ସାର୍‌ ସତ, ମ୍ୟାଡାମ୍‌ ମିଛ...

କଟକ(ଓଡ଼ିଶା ରିପୋର୍ଟର): ରେଭେନ୍ସାରେ ହିନ୍ଦୀ ବିଭାଗ ଅଧ୍ୟାପକ-ଅଧ୍ୟାପିକା ବିବାଦ ପ୍ରସଙ୍ଗରେ ତଦନ୍ତ ପରେ କୁଳପତିଙ୍କୁ ରିପୋର୍ଟ ଦେଲା ତଥ୍ୟ ଅନୁଧ୍ୟାନକାରୀ ଟିମ୍। ଅଧ୍ୟାପିକାଙ୍କ ଅଭିଯୋଗରେ ସତ୍ୟତା ନଥିବାବେଳେ ଅଧ୍ୟାପକଙ୍କ ଅଭିଯୋଗ ସତ୍ୟ ବୋଲି ଟିମ୍ ରିପୋର୍ଟରେ ଦର୍ଶାଇଛି। ସେପଟେ ଏନେଇ ଅଧ୍ୟାପିକାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରେଭେନ୍ସା କୁଳପତି। ପାଠପଢ଼ାରେ ବାଧା ସୃଷ୍ଟି କରିବା ସହ ଅଧ୍ୟାପିକାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ ବିଶ୍ୱବିଦ୍ୟାଳୟ। ଓଡ଼ିଶା ବିଶ୍ୱବିଦ୍ୟାଳୟ ଫାଷ୍ଟ ଷ୍ଟାଚ୍ୟୁଟ୍-୧୯୯୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ […]

revasa university

revasa university

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 01:53 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରେଭେନ୍ସାରେ ହିନ୍ଦୀ ବିଭାଗ ଅଧ୍ୟାପକ-ଅଧ୍ୟାପିକା ବିବାଦ ପ୍ରସଙ୍ଗରେ ତଦନ୍ତ ପରେ କୁଳପତିଙ୍କୁ ରିପୋର୍ଟ ଦେଲା ତଥ୍ୟ ଅନୁଧ୍ୟାନକାରୀ ଟିମ୍। ଅଧ୍ୟାପିକାଙ୍କ ଅଭିଯୋଗରେ ସତ୍ୟତା ନଥିବାବେଳେ ଅଧ୍ୟାପକଙ୍କ ଅଭିଯୋଗ ସତ୍ୟ ବୋଲି ଟିମ୍ ରିପୋର୍ଟରେ ଦର୍ଶାଇଛି। ସେପଟେ ଏନେଇ ଅଧ୍ୟାପିକାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରେଭେନ୍ସା କୁଳପତି। ପାଠପଢ଼ାରେ ବାଧା ସୃଷ୍ଟି କରିବା ସହ ଅଧ୍ୟାପିକାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ ବିଶ୍ୱବିଦ୍ୟାଳୟ। ଓଡ଼ିଶା ବିଶ୍ୱବିଦ୍ୟାଳୟ ଫାଷ୍ଟ ଷ୍ଟାଚ୍ୟୁଟ୍-୧୯୯୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରିପୋର୍ଟ ପାଇବା ପରେ କୁଳପତି ପ୍ରକାଶ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଅଭିଯୋଗ ଆଣିଥିବା ଅଧ୍ୟାପିକା କହିଛନ୍ତି-“କର୍ତ୍ତୃପକ୍ଷ ଓ କମିଟି ଉପରେ ରାଜନୈତିକ ଚାପ ଥିଲା। ସେଥିପାଇଁ ରିପୋର୍ଟ ସଂପୂର୍ଣ୍ଣ ଏକପାଖିଆ ହୋଇଛି। ମୁଁ ରିପୋର୍ଟକୁ ବିଶ୍ୱାସ କରୁନି। ଆଇନ ଉପରେ ଭରସା ଅଛି, ଆଇନର ଦ୍ୱାରସ୍ଥ ହେବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story