ରେଭେନ୍ସା କୁଳପତିଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରିଦେଲେ ରାଜ୍ୟପାଳ

କଟକ: ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପ ପ୍ରତିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ଦେଇଥିବା ଇସ୍ତଫାକୁ ରାଜ୍ୟପାଳ ତଥା କୁଳାଧିପତି ଏସ୍‌ସି ଜମୀର ଅଗ୍ରାହ୍ୟ କରିଦେଇଛନ୍ତି। ଆଜି ରେଭେନ୍ସାରେ ପୁଣି ଛାତ୍ର ଅଶାନ୍ତି ଦେଖା ଦେବା ପରେ କୁଳପତି ପ୍ରକାଶ ଷଡ଼ଙ୍ଗୀ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇ ଦେଇଥିଲେ। କୁଳପତିଙ୍କ ଇସ୍ତଫାପତ୍ର ପାଇବା ପରେ ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରିବା ସହ ତାଙ୍କୁ ଡକାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଆଲୋଚନା ପରେ ରାଜ୍ୟପାଳ ତାଙ୍କ ଇସ୍ତଫାକୁ ଅଗ୍ରାହ୍ୟ […]

vc

vc

Rakesh Mallick
  • Published: Monday, 06 March 2017
  • Updated: 07 March 2017, 05:28 PM IST

Sports

Latest News

କଟକ: ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପ ପ୍ରତିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ଦେଇଥିବା ଇସ୍ତଫାକୁ ରାଜ୍ୟପାଳ ତଥା କୁଳାଧିପତି ଏସ୍‌ସି ଜମୀର ଅଗ୍ରାହ୍ୟ କରିଦେଇଛନ୍ତି। ଆଜି ରେଭେନ୍ସାରେ ପୁଣି ଛାତ୍ର ଅଶାନ୍ତି ଦେଖା ଦେବା ପରେ କୁଳପତି ପ୍ରକାଶ ଷଡ଼ଙ୍ଗୀ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇ ଦେଇଥିଲେ। କୁଳପତିଙ୍କ ଇସ୍ତଫାପତ୍ର ପାଇବା ପରେ ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରିବା ସହ ତାଙ୍କୁ ଡକାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଆଲୋଚନା ପରେ ରାଜ୍ୟପାଳ ତାଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରି ଦେଇଥିବା କୁଳପତି ଷଡଙ୍ଗୀ କହିଛନ୍ତି।

୬ ଜଣ ଛାତ୍ରଙ୍କୁ ନିଲମ୍ବନ ପ୍ରତିବାଦରେ ଆଜି କିଛି ଛାତ୍ର କୁଳପତିଙ୍କ ଅଫିସ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ନିଲମ୍ବନର ଯଥାର୍ଥତା ନାହିଁ, ଯଥାଶୀଘ୍ର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଥିଲେ। ଏହାପରେ କୁଳପତି ଆନ୍ଦୋଳନକାରୀ ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ଚାଲିଥିବା ବେଳେ ନିଲମ୍ବିତ ଛାତ୍ରମାନେ କୁଳପତିଙ୍କ ଅଫିସ୍‌ ମଧ୍ୟକୁ ଧଶେଇ ପଶିଥିଲେ। ଏହା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ଇସ୍ତଫା ଦେବା ପରେ ପ୍ରଫେସର ଷଡ଼ଙ୍ଗୀ କହିଥିଲେ,“ରେଭେନ୍ସାରେ ଛାତ୍ରମାନେ ରାଜନୈତିକ ଭାଷା କହୁଛନ୍ତି। ଏଠାରେ ରାଜନୈତିକ ଦଳଗୁଡ଼ିକ ହସ୍ତକ୍ଷେପ କରୁଛନ୍ତି। ମୁଁ ରାଜନେତାଙ୍କ ସହ ସଂଯୋଗ ବଢ଼ାଇ ପାରିଲିନି।”

ସେ ଆହୁରି କହିଥିଲେ,“ମୁଁ ବୋଧହୁଏ ରେଭେନ୍ସାକୁ ଭଲ ଭାବେ ଚଲାଇ ପାରିଲି ନାହିଁ।”

ଇସ୍ତଫାର କାରଣ ସମ୍ପର୍କରେ ଷଡଙ୍ଗୀ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ନିୟନ୍ତ୍ରଣ କରୁଥିବା ଏହି ରାଜନୈତିକ ଗଡ଼ଫାଦରମାନଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେଉଁ ରାଜନୈତିକ ଦଳ ଏପରି ଚାପ ପକାଉଛନ୍ତି, ଉଚ୍ଚଶିକ୍ଷା ବିଭାଗ ଏ ସମ୍ପର୍କରେ ଅବଗତ ଅଛି ନି ନାହିଁ ? ଯଦି ଉଚ୍ଚଶିକ୍ଷା ବିଭାଗ ଏ କଥା ଆଗରୁ ଜାଣିଥିଲା ତେବେ କାହିଁକି କୌଣସି ପଦକ୍ଷେପ ନେଲା ନାହିଁ? ଏହା ଦାୟିତ୍ୱହୀନତା ନା ରାଜନୈତିକ ପୃଷ୍ଟପୋଷକତା ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାୟ କୁଳପତି ପ୍ରଫୁଲ୍ଲ ମିଶ୍ର କହିଛନ୍ତି,“ଛୋଟ ଛୋଟ କଥାରେ ବହୁ ସମୟରେ ବିଭିନ୍ନ ଲୋକ ହସ୍ତକ୍ଷେପ କରୁଛନ୍ତି। ଛାତ୍ରନେତା ଓ ସ୍ଥାନୀୟ ନେତାମାନେ ନିଜ ମହତ୍ୱାକାଂକ୍ଷା ପୂରଣ କରିବା ପାଇଁ ରେଭେନ୍ସାରେ ଅଶାନ୍ତି ସୃଷ୍ଟି କରୁଛନ୍ତି।”

ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଘଟଣାକୁ ନେଇ କହିଛନ୍ତି,“କୁଳପତି କେଉଁ ପରିସ୍ଥିତିରେ ଇସ୍ତଫା ଦେଲେ ତାହା ତଦନ୍ତ ସାପେକ୍ଷ। କୁଳପତିଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି। କୁଳପତି ବିଶ୍ୱବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିଥାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story