ଡି’ ବ୍ରଦର୍ସ ମାମଲା: ଦୀପୁ ଓ ଓମ୍‌ ହତ୍ୟାରେ ବ୍ୟବହୃତ କାର ଜବତ

କଟକ: ଡି’ ବ୍ରଦର୍ସଙ୍କ ଗୁମର ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। ଦୀପୁ ଓ ଓମ୍‌ ହତ୍ୟାକାଣ୍ଡର ଏକ ବଡ ସୁରାକ ପୋଲିସ ହାତରେ ଲାଗିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଏକ କାର ସମ୍ବଲପୁରରୁ ପୋଲିସ ଜବତ କରିଛି। ଦୀପୁ ଓ ଓମ୍‌କୁ ହତ୍ୟା କରାଯିବା ପରେ ଏହି କାରରେ ଝାରଖଣ୍ଡ ନିଆଯାଇ ମୃତଦେହ ନଷ୍ଟ କରାଯାଇଥିଲା। କାରଟି ସୁଶୀଲ ନାଁରେ ରହିଥିଲା। ତେବେ ହତ୍ୟା ପରେ କାରଟିକୁ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦିଆ ଯାଇଥିଲା। […]

car

car

Rakesh Mallick
  • Published: Wednesday, 24 February 2016
  • Updated: 24 February 2016, 01:28 PM IST

କଟକ: ଡି’ ବ୍ରଦର୍ସଙ୍କ ଗୁମର ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। ଦୀପୁ ଓ ଓମ୍‌ ହତ୍ୟାକାଣ୍ଡର ଏକ ବଡ ସୁରାକ ପୋଲିସ ହାତରେ ଲାଗିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଏକ କାର ସମ୍ବଲପୁରରୁ ପୋଲିସ ଜବତ କରିଛି। ଦୀପୁ ଓ ଓମ୍‌କୁ ହତ୍ୟା କରାଯିବା ପରେ ଏହି କାରରେ ଝାରଖଣ୍ଡ ନିଆଯାଇ ମୃତଦେହ ନଷ୍ଟ କରାଯାଇଥିଲା। କାରଟି ସୁଶୀଲ ନାଁରେ ରହିଥିଲା। ତେବେ ହତ୍ୟା ପରେ କାରଟିକୁ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦିଆ ଯାଇଥିଲା। ଅନ୍ୟପକ୍ଷରେ ଝାରଖଣ୍ଡରେ ତଦନ୍ତ କରୁଥିବା କମିଶନରେଟ୍‌ ପୋଲିସର ଏକ ଟିମ୍‌କୁ ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି।  ସେହିପରି ମାଲଗୋଦାମ ଡାଲି ବ୍ୟବସାୟୀ ଶେଖ୍‌ ଫାରୁକ ହତ୍ୟା ମାମଲାରେ ପୋଲିସ ଆଜି ଦୁଇଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିବା ପୋଲିସ କମିଶନର ୱାଇ.ବି.ଖୁରାନିଆ କହିଛନ୍ତି।

ଡି’ ବ୍ରଦର୍ସଙ୍କୁ ହ୍ୟାଣ୍ଡକଫ ପକାଇବାକୁ କୋର୍ଟ ଅନୁମତି ଦେଇଛନ୍ତି, କିନ୍ତୁ ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି। ତଦନ୍ତ ଲାଗି ଡି’ ବ୍ରଦର୍ସଙ୍କୁ ବାହାରକୁ ନେବା ବେଳେ ହ୍ୟାଣ୍ଡକଫ ପକାଯାଇ ପାରିବ ବୋଲି କୋର୍ଟ କହିଛନ୍ତି।

ଆଜି ପୋଲିସ ୪ର୍ଥ ପର୍ଯ୍ୟାୟରେ ୫ ଦିନ ଲାଗି ଡି’ ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇଛି। ଦୁଇଭାଇଙ୍କ ସହ ଓମ୍‌ ହତ୍ୟାରେ ସମ୍ପୃକ୍ତ ତାଙ୍କ ସହଯୋଗୀ ଦେବାଶିଷ କରଙ୍କୁ ମଧ୍ୟ ପୋଲିସ ରିମାଣ୍ଡରେ ନେଇଛି। ଓମ୍‌ ହତ୍ୟା ସମ୍ପର୍କରେ ଅଧିକ ପଚରାଉଚରା ଲାଗି କମିଶନରେଟ ପୋଲିସ ରିମାଣ୍ଡ ଆବେଦନ କରିଥିଲା।

ଅନ୍ୟପକ୍ଷରେ ଡି’ ବ୍ରଦର୍ସଙ୍କଠାରୁ ଜବତ ହୋଇଥିବା ଡାଏରୀ ସମ୍ପର୍କରେ କିଛି ତଥ୍ୟ ଏପର୍ଯ୍ୟନ୍ତ ପଦାକୁ ଆସିନି। ଡାଏରୀରେ କିଛି ପୂର୍ବତନ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ନାଁ ଥିବା ଶୁଣିବାକୁ ମିଳୁଛି। ପୂର୍ବତନ ସାଂସଦ ଅନାଦି ସାହୁ ପୂର୍ବତନ ଡିଜି ମାରିକଙ୍କୁ ଟାର୍ଗେଟ କରିବା ପରେ ଡାଏରୀ ଖୋଲାଯିବ ବୋଲି ଆଶା କରାଯାଉଛି।

ପୂର୍ବତନ ପୋଲିସ ଡିଜି ମାରିକଙ୍କ ତତ୍‌କାଳୀନ ଷ୍ଟେନୋ ରବୀନ୍ଦ୍ର ସେଠୀ କୋର୍ଟରେ ଧଳସାମନ୍ତ ବ୍ରଦର୍ସଙ୍କୁ ଭେଟିବା ଘଟଣାରେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ପୋଲିସ କମିଶନର ରିପୋର୍ଟ ମାଗିଛନ୍ତି। ରବୀନ୍ଦ୍ରଙ୍କ ମାଧ୍ୟମରେ ମାରିକ ଡି’ ବ୍ରଦର୍ସଙ୍କଠାରୁ ୭ କୋଟି ଟଙ୍କା ନେଇଥିବା ଗତକାଲି ଅନାଦି ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story