ଡି’ ବ୍ରଦର୍ସଙ୍କ ଆଉ ତିନି ସହଯୋଗୀ ଗିରଫ; ୪ ପିସ୍ତଲ, ୧୦ ଗୁଳି ଜବତ

କଟକ: ଡି’ ବ୍ରଦର୍ସଙ୍କ ଆଉ ତିନି ଜଣ ସହଯୋଗୀଙ୍କୁ ଆଜି କମିଶନରେଟ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଶେଖ ବଜାର ଅଞ୍ଚଳର ବାବୁଆ ଓରଫ ପ୍ରକାଶ ବେହେରା, ଟୁଟୁ ଓରଫ ଦେବେନ୍ଦ୍ର ବେହେରା ଓ ଗଣ୍ଡରପୁର ଅଞ୍ଚଳର ନନ୍ଦ ଓରଫ ସମୀରକାନ୍ତ ଶର୍ମା। ସେମାନଙ୍କ ପାଖରୁ ୪ଟି ପିସ୍ତଲ, ୧୦ଟି ଅଫୁଟା ଗୁଳି, ଗୋଟିଏ ବାଇକ୍‌ ଓ ୩ଟି ମୋବାଇଲ ଜବତ କରାଯାଇଛି। ଜବତ ହୋଇଥିବା ପିସ୍ତଲ ମଧ୍ୟରେ ୩ଟି ୯ଏମ୍‌ଏମ୍‌ ଓ ଗୋଟିଏ ୭.୬୫ଏମ୍‌ଏମ୍‌ […]

d-brothers

d-brothers

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 02:11 PM IST

Sports

Latest News

କଟକ: ଡି’ ବ୍ରଦର୍ସଙ୍କ ଆଉ ତିନି ଜଣ ସହଯୋଗୀଙ୍କୁ ଆଜି କମିଶନରେଟ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଶେଖ ବଜାର ଅଞ୍ଚଳର ବାବୁଆ ଓରଫ ପ୍ରକାଶ ବେହେରା, ଟୁଟୁ ଓରଫ ଦେବେନ୍ଦ୍ର ବେହେରା ଓ ଗଣ୍ଡରପୁର ଅଞ୍ଚଳର ନନ୍ଦ ଓରଫ ସମୀରକାନ୍ତ ଶର୍ମା। ସେମାନଙ୍କ ପାଖରୁ ୪ଟି ପିସ୍ତଲ, ୧୦ଟି ଅଫୁଟା ଗୁଳି, ଗୋଟିଏ ବାଇକ୍‌ ଓ ୩ଟି ମୋବାଇଲ ଜବତ କରାଯାଇଛି। ଜବତ ହୋଇଥିବା ପିସ୍ତଲ ମଧ୍ୟରେ ୩ଟି ୯ଏମ୍‌ଏମ୍‌ ଓ ଗୋଟିଏ ୭.୬୫ଏମ୍‌ଏମ୍‌ ପିସ୍ତଲ ରହିଛି। ଗିରଫ ପ୍ରକାଶ ଦୀର୍ଘ ଦିନ ହେବ ଡି’ବ୍ରଦର୍ସଙ୍କ ବନ୍ଧୁକ କରାବାର କଥା ବୁଝୁଥିଲା ବୋଲି ପୋଲିସ୍ କହିଛି। ସେ ବିହାରର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣି ଡି’ବ୍ରଦର୍ସଙ୍କୁ ଯୋଗାଇବା ସହ ନିଜେ ମଧ୍ୟ ବ୍ୟବହାର କରୁଥିଲା। ଟୁଟୁ ଓ ନନ୍ଦ ମଧ୍ୟ ତା’ଠାରୁ ବନ୍ଧୁକ ଆଣି ଅପରାଧ ଘଟାଉଥିବା ପୋଲିସ୍ ଜାଣିବାକୁ ପାଇଥିଲା। ଏହି ତିନି ଜଣଙ୍କ ଗିରଫଦାରୀ ସହିତ ଡି’ ବ୍ରଦର୍ସଙ୍କ ଲିଙ୍କ୍ ଅଭିଯୋଗରେ ଗିରଫଙ୍କ ସଂଖ୍ୟା ୧୮ରେ ପହଞ୍ଚି ଯାଇଛି।

କଟକ ଡିସିପି ସଂଜୀବ ଆରୋରା କହିଛନ୍ତି ଯେ ଧଳସାମନ୍ତ ଭ୍ରାତାଙ୍କ ସଂପର୍କରେ ଖୋଳତାଡ଼ କରିବା ବେଳେ ବାବୁଆ ଓରଫ ପ୍ରକାଶ ବେହେରା ସଂପର୍କରେ  ସୂଚନା ମିଳିଥିଲା। ତା’ପରେ ତା’ ଉପରେ ନଜର ରଖାଯାଇଥିଲା। ତାକୁ ଗିରଫ କରାଯିବା ବେଳେ ତା’ଠାରୁ ୨ଟି ୯ ଏମ୍‌ଏମ୍ ପିସ୍ତଲ ସହିତ ୧୦ଟି ଗୁଳି ଜବତ କରାଯାଇଥିଲା। ସେ ଜଣେ ପୁରୁଖା ଆର୍ମସ ଡିଲର୍। ସେ ଧଳସାମନ୍ତ ଭ୍ରାତାଙ୍କୁ ବନ୍ଧୁକ ଯୋଗାଉଥିଲା। ପୂର୍ବରୁ ବି ସେ ଏକାଧିକ ଥର ଚୋରା ବନ୍ଧୁକ ମାମଲାରେ ଜେଲ୍ ଯାଇ ସାରିଛି। ତା’ ବ୍ୟତୀତ ଆଉ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ବି ଦୁଇଟି ବନ୍ଧୁକ ଜବତ କରାଯାଇଛି।

ଦିନ ଗଡିବା ସହ ଡି’ ବ୍ରଦର୍ସଙ୍କ ସମ୍ପର୍କରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। କେବଳ ଦାଦାବଟି, ହତ୍ୟା କି ଟେଣ୍ଡର ଫିକ୍ସିଂ ନୁହେଁ କଟକରେ ବିଭିନ୍ନ କିସମର ଜମି ହାତେଇଥିବା ଠିକ୍ ଦିନକ ଆଗରୁ ଜଣାପଡିଛି। କଟକରେ ଏ ଦୁଇ ଭାଇଙ୍କର ୨୫ ଏକର ଜମି ଠାବ କରାଯାଇଛି। ବିଡ଼ାନାସୀ ଅଞ୍ଚଳରେ ସେମାନଙ୍କର ୪ ହଜାର ବର୍ଗଫୁଟର ପ୍ଲଟ୍, ବିଦ୍ୟାଧରପୁର ଅଞ୍ଚଳରେ ୧୫ ଏକର ଘରବାରି ପ୍ଲଟ୍ ଓ ସଦର ଥାନା ଟାଙ୍ଗରହୁଡ଼ା ଅଞ୍ଚଳରେ ୧୦ ଏକର ଜମି କମିଶନରେଟ୍ ପୋଲିସ୍ ଠାବ କରିଛି। ଜମିଗୁଡ଼ିକ ଧଳସାମନ୍ତ ଭ୍ରାତା ତଥା ତାଙ୍କ କମ୍ପାନୀ ଓ ସମ୍ପର୍କୀୟଙ୍କ ନାମରେ ରହିଛି। ଦୁଇଭାଇ କିପରି ସମ୍ପତ୍ତି ଠୁଳ କରୁଥିଲେ ତା’ ଉପରେ କମିଶନରେଟ୍ ପୋଲିସ୍ ଅନୁସନ୍ଧାନ ଆରମ୍ଭ କରିଦେଇଛି।

ଅନ୍ୟପକ୍ଷରେ ଧଳସାମନ୍ତ ଭ୍ରାତାଙ୍କ ନାଁରେ ଆଉ ୪ଟି ନୂଆ ମାମଲା କମିଶନରେଟ୍ ପୋଲିସ୍  ଦାୟର କରିଛି। ପୂର୍ବରୁ ଓମ୍, ଦୀପୁ ହତ୍ୟା ମାମଲା  ଓ ନକଲି ଟଙ୍କା ରଖିଥିବା ନେଇ ଧଳସାମନ୍ତ ଭ୍ରାତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏବେ ଚାଉଳିଆଗଞ୍ଜ ଥାନାରେ ବେଆଇନ ଅସ୍ତ୍ରଶସ୍ତ୍ର ମାମଲା, ଲାଲବାଗ୍ ଥାନାରେ ନକଲି ପରିଚୟପତ୍ର ମାମଲା, ମର୍କତନଗର ଥାନାରେ ଜାଲ କାଗଜପତ୍ର ଓ ଅବକାରୀ ଆଇନ ଅନୁଯାୟୀ ମୋଟ ୪ଟି ମାମଲା ଦାୟର କରିଛି।

ବୁଧବାର ଦୁଇଭାଇଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସିଡିଏସ୍ଥିତ ଘରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମିଳିବା ମାମଲାରେ ସାନ ଭାଇ ସୁଶୀଲ ଓ ଏକାଧିକ ୱାରେଣ୍ଟ ଫାଙ୍କିବା ମାମଲାରେ ବଡ଼ଭାଇ ସୁଶାନ୍ତ ଧଳସାମନ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story