କଟକ: ଜଣ୍ଡିସ୍‌ ସ୍ଥିତି ସମୀକ୍ଷା, ସ୍ଥିତି ସୁଧାର ପାଇଁ ୫୦ଟି ସ୍କ୍ୱାଡ ଗଠନ

କଟକ: କଟକ ତୁଳସୀପୁର ଅଞ୍ଚଳରେ ବ୍ୟାପିଥିବା କଣ୍ଡିସ୍‌ ସ୍ଥିତି ନେଇ ଆଜି କେନ୍ଦ୍ରାଞ୍ଚଳ ଆରଡିସି ଏବି ଓତାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ ଜିଲ୍ଲାପାଳଙ୍କ ସମେତ ସିଏମ୍‌ସି ଓ ପିଏଚ୍‌ଡିର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସ୍ଥିତି ସୁଧାର ପାଇଁ ୫୦ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ବୈଠକ ପରେ ଓତା କହିଛନ୍ତି,“ କଟକରେ ଜଣ୍ଡିସ୍‌ ସ୍ଥିତି ସୁଧାରିବା ପାଇଁ ୫୦ଟି ସ୍ୱତନ୍ତ୍ର ସ୍କ୍ୱଡ ଗଠନ କରାଯାଇଛି। ୨୫ଟି ଆକ୍ରାନ୍ତ ଅଞ୍ଚଳରେ କାମ […]

ctc

ctc

Rakesh Mallick
  • Published: Sunday, 26 February 2017
  • Updated: 26 February 2017, 02:24 PM IST

Sports

Latest News

କଟକ: କଟକ ତୁଳସୀପୁର ଅଞ୍ଚଳରେ ବ୍ୟାପିଥିବା କଣ୍ଡିସ୍‌ ସ୍ଥିତି ନେଇ ଆଜି କେନ୍ଦ୍ରାଞ୍ଚଳ ଆରଡିସି ଏବି ଓତାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ ଜିଲ୍ଲାପାଳଙ୍କ ସମେତ ସିଏମ୍‌ସି ଓ ପିଏଚ୍‌ଡିର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସ୍ଥିତି ସୁଧାର ପାଇଁ ୫୦ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି।

ବୈଠକ ପରେ ଓତା କହିଛନ୍ତି,“ କଟକରେ ଜଣ୍ଡିସ୍‌ ସ୍ଥିତି ସୁଧାରିବା ପାଇଁ ୫୦ଟି ସ୍ୱତନ୍ତ୍ର ସ୍କ୍ୱଡ ଗଠନ କରାଯାଇଛି। ୨୫ଟି ଆକ୍ରାନ୍ତ ଅଞ୍ଚଳରେ କାମ କରିବେ। ଅନ୍ୟ ୨୫ଟି ୱାର୍ଡ ବୁଲିବେ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କଟ୍ରେ ସମସ୍ତ ପାଣି ପାଇପ ଯାଞ୍ଚ କାମ ସରିବ। ବର୍ତ୍ତମାନ ସୁଦ୍ଧା ୭୭ଟି ନମୁନାରୁ ଜଣ୍ଡିସ୍‌ ହୋଇଥିବା ଜଣାପଡିଛି।”

ତୁଳସୀପୁର ଅଞ୍ଚଳର ୮, ୯ ଓ ୧୦ ନମ୍ବର ୱାର୍ଡରେ ଜଣ୍ଡିସ୍‌ ବ୍ୟାପି ଏପର୍ଯ୍ୟନ୍ତ ୭୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଘରକୁ ସଂଯୋଗ ହୋଇଥିବା ପାଣି ପାଇପ୍‌ ଫାଟି ସେଥିରେ ନର୍ଦ୍ଦମା ପାଣି ମିଶିବା ଯୋଗୁଁ ଜଣ୍ଡିସ୍‌ ବ୍ୟାପୁଥିବା କୁହାଯାଉଛି। ଦୈନିକ ୧୦ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story