ଦୁର୍ବ୍ୟବହାର ଅଭିଯୋଗ ପ୍ରତିବାଦରେ ଏସସିବି ସ୍କୁଲ ଅଫ୍‌ ନର୍ସିଂର ଛାତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: କଟକ ଏସସିବି ସ୍କୁଲ ଅଫ୍‌ ନର୍ସିଂର ଜଣେ ଚତୁର୍ଥ ବର୍ଷ ଛାତ୍ରୀଙ୍କୁ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ନର୍ସିଂ ଛାତ୍ରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଆଜି ଛାତ୍ରୀମାନେ ଏକ ରାଲିରେ ଆସି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ଅଧ୍ୟକ୍ଷାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଗତ ୭ ତାରିଖରେ ଅଧ୍ୟକ୍ଷା ଜଣେ ଛାତ୍ରୀଙ୍କୁ ଜାତିଅଣା ଆକ୍ଷେପ କରିଥିବା ସେ ଅଭିଯୋଗ କରିଥିଲେ। ଏପରି କି ତାଙ୍କୁ ମାଡ଼ ମାରିଥିଲେ ବୋଲି ଦର୍ଶାଇ ଥିଲେ। ଗତକାଲି ଏ […]

cuttack

cuttack

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 05:03 PM IST

କଟକ: କଟକ ଏସସିବି ସ୍କୁଲ ଅଫ୍‌ ନର୍ସିଂର ଜଣେ ଚତୁର୍ଥ ବର୍ଷ ଛାତ୍ରୀଙ୍କୁ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ନର୍ସିଂ ଛାତ୍ରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଆଜି ଛାତ୍ରୀମାନେ ଏକ ରାଲିରେ ଆସି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ଅଧ୍ୟକ୍ଷାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଗତ ୭ ତାରିଖରେ ଅଧ୍ୟକ୍ଷା ଜଣେ ଛାତ୍ରୀଙ୍କୁ ଜାତିଅଣା ଆକ୍ଷେପ କରିଥିବା ସେ ଅଭିଯୋଗ କରିଥିଲେ। ଏପରି କି ତାଙ୍କୁ ମାଡ଼ ମାରିଥିଲେ ବୋଲି ଦର୍ଶାଇ ଥିଲେ। ଗତକାଲି ଏ ନେଇ ଛାତ୍ରୀମାନେ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story