ପାର୍ଥସାରଥୀଙ୍କୁ ଆସନ୍ତାକାଲିଠୁ ରିମାଣ୍ଡରେ ନେବ ଭିଜିଲାନ୍ସ

କଟକ: ଆଇଏଏସ୍‌ ଅଧିକାରୀ ପାର୍ଥସାରଥୀ ମିଶ୍ରଙ୍କୁ ଆସନ୍ତାକାଲିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ। ଏଥିପାଇଁ ଆଜି କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି। ତାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ତେବେ କୋର୍ଟ ମାତ୍ର ଦୁଇ ଦିନ ପାଇଁ ଅନୁମତି ଦେଇଛନ୍ତି। ପାର୍ଥସାରଥୀଙ୍କୁ ଜେରା ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି। ପାର୍ଥଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ପାଇଁ ୬ଟି […]

parthasarathee

parthasarathee

Rakesh Mallick
  • Published: Monday, 20 February 2017
  • Updated: 20 February 2017, 06:15 PM IST

Sports

Latest News

କଟକ: ଆଇଏଏସ୍‌ ଅଧିକାରୀ ପାର୍ଥସାରଥୀ ମିଶ୍ରଙ୍କୁ ଆସନ୍ତାକାଲିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ। ଏଥିପାଇଁ ଆଜି କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି। ତାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ତେବେ କୋର୍ଟ ମାତ୍ର ଦୁଇ ଦିନ ପାଇଁ ଅନୁମତି ଦେଇଛନ୍ତି। ପାର୍ଥସାରଥୀଙ୍କୁ ଜେରା ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି।

ପାର୍ଥଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ପାଇଁ ୬ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଜଣେ ଲେଖାଏଁ ଡିଏସ୍‌ପି ଏହି ଟିମ୍‌ର ନେତୃତ୍ୱ ନେବେ।

ଶନିବାର ପାର୍ଥସାରଥୀଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଖାରଜ କରି ଦେଇଥିଲେ। ତାଙ୍କୁ ସରକାର ଚାକିରିରୁ ନିଲମ୍ବନ ମଧ୍ୟ କରିଛନ୍ତି।  ସେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଥିଲେ।

ଆୟ ବହିର୍ଭୂତ ସମ୍ପତ୍ତିର ଖିଅ ଖୋଜୁଥିବା ଭିଜିଲାନ୍ସ ହାତରେ ଲାଗିଛି  ପାର୍ଥ ସାରଥୀଙ୍କ ସୌଖୀନ ଆଲିସାନ୍‌ ବଙ୍ଗଳା ଓ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ସଂପର୍କରେ ତଥ୍ୟ । ତାଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। କଟକ,ପୁରୀ ଓ ଭୁବନେଶ୍ୱରରେ ତାଙ୍କର ଅଢ଼େଇ କୋଟି ଟଙ୍କାର ୩ଟି ଆଲିସାନ୍‌ ଘର ରହିଛି। ସେହିପରି ସେ ଅନେକ ଥର ବିଦେଶ ଭ୍ରମଣରେ ମଧ୍ୟ ଯାଇଛନ୍ତି।

ପାର୍ଥ ସାରଥୀଙ୍କ ନାଁରେ ଅଭିଯୋଗ ଆସିବା ପରେ କିଛି ମାସ ହେବ ସେ ଭିଜିଲାନ୍ସ ନଜରରେ ଥିଲେ। ଗତ ବୁଧବାର ତାଙ୍କ ଗାଡ଼ିରୁ ୨ଲକ୍ଷ୧୪ ହଜାର ଟଙ୍କା ଜବତ ହୋଇଥିଲା। ପରେ ତାଙ୍କ ଭୁବନେଶ୍ୱର ସରକାରୀ ଘର, କଟକ ଅଫିସ ଓ ଘରେ  ଭିଜିଲାନ୍ସ ଚଢ଼ାଉ କରିଥିଲା। ଗୁରୁବାର ପାର୍ଥ ସାରଥୀଙ୍କୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story