ଧଳସାମନ୍ତ ଭ୍ରାତାଙ୍କ ବିଶାଖାପାଟଣା ଘରୁ ମିଳିଲା ନିଖୋଜ ଦୀପୁର ଡ୍ରାଇଭିଂ ଲାଇସେନ୍ସ ଓ ଫଟୋ

ଭୁବନେଶ୍ୱର: ଗିରଫ ଟେଣ୍ଡର ମାଫିଆ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ବିଶାଖାପାଟଣା ଘରୁ ମିଳିଲା ନିଖୋଜ ଦୀପୁ ମଲ୍ଲିକର ଡ୍ରାଇଭିଂ ଲାଇସେନ୍ସ ଓ ଫଟୋ। ଫଳରେ କମିଶନରେଟ୍ ପୋଲିସର ତଦନ୍ତ ଧାରାରେ ଆଉ ଏକ ନୂଆ ମୋଡ଼ ଆସିଯାଇଛି। କାରଣ ଏକଦା ଧଳସାମନ୍ତ ଭ୍ରାତାଙ୍କ ପାଇଁ କାମ କରୁଥିବା ଦୀପୁ ହଠାତ୍ ନିଖୋଜ ହେବା ନେଇ ତାଙ୍କ ବାପା ଅଦୈତ୍ୟ ମଲ୍ଲିକ ଥାନାରେ ଏତଲା ରୁଜୁ କରିଥିଲେ ଓ ଏ ନେଇ କୋର୍ଟରେ ତାଙ୍କ ବୟାନ […]

vishakapatana

vishakapatana

Rakesh Mallick
  • Published: Friday, 05 February 2016
  • Updated: 05 February 2016, 02:40 PM IST

Sports

Latest News

ଭୁବନେଶ୍ୱର: ଗିରଫ ଟେଣ୍ଡର ମାଫିଆ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ବିଶାଖାପାଟଣା ଘରୁ ମିଳିଲା ନିଖୋଜ ଦୀପୁ ମଲ୍ଲିକର ଡ୍ରାଇଭିଂ ଲାଇସେନ୍ସ ଓ ଫଟୋ। ଫଳରେ କମିଶନରେଟ୍ ପୋଲିସର ତଦନ୍ତ ଧାରାରେ ଆଉ ଏକ ନୂଆ ମୋଡ଼ ଆସିଯାଇଛି। କାରଣ ଏକଦା ଧଳସାମନ୍ତ ଭ୍ରାତାଙ୍କ ପାଇଁ କାମ କରୁଥିବା ଦୀପୁ ହଠାତ୍ ନିଖୋଜ ହେବା ନେଇ ତାଙ୍କ ବାପା ଅଦୈତ୍ୟ ମଲ୍ଲିକ ଥାନାରେ ଏତଲା ରୁଜୁ କରିଥିଲେ ଓ ଏ ନେଇ କୋର୍ଟରେ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଦୀପ ଏବଂ ଓମଙ୍କ ରହସ୍ୟଜନକ ନିଖୋଜ ପଛରେ ଧଳସାମନ୍ତ ଭ୍ରାତାଙ୍କ ହାତ ରହିଥିବା ଅଦୈତ୍ୟ ତାଙ୍କ ବୟାନରେ କହିଥିଲେ।

ଦୀପୁ ମଲ୍ଲିକର ଡ୍ରାଇଭିଂ ଲାଇସେନ୍ସ ଓ ଫଟୋ ସହିତ କମିଶନରେଟ୍ ପୋଲିସ୍ ଧଳସାମନ୍ତ ଭ୍ରାତାଙ୍କ ବିଶାଖାପାଟଣା ସ୍ଥିତ ଘରୁ ଗୋଟିଏ ବନ୍ଧୁକ ଓ ୩୫ଟି ଗୁଳି ବି ଜବତ କରିଛି। ତା’ସହିତ ଗୋଟିଏ କଂପ୍ୟୁଟର ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ପୋଲିସ୍ ହାତରେ ଲାଗିଛି।

ବିଶାଖାପାଟଣାର ଏକ କୋର୍ଟଙ୍କ ଅନୁମତି ପରେ କମିଶନରେଟ୍ ପୋଲିସ୍ ଆଜି ସେଠାରେ ରେଡ୍ କରିଥିଲା। ସ୍ଥାନୀୟ ପୋଲିସ୍ ଓ ୨ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ୍ ଧଳସାମନ୍ତ ଭ୍ରାତାଙ୍କ ଘରର ତାଲା ଭାଙ୍ଗି ଖାନତଲାସି କରିଥିଲା।

ସେହିପରି ବିଶାଖାପାଟଣା ଘରୁ ପୋଲିସକୁ ମେଟାଲ୍ ଇଣ୍ଡିକେଟ୍ ପ୍ରାଇଭେଟ ଲିମିଟେଡ଼ ସହିତ ମନୋଜ ପଟ୍ଟନାୟକ ନାଁରେ ଭିଜିଟିଂ କାର୍ଡ ମିଳିଛି। ଭିଜିଟିଂ କାର୍ଡରେ ମୋବାଇଲ ନମ୍ବର ରହିଛି।

ଭାଇଜାଭ୍ ପରେ ଏବେ ପୋଲିସର ନଜର ଦିଲ୍ଲୀ, ମୁମ୍ବାଇ, କୋଲକୋତା, ଗୋଆ ଓ ଗୋହାଟି ଉପରେ ରହିଛି। ଏଠାରେ ବି ଡି’ ବ୍ରଦର୍ସଙ୍କ ଲିଙ୍କ ଥିବା ପୋଲିସ ସନ୍ଦେହ କରୁଛି।

ଦୀପୁ କିଏ ?

ବିଶାଖାପାଟଣା ଭଡା ଘରୁ ପୋଲିସକୁ ଯାଞ୍ଚ ବେଳେ ମିଳିଛି ଦୀପୁ ମଲ୍ଲିକର ଫଟୋ ଓ ଡ୍ରାଇଭିଂ ଲାଇସେନ୍ସ। ଦୀପର ନିଖୋଜ ପଛରେ ଡି’ ବ୍ରଦର୍ସଙ୍କର ହାତ ଥିବା ଅଭିଯୋଗ ରହିଛି।

ଏକଦା ଡି’ ବ୍ରଦର୍ସଙ୍କର ଏକାନ୍ତ ଘନିଷ୍ଠ ଥିଲା ଦୀପୁ। ଦୁଇ ଭାଇଙ୍କ ଅପରାଧ ସାମ୍ରାଜ୍ୟ ବଢାଇବାରେ ଦୀପୁର ଥିବା ବହୁତ ଅବଦାନ। ୨୦୦୦ରୁ ୨୦୧୩ ପର୍ଯ୍ୟନ୍ତ ଦୀପୁ ଡି’ ବ୍ରଦର୍ସଙ୍କ ପାଇଁ ସାର୍ପ ସୁଟର ଭାବେ କାମ କରୁଥିଲା। ହେଲେ ୨୦୧୩ ହଠାତ୍ ଦୀପୁ ନିଖୋଜ ହୋଇଯାଇଥିଲା। ଧଳସାମନ୍ତ ଭ୍ରାତା ଦୀପୁକୁ ହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଡି’ ବ୍ରଦର୍ସ ସୁଶାନ୍ତ ଓ ସୁଶୀଲଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା।

ଦୀପୁର ଫଟୋ ଓ ଡ୍ରାଇଭିଂ ଲାଇସେନ୍ସ ମିଳିବା ପରେ ଦୀପୁକୁ କ’ଣ ଦୁଇଭାଇ ଭାଇଜାଗ ନେଇଥିଲେ ତାହା ଏବେ ନୂଆ ପ୍ରଶ୍ନ ଛିଡା କରିଛି। ଯଦି ସେଠାକୁ ନେଇଥିଲେ ତେବେ ଦୀପୁକୁ ବନ୍ଦି କରିଥିଲେ ନା ହତ୍ୟା କରିଛନ୍ତି। ଯଦି ହତ୍ୟା କରି ନାହାନ୍ତି ତେବେ ଦୀପୁ କୁଆଡେ ଗଲା ତାହାର ତଦନ୍ତ ଚଳାଇଛି କମିଶନରେଟ ପୋଲିସ।

ସୂଚନାଯୋଗ୍ୟ, ଧଳସାମନ୍ତ ଭ୍ରାତାଙ୍କ କଟକ ସ୍ଥିତ ବାସଭବନ ଓ ଭୁବନେଶ୍ୱର ସ୍ଥିତ ଭଡ଼ା ଘରୁ ୧୦ଟି ବନ୍ଧୁକ ଜବତ କରାଯାଇଥିଲା। ଏଗୁଡ଼ିକ ମଧ୍ୟରେ ସେନାରେ ବ୍ୟବହୃତ ଏକ କାର୍ବାଇନ୍ ବନ୍ଧୁକ ମଧ୍ୟ ରହିଥିଲା। ସେହିପରି ପୋଲିସ୍ ଦେଢ଼ ଶହରୁ ଅଧିକ ବିଭିନ୍ନ ପ୍ରକାର ଗୁଳି ମଧ୍ୟ ଜବତ କରାଯାଇଥିଲା।

ବିଶାଖାପାଟଣା ଘରେ ସୁଶାନ୍ତ ଧଳସାମନ୍ତ ଅନେକ ସମୟରେ ରହୁଥିବା ପୋଲିସକୁ ସୂଚନା ମିଳିଥିଲା। ବିହାର ମୁଙ୍ଗେରରୁ ଡି’ ବ୍ରଦର୍ସ  ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଣୁଥିବା ଜଣାପଡିଛି। ଗତକାଲି ଜେରା ବେଳେ ଏହି ତଥ୍ୟ  ବଡ ଭାଇ ସୁଶାନ୍ତ ଧଳସାମନ୍ତ ଦେଇଛି। ସୁଶାନ୍ତଙ୍କ ତଥ୍ୟ ଅନୁଯାୟୀ ସେମାନେ ବିହାରର ମୁଙ୍ଗେର ଯାଇ ସେଠାରେ ବନ୍ଧୁକ ତିଆରି ହେଉଥିବା ଗାଁକୁ ଯାଉଥିଲେ। ସେଠାରେ ବନ୍ଧୁକ କିଣିବା ପାଇଁ ବଇନା ଦିଆଯାଉଥିଲା। ପରବର୍ତ୍ତୀ ସମୟରେ କଟକରେ ତାଙ୍କୁ ବନ୍ଧୁକ ଯୋଗାଇ ଦିଆଯାଉଥିଲା। ଏହି ସବୁ ଅତ୍ୟାଧୁନିକ ବନ୍ଧୁକକୁ ସେମାନେ ନିଜ ପାଇଁ ବ୍ୟବହାର କରିବା ସହ ବ୍ୟବସାୟ କରୁଥିବା ଆଶଙ୍କା କରାଯାଉଛି। ସେହିପରି ସିଏମସିରେ  ନିୟୋଜିତ ରାମକୀ ସଂସ୍ଥା ପାଇଁ ମଧ୍ୟ ଧଳସାମନ୍ତ ବ୍ରଦର୍ସ ଟେଣ୍ଡର ଫିକସିଂ ଜେରାରୁ ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story