କଟକ:  କେବଳ ଦାଦାବଟି, ହତ୍ୟା କି ଟେଣ୍ଡର ଫିକ୍ସି ନୁହେଁ, କଟକରେ ବିଭିନ୍ନ କିସମର ଜମି ହାତେଇବାରେ ମଧ୍ୟ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଥିଲେ ସିଦ୍ଧହସ୍ତ। କଟକରେ ଏ ଦୁଇ ଭାଇଙ୍କର ୨୫ ଏକର ଜମି ଠାବ କରାଯାଇଛି। ବିଡ଼ାନାସୀ ଅଞ୍ଚଳରେ ସେମାନଙ୍କର ୪ ହଜାର ବର୍ଗଫୁଟର ପ୍ଲଟ୍, ବିଦ୍ୟାଧରପୁର ଅଞ୍ଚଳରେ ୧୫ ଏକର ଘରବାରି ପ୍ଲଟ୍ ଓ ସଦର ଥାନା ଟାଙ୍ଗରହୁଡ଼ା ଅଞ୍ଚଳରେ  ୧୦ ଏକର ଜମିକୁ ଠାବ କରାଯାଇଥିବା କମିଶନରେଟ୍ ପୋଲିସ୍ ସୂଚନା […]

dhalasamanta

dhalasamanta

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 02:06 PM IST

Sports

Latest News

କଟକ:  କେବଳ ଦାଦାବଟି, ହତ୍ୟା କି ଟେଣ୍ଡର ଫିକ୍ସି ନୁହେଁ, କଟକରେ ବିଭିନ୍ନ କିସମର ଜମି ହାତେଇବାରେ ମଧ୍ୟ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଥିଲେ ସିଦ୍ଧହସ୍ତ। କଟକରେ ଏ ଦୁଇ ଭାଇଙ୍କର ୨୫ ଏକର ଜମି ଠାବ କରାଯାଇଛି। ବିଡ଼ାନାସୀ ଅଞ୍ଚଳରେ ସେମାନଙ୍କର ୪ ହଜାର ବର୍ଗଫୁଟର ପ୍ଲଟ୍, ବିଦ୍ୟାଧରପୁର ଅଞ୍ଚଳରେ ୧୫ ଏକର ଘରବାରି ପ୍ଲଟ୍ ଓ ସଦର ଥାନା ଟାଙ୍ଗରହୁଡ଼ା ଅଞ୍ଚଳରେ  ୧୦ ଏକର ଜମିକୁ ଠାବ କରାଯାଇଥିବା କମିଶନରେଟ୍ ପୋଲିସ୍ ସୂଚନା ଦେଇଛି। ଜମିଗୁଡ଼ିକ ଧଳସାମନ୍ତ ଭ୍ରାତା ତଥା ତାଙ୍କ କମ୍ପାନୀ ଓ ସମ୍ପର୍କୀୟଙ୍କ ନାମରେ ରହିଥିବା ପୋଲିସ୍  ଜାଣିବାକୁ ପାଇଛି। ଅପରାଧ ସାମ୍ରାଜ୍ୟ ବଢ଼ାଇବା ସହ ଧଳସାମନ୍ତ ଭ୍ରାତା କିଭଳି ସମ୍ପତ୍ତି ଠୁଳ କରୁଥିଲେ ତା’ ଉପରେ କମିଶନରେଟ୍ ପୋଲିସ୍ ଏବେ ବ୍ୟାପକ ଅନୁସନ୍ଧାନ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଧଳସାମନ୍ତ ଭ୍ରାତାଙ୍କ ନାଁରେ ଆଉ ୪ଟି ନୂଆ ମାମଲା କମିଶନରେଟ୍ ପୋଲିସ୍  ଦାୟର କରିଛି। ପୂର୍ବରୁ ଓମ୍, ଦୀପୁ ହତ୍ୟା ମାମଲା  ଓ ନକଲି ଟଙ୍କା ରଖିଥିବା ନେଇ ଧଳସାମନ୍ତ ଭ୍ରାତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏବେ କମିଶନରେଟ୍ ପୋଲିସ୍  ସେମାନଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ବେଆଇନ ଅସ୍ତ୍ରଶସ୍ତ୍ର ମାମଲା, ଲାଲବାଗ୍ ଥାନାରେ ନକଲି ପରିଚୟପତ୍ର ମାମଲା, ମର୍କତନଗର ଥାନାରେ ଜାଲ କାଗଜପତ୍ର ଓ ଅବକାରୀ ଆଇନ ଅନୁଯାୟୀ ମୋଟ ୪ଟି ମାମଲା ଦାୟର କରିଛି। ଏହା ସହିତ ଧଳସାମନ୍ତ ଭ୍ରାତାଙ୍କ ନାଁରେ ମାମଲା ସଂଖ୍ୟା ୭ରେ ପହଞ୍ଚିଛି।

ଆଜି ଧଳସାମନ୍ତ ଭ୍ରାତାଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସିଡିଏସ୍ଥିତ ଘରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମିଳିବା ମାମଲାରେ ସାନ ଭାଇ ସୁଶୀଲ ଓ ଏକାଧିକ ୱାରେଣ୍ଟ ଫାଙ୍କିବା ମାମଲାରେ ବଡ଼ଭାଇ ସୁଶାନ୍ତ ଧଳସାମନ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story