ରଥଯାତ୍ରା ନୀତି ଶୃଙ୍ଖଳିତ କରିବାକୁ ଦଇତାପତିଙ୍କୁ ୨ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି ସରକାର

ଭୁବନେଶ୍ୱର: ଟଙ୍କା ଦେଇ ଶ୍ରୀମନ୍ଦିର ସେବାୟତମାନଙ୍କୁ ସରକାର ମନାଇବାକୁ ଚେଷ୍ଟା କରନ୍ତି ବୋଲି ‘ଓଟିଭି’ ହାତରେ ଲାଗିଥିବା ଏକ ଦସ୍ତାବିଜ୍‌ରୁ ପ୍ରମାଣିତ ହୋଇଛି। ‘ଓଟିଭି’ର ହସ୍ତଗତ ହୋଇଥିବା ଏକ ସରକାରୀ ଚିଠିରୁ ଜଣାପଡ଼ିଛି ଯେ ୨୦୧୫ରେ ରଥ ଉପରକୁ ଭକ୍ତ ନଚଢ଼ିବାର କ୍ଷତିଭରଣା ବାବଦରେ ଦଇତାପତି ନିଯୋଗକୁ ୨ କୋଟି ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୬ ମେ’ ୧୬ରେ ଆଇନ ବିଭାଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଲେଖିଛି। ଏଥିରେ ଦର୍ଶାଯାଇଛି ଯେ ଆପଣଙ୍କ […]

letter

letter

Rakesh Mallick
  • Published: Monday, 25 July 2016
  • Updated: 25 July 2016, 10:08 PM IST

Sports

Latest News

letterଭୁବନେଶ୍ୱର: ଟଙ୍କା ଦେଇ ଶ୍ରୀମନ୍ଦିର ସେବାୟତମାନଙ୍କୁ ସରକାର ମନାଇବାକୁ ଚେଷ୍ଟା କରନ୍ତି ବୋଲି ‘ଓଟିଭି’ ହାତରେ ଲାଗିଥିବା ଏକ ଦସ୍ତାବିଜ୍‌ରୁ ପ୍ରମାଣିତ ହୋଇଛି। ‘ଓଟିଭି’ର ହସ୍ତଗତ ହୋଇଥିବା ଏକ ସରକାରୀ ଚିଠିରୁ ଜଣାପଡ଼ିଛି ଯେ ୨୦୧୫ରେ ରଥ ଉପରକୁ ଭକ୍ତ ନଚଢ଼ିବାର କ୍ଷତିଭରଣା ବାବଦରେ ଦଇତାପତି ନିଯୋଗକୁ ୨ କୋଟି ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୬ ମେ’ ୧୬ରେ ଆଇନ ବିଭାଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଲେଖିଛି। ଏଥିରେ ଦର୍ଶାଯାଇଛି ଯେ ଆପଣଙ୍କ ପ୍ରସ୍ତାବକୁ ସରକାର ଯତ୍ନର ସହିତ ବିଚାର କରିବା ପରେ ୨୦୧୫ରେ ରଥ ଉପରକୁ ଚଢ଼ିବାକୁ ଭକ୍ତମାନଙ୍କୁ ବାରଣ କରାଯାଇଥିବା ଦୃଷ୍ଟିରୁ ଦଇତାପତି ନିଯୋଗକୁ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ନିଜ ପାଣ୍ଠିରୁ ଏହି ଅର୍ଥ ଦଇତାପତି ନିଯୋଗକୁ ଦେବ। ପରେ ରାଜ୍ୟ ସରକାର ରାଜ୍ୟ ରାଜକୋଷରୁ ଏହାର ଭରଣା କରିବେ।

ସବୁଠାରୁ ବଡ଼ କଥା ହେଉଛି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ହାଇକୋର୍ଟ ରଥ ଉପରେ ଭକ୍ତଙ୍କ ଚଢ଼ିବା ଉପରେ ରୋକ ଲଗାଇଥିଲେ। ଏବେ ପ୍ରଶ୍ନ ଉଠୁଛି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ସରକାର ଦଇତାପତିଙ୍କୁ ଏହି ଅର୍ଥ ଦେଇଥିଲେ କି? ଦଇତାପତିମାନେ ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବେ ନାହିଁ ବୋଲି ସରକାରଙ୍କର ଆଶଙ୍କା ଥିଲା କି? ଖାସ୍ ସେଥିପାଇଁ ସେମାନଙ୍କୁ ମନାଇବାକୁ ସରକାର ୨ କୋଟି ଟଙ୍କା ଦେଇଛନ୍ତି କି? ଦଇତାପତିଙ୍କୁ ସରକାରଙ୍କ ଭୟ କାହିଁକି?

ଟଙ୍କା ନେବା ସଂପର୍କରେ ଦଇତାପତି ନିଯୋଗ ସହ ସଂପାଦକ ବିନାୟକ ଦାସମହାପାତ୍ର କହିଛନ୍ତି,“ରଥରେ ଭକ୍ତ ନ ଚଢ଼ିବା ଯୋଗୁଁ ବହୁତ କ୍ଷତି ହୋଇଛି। ତା’ବଦଳରେ ଯେତିକି ଦିଆଯାଇଛି ତାହା ସମୁଦ୍ରକୁ ଶଙ୍ଖେ। ୧୮୦ ଦଇତାପତି ପରିବାର ଅଛନ୍ତି। ପରିବାର ପିଛା ଲକ୍ଷେ ଟଙ୍କା ପଡ଼ିଥିବ। କ୍ଷତିପୂରଣ ଦେବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ।”

ଅନ୍ୟପକ୍ଷରେ ସରକାରଙ୍କ ଏଭଳି ପଦକ୍ଷେପକୁ ଅନେକ ଜଗନ୍ନାଥ ପ୍ରେମୀ ଓ ବୁଦ୍ଧିଜୀବି ସମାଲୋଚନା କରିଛନ୍ତି।

ଜଗନ୍ନାଥ ସଂସ୍କୃତି ବିଶାରଦ ପ୍ରଫୁଲ କୁମାର ରଥ କହିଛନ୍ତି,“ଜଣେ ବ୍ୟକ୍ତି ନିଜ ହାତରୁ ଟଙ୍କା ଖର୍ଚ୍ଚ କଲା ବେଳେ ଯେପରି ପାଞ୍ଚ ଥର ଭାବେ ସେମିତି ସରକାରୀ ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ୧୦ ଥର ଭାବିବା ଉଚିତ୍। ସରକାରଙ୍କର ଭାବିବାର ଥିଲା ଯେ ଏ ଦୁଇ କୋଟି ଟଙ୍କା କ୍ଷତିପୂରଣ ଆମେ କାହିଁକି ଦେବୁ? ଯାହା ଆଇନ ହେଲା ତାହାକୁ ପାଳନ କରିବାକୁ ପୁଣି ଟଙ୍କା କାହିଁକି ଦେବୁ?”

ସେବକ ଦାମୋଦର ପଧାନୀ କହିଛନ୍ତି,“ଗତବର୍ଷର ପଇସା ଏ ବର୍ଷ ଦିଆଯାଇଛି। କିନ୍ତୁ ଏ ବର୍ଷ ବିଶୃଙ୍ଖଳା ସୃଷ୍ଟି ହୋଇଛି। ତେଣୁ ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ୍। ନ ହେଲେ ସେମାନଙ୍କୁ ପଇସା ଦେବାର କୌଣସି ଯଥାର୍ଥତା ନାହିଁ।”

ଏ ସଂପର୍କରେ ଆଇନ ମନ୍ତ୍ରୀ ଅରୁଣ ସାହୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଦଇତାପତିଙ୍କୁ ୨ କୋଟି ଟଙ୍କା ଦିଆଯିବା ସତ୍ତ୍ୱେ ବିଶୃଙ୍ଖଳା କମିନି। ଚଳିତ ବର୍ଷ ଘୋଷଯାତ୍ରା, ଅଧରପଣା ଓ ନୀଳାଦ୍ରିବିଜେ ବେଳେ ବିଭ୍ରାଟ ହୋଇଥିଲା। ଚର୍ଚ୍ଚା ହେଉଛି ଦଇତା ସେବାୟତ ୨ କୋଟି ଟଙ୍କାରେ ସନ୍ତୁଷ୍ଟ ହେଲେ ନି କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story