ଅପପୁଷ୍ଟିର ଇଲାକା ନଗଡ଼ାକୁ ଚାଲିଲା ବସ୍

ଯାଜପୁର: ଅପପୁଷ୍ଟିର ଇଲାକା ଯାଜପୁରର ଜିଲ୍ଲାର ନଗଡ଼ାକୁ ଗଡ଼ିଲା ସରକାରୀ ବସ୍। ଆଜି ଯାଜପୁରର ଦାନଗଦିରେ ଏହି ବସ୍ ଚଳାଚଳକୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏବଂ ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡାଇ ଶୁଭାରମ୍ଭ କରିଥିଲେ। ଏହି ବସ୍‌ଟି ପ୍ରତିଦିନ କାଳିଆପାଣି ଖଣି ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ଜିଲ୍ଲାର ବ୍ୟାସନଗର, ପାଣିକୋଇଲି, କୁଆଖିଆ, ଜାରକା ଏବଂ ଚଣ୍ଡିଖୋଲକୁ ଯାତାୟତ କରିବ। ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି,“ଆଜିଠାରୁ ନଗଡ଼ାକୁ ସରକାରୀ ବସ୍‌ ଚାଲିଲା। ଅପହଞ୍ଚ ଜିଲ୍ଲା […]

nagada

nagada

Rakesh Mallick
  • Published: Friday, 11 August 2017
  • Updated: 11 August 2017, 03:22 PM IST

ଯାଜପୁର: ଅପପୁଷ୍ଟିର ଇଲାକା ଯାଜପୁରର ଜିଲ୍ଲାର ନଗଡ଼ାକୁ ଗଡ଼ିଲା ସରକାରୀ ବସ୍। ଆଜି ଯାଜପୁରର ଦାନଗଦିରେ ଏହି ବସ୍ ଚଳାଚଳକୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏବଂ ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡାଇ ଶୁଭାରମ୍ଭ କରିଥିଲେ। ଏହି ବସ୍‌ଟି ପ୍ରତିଦିନ କାଳିଆପାଣି ଖଣି ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳ ସହ ଜିଲ୍ଲାର ବ୍ୟାସନଗର, ପାଣିକୋଇଲି, କୁଆଖିଆ, ଜାରକା ଏବଂ ଚଣ୍ଡିଖୋଲକୁ ଯାତାୟତ କରିବ।

ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି,“ଆଜିଠାରୁ ନଗଡ଼ାକୁ ସରକାରୀ ବସ୍‌ ଚାଲିଲା। ଅପହଞ୍ଚ ଜିଲ୍ଲା କୁହାଯାଉଥିବା ନଗଡ଼ାକୁ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ତିଆରି କରାଯାଇଛି।  କେବଳ ନଗଡ଼ା ନହେଁ ଜିଲ୍ଲାର ସମଗ୍ର ଅଞ୍ଚଳ ସହ କିପରି ଯୋଗାଯୋଗ ହୋଇପାରିବ ସେଥିପାଇଁ ବ୍ୟବସ୍ଥା କରାଯାଉଛି।  ବସ୍ ଚଳାଚଳ ଯୋଗୁ ଏବେ ନଗଡ଼ାବାସୀ ସବୁଆଡ଼କୁ ଯାଇପାରିବେ। ସେମାନେ ଉତ୍ପାଦନ କରୁଥିବା ସାମଗ୍ରୀ ବାହାରେ ବିକ୍ର କରିପାରିବେ। ଅନେକ ଜିନିଷ ଶିଖି ପାରିବେ। ନୂଆ ଜିନିଷ ଜାଣିପାରିବେ ଓ ନିଜର ସମସ୍ୟା ଦୂର କରିପାରିବେ।”

ଗତବର୍ଷ ଅପପୁଷ୍ଟି କାରଣରୁ ନଗଡାରେ ୧୯ ଜଣ ଶିଶୁଙ୍କ ପ୍ରାଣହାନି ହୋଇଥିଲା। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବା ପରେ ଏହାର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିଲେ। ତଥାପି ଶିଶୁଙ୍କ ଉପରେ ଏବେବି ମୃତ୍ୟୁର କଳା ବାଦଲ ଘୂରିବୁଲୁଛି।

ନଗଡ଼ାକୁ ଲୋକଲୋଚନକୁ ଆଣିଥିବା ଦୁଇ ବର୍ଷର ଝିଅ ମାନସୀର କିଛି ଦିନ ତଳେ ମୃତ୍ୟୁ ହୋଇଥିଲା। ମାନସୀ ଅପପୃଷ୍ଟି ରୋଗରେ ଶିକାର ଚିକିତ୍ସାଧୀନ ଥିଲା।।

  ଅଧିକ ଖବର -ଜୀବନ ଯୁଦ୍ଧରେ ହାରିଗଲା ନଗଡ଼ାର ପୋଷ୍ଟର ଗାର୍ଲ: ମ୍ୟାଲେରିଆରେ ଆଖି ବୁଜିଲା ମାନସୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story