ହାଣ୍ଡିଶାଳ ଉପରେ ଚଡ଼କ: ପୁଣି ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ:ବଢିଲା ଗ୍ୟାସ୍‌ ଦର ।  ସବ୍‌ସିଡ୍‌ ଏଲପିଜି ଗ୍ୟାସ ଉପରେ ସିଲିଣ୍ଡର(୧୪.୨ଲିଟର) ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି କିରୋସିନି ଲିଟର ପିଛା ୨୬ ପଇସା ବୃଦ୍ଧି କରାଯାଇଛି। ଏବେ ୧୪.୨ ଲିଟର ସିଲିଣ୍ଡର ଉପରେ ସବସିଡ୍‌ ଦର ୪୫୯ ଟଙ୍କା ରହିଛି। ସେହିପରି  କିରୋସିନି ଲିଟର ପିଛା ୧୯.୫ ଟଙ୍କା ରହଛି। ତୈଳ କମ୍ପାନୀ ଗୁଡ଼ିକ ଶେଷଥର ପାଇଁ ଗତ ଏପ୍ରିଲ ୧ ତାରିଖରେ ଗ୍ୟାସ୍‌ ଦର ବୃଦ୍ଧି କରିଥିଲେ।  ସେତେବେଳେ ୧୪.୨ ଲିଟର […]

gas-1

gas-1

Rakesh Mallick
  • Published: Monday, 01 May 2017
  • Updated: 02 May 2017, 03:29 PM IST

Sports

Latest News

ନୂଆଦିଲ୍ଲୀ:ବଢିଲା ଗ୍ୟାସ୍‌ ଦର ।  ସବ୍‌ସିଡ୍‌ ଏଲପିଜି ଗ୍ୟାସ ଉପରେ ସିଲିଣ୍ଡର(୧୪.୨ଲିଟର) ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି କିରୋସିନି ଲିଟର ପିଛା ୨୬ ପଇସା ବୃଦ୍ଧି କରାଯାଇଛି। ଏବେ ୧୪.୨ ଲିଟର ସିଲିଣ୍ଡର ଉପରେ ସବସିଡ୍‌ ଦର ୪୫୯ ଟଙ୍କା ରହିଛି। ସେହିପରି  କିରୋସିନି ଲିଟର ପିଛା ୧୯.୫ ଟଙ୍କା ରହଛି। ତୈଳ କମ୍ପାନୀ ଗୁଡ଼ିକ ଶେଷଥର ପାଇଁ ଗତ ଏପ୍ରିଲ ୧ ତାରିଖରେ ଗ୍ୟାସ୍‌ ଦର ବୃଦ୍ଧି କରିଥିଲେ।  ସେତେବେଳେ ୧୪.୨ ଲିଟର ସିଲିଣ୍ଡର ଉପରେ ୫.୫୭ରୁ ୪୪୦.୯୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story