ଡି’ ଲିଙ୍କ୍: ବିଜେପିରୁ ଦେବାଶିଷ ଘୋଷ ନିଲମ୍ବିତ

କଟକ/ଭୁବନେଶ୍ୱର: ଡି’ ଲିଙ୍କ୍ ଅଭିଯୋଗରେ ପୋଲିସ୍ ଜେରା ପରେ କଟକ ନଗର ଯୁବକ ସଂଘ ସଭାପତି ଦେବାଶିଷ ଘୋଷ ବିଜେପିରୁ ନିଲମ୍ବିତ ହୋଇଛନ୍ତି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ରାଜ୍ୟ ସଭାପତି ତାଙ୍କୁ ନିଲମ୍ବନ କରିଥିବା ଆଜି ଏକ ପ୍ରେସ୍‌ ରିଲିଜ ମାଧ୍ୟମରେ ଦଳର ସଂଗଠନ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି। ଶାରଦା କହିଛନ୍ତି, “ଅପରାଧିକ ସମ୍ପର୍କ ଥିବା କାରଣରୁ ପୋଲିସ୍ ଦେବାଶିଷଙ୍କୁ ଜେରା କଲା। ଏ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେଲା, ଯାହା […]

debashish

debashish

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 05:33 PM IST

କଟକ/ଭୁବନେଶ୍ୱର: ଡି’ ଲିଙ୍କ୍ ଅଭିଯୋଗରେ ପୋଲିସ୍ ଜେରା ପରେ କଟକ ନଗର ଯୁବକ ସଂଘ ସଭାପତି ଦେବାଶିଷ ଘୋଷ ବିଜେପିରୁ ନିଲମ୍ବିତ ହୋଇଛନ୍ତି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ରାଜ୍ୟ ସଭାପତି ତାଙ୍କୁ ନିଲମ୍ବନ କରିଥିବା ଆଜି ଏକ ପ୍ରେସ୍‌ ରିଲିଜ ମାଧ୍ୟମରେ ଦଳର ସଂଗଠନ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି।

ଶାରଦା କହିଛନ୍ତି, “ଅପରାଧିକ ସମ୍ପର୍କ ଥିବା କାରଣରୁ ପୋଲିସ୍ ଦେବାଶିଷଙ୍କୁ ଜେରା କଲା। ଏ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେଲା, ଯାହା ବିଜେପିର ନୀତି ଓ ଆଦର୍ଶର ବିରୁଦ୍ଧାଚରଣ କରୁଛି। ତେଣୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି।”

ଦେବାଶିଷ କହିଛନ୍ତି,“ଦଳର ନିଷ୍ପତ୍ତିକୁ ମୁଁ ଗ୍ରହଣ କରୁଛି। ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ। ମୁଁ ନିର୍ଦୋଷ। ଆଗାମୀ ଦିନରେ ସତ ପଦାକୁ ଆସିବ। ସେ ପର୍ଯ୍ୟନ୍ତ ମୁଁ ରାଜନୀତିରୁ ଦୂରେଇ ରହିବି।“

ଡି’ ଲିଙ୍କ୍ ନେଇ ଦୁଇ ଦିନ ତଳେ ଦେବାଶିଷଙ୍କୁ ପୋଲିସ୍ ଜେରା କରିଥିଲା। ତାଙ୍କୁ ଦୁଇ ଥର ଜେରା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story