ଏସ୍‌ସିବିରେ ଡାକ୍ତରଙ୍କ ଦାଦାଗିରି: ରୋଗୀଙ୍କ ସମ୍ପର୍କୀୟଙ୍କୁ କଲେ ଲହୁଲୁହାଣ

କଟକ: କଟକ ବଡ଼ ଡାକ୍ତରଖାନାରେ ଜୁନିୟର ଡାକ୍ତରଙ୍କ ଦାଦାଗିରି। ୧୫ରୁ ଅଧିକ ଜୁନିୟର ଡାକ୍ତରଙ୍କ ଦାଦାଗିରିରେ ଶିକାର ହୋଇଛନ୍ତି ଅର୍ଥପେଡିକ୍ ବିଭାଗରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ପତ୍ନୀ ଓ ତାଙ୍କ ସଂପର୍କୀୟ। ସେମାନଙ୍କୁ ଜୁନିଅର ଡାକ୍ତରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଏ ସମ୍ପର୍କରେ ରୋଗୀଙ୍କ ସଂପର୍କୀୟ ମେଡିକାଲ ପରିସରରେ ଥିବା ଫାଣ୍ଡିରେ ଅଭିଯୋଗ କରିବା ପରେ ମଙ୍ଗଳାବାଗ ଥାନା ପୋଲିସ ୮ ଜଣ ଜୁନିୟର ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର […]

scb-medical

scb-medical

Rakesh Mallick
  • Published: Monday, 29 May 2017
  • Updated: 29 May 2017, 09:52 PM IST

Sports

Latest News

କଟକ: କଟକ ବଡ଼ ଡାକ୍ତରଖାନାରେ ଜୁନିୟର ଡାକ୍ତରଙ୍କ ଦାଦାଗିରି। ୧୫ରୁ ଅଧିକ ଜୁନିୟର ଡାକ୍ତରଙ୍କ ଦାଦାଗିରିରେ ଶିକାର ହୋଇଛନ୍ତି ଅର୍ଥପେଡିକ୍ ବିଭାଗରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ପତ୍ନୀ ଓ ତାଙ୍କ ସଂପର୍କୀୟ। ସେମାନଙ୍କୁ ଜୁନିଅର ଡାକ୍ତରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଏ ସମ୍ପର୍କରେ ରୋଗୀଙ୍କ ସଂପର୍କୀୟ ମେଡିକାଲ ପରିସରରେ ଥିବା ଫାଣ୍ଡିରେ ଅଭିଯୋଗ କରିବା ପରେ ମଙ୍ଗଳାବାଗ ଥାନା ପୋଲିସ ୮ ଜଣ ଜୁନିୟର ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁରୀ ଜିଲ୍ଲା ଗୋପ ଅଞ୍ଚଳର କୁବେର ରାୟ ରାସ୍ତା ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ଏସ୍‌ସିବିର ଅର୍ଥୋପେଡିକ୍‌ ବିଭାଗରେ ଭର୍ତ୍ତି କରାଯାଇଥିଲା। ଗତ ୨୨ ଦିନ ହେଲା ସେଠାରେ ଚିକିତ୍ସିତ ହୋଇ ଆସୁଥିଲେ। ଆଜି ସକାଳେ ଦୁଇ ଜଣ ଜୁନିଅର ଡାକ୍ତର ତାଙ୍କୁ ବେଡ୍ ଖାଲି କରିବାକୁ ବାଧ୍ୟ କରିଥିଲେ। ଏହି ସମୟରେ କୁବେରଙ୍କ ପତ୍ନୀ ଓ ସମ୍ପର୍କୀୟ ଏହାକୁ ବିରୋଧ କରିବାରୁ ଡାକ୍ତରଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ୧୫ରୁ ଅଧିକ ପିଜି ଡାକ୍ତର କୁବେରଙ୍କ ଶ୍ୱଶୁର, ସ୍ତ୍ରୀ ଓ ଅନ୍ୟଜଣେ ସମ୍ପର୍କୀୟଙ୍କୁ ମାଡ଼ ମାରି ରକ୍ତାକ୍ତ କରିଦେଇଥିଲେ। ଆହତମାନଙ୍କୁ ଏବେ କଟକ ସିଟି ହସ୍ପିଟାଲରେ ଚିକିତ୍ସା କରାଯାଇଛି।

ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି,“୧୫ରୁ ଅଧିକ ଡାକ୍ତର ମୋତେ ଓ ଝିଅକୁ ଘରେ ପୁରାଇ ମାଡ଼ ମାରିଥିଲେ। ପ୍ରତିବାଦ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଏଥିରେ ସରକାର ଯାହା ନିଷ୍ପତ୍ତି ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story