ସାଲେପୁର: କାନ୍ଥ ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ନରଦାହରିପୁର ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥ ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆଜି ସକାଳେ ଘର ଛପର କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡି ପଡ଼ିବାରୁ ଘଟାଣାସ୍ଥଳରେ ଘର ମାଲିକ ନରହରି ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ତେବେ କ୍ଷିରୋଦ ଚନ୍ଦ୍ର ଦାସ ଓ ନବ କିଶୋର ସ୍ୱାଇଁଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। […]

salapur accident

salapur accident

Rakesh Mallick
  • Published: Friday, 17 March 2017
  • Updated: 17 March 2017, 12:21 PM IST

Sports

Latest News

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ନରଦାହରିପୁର ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥ ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।

ଆଜି ସକାଳେ ଘର ଛପର କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡି ପଡ଼ିବାରୁ ଘଟାଣାସ୍ଥଳରେ ଘର ମାଲିକ ନରହରି ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ତେବେ କ୍ଷିରୋଦ ଚନ୍ଦ୍ର ଦାସ ଓ ନବ କିଶୋର ସ୍ୱାଇଁଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କ୍ଷିରୋଦଙ୍କ ମୃତ୍ୟୁ ଘଟିଥିବା ବେଳେ ନବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos