ଜଷ୍ଟିସଙ୍କ ଘରେ ସିବିଆଇ ପଶିବା ଘଟଣା: କେନ୍ଦ୍ର, ରାଜ୍ୟ ଓ ସିବିଆଇକୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: ଜଷ୍ଟିସ ସି.ଆର୍. ଦାଶଙ୍କ ଘରେ ସିବିଆଇ ପଶିବା ଘଟଣାରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାରେ ନୋଟିସ୍ ପଠାଇଛନ୍ତି ହାଇକୋର୍ଟ। କେନ୍ଦ୍ର, ରାଜ୍ୟ, ସିବିଆଇ ସମେତ ସବୁ ପ୍ରତିପକ୍ଷଙ୍କୁ କୋର୍ଟ ଏହି ନୋଟିସ୍ ପଠାଇଛନ୍ତି। ରାତିଅଧରେ କାହା ଅନୁମତିରେ ଜଷ୍ଟିସ ସି.ଆର.ଦାଶଙ୍କ ଘରେ ସିବିଆଇ ଅଧିକାରୀ ପଶିଥିଲେ ଏ ସମ୍ପର୍କରେ କାରଣ ଦର୍ଶାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସଙ୍କ ଘରେ ସିବିଆଇ ପଶିବାକୁ ବିରୋଧ କରି କାର୍ଯ୍ୟବନ୍ଦ […]

Rakesh Mallick
  • Published: Friday, 22 September 2017
  • Updated: 22 September 2017, 01:55 PM IST

Sports

Latest News

କଟକ: ଜଷ୍ଟିସ ସି.ଆର୍. ଦାଶଙ୍କ ଘରେ ସିବିଆଇ ପଶିବା ଘଟଣାରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାରେ ନୋଟିସ୍ ପଠାଇଛନ୍ତି ହାଇକୋର୍ଟ। କେନ୍ଦ୍ର, ରାଜ୍ୟ, ସିବିଆଇ ସମେତ ସବୁ ପ୍ରତିପକ୍ଷଙ୍କୁ କୋର୍ଟ ଏହି ନୋଟିସ୍ ପଠାଇଛନ୍ତି। ରାତିଅଧରେ କାହା ଅନୁମତିରେ ଜଷ୍ଟିସ ସି.ଆର.ଦାଶଙ୍କ ଘରେ ସିବିଆଇ ଅଧିକାରୀ ପଶିଥିଲେ ଏ ସମ୍ପର୍କରେ କାରଣ ଦର୍ଶାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଜଷ୍ଟିସଙ୍କ ଘରେ ସିବିଆଇ ପଶିବାକୁ ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଥିବା ହାଇକୋର୍ଟ ବାର୍ ଆସୋସିଏସନ ଆନ୍ଦୋଳନରୁ ହଟିଛି। ୧୬ରେ ମାମଲାର ପରବର୍ତ୍ତି ଶୁଣାଣି ପରେ ଆସନ୍ତା ୧୯ରେ ଆସୋସିଏସନ ବୈଠକ ବସିବ। ଏଥିରେ ସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯିବ ବୋଲି ହାଇକୋର୍ଟ ବାର ଆସୋସିଏସନର ସଭାପତି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story