ଡ଼ାଲି ଗୋଦାମରେ ଚଢାଉକୁ ବ୍ୟବସାୟୀ ସଂଘର ବିରୋଧ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଡ଼ାଲି ଗୋଦାମ ଉପରେ ହେଉଥିବା ଚଢାଉକୁ ବିରୋଧ କରିଛି ରାଜ୍ୟ ବ୍ୟବସାୟୀ ସଂଘ । ଏ ନେଇ ସଂଘ ସଦସ୍ୟମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ବ୍ୟବସ୍ଥିତ ଦରରେ ରାଜ୍ୟରେ କିଭଳି ଡ଼ାଲି ଯୋଗାଇ ଦିଆଯିବ ସେ ନେଇ ମଧ୍ୟ ଅଲୋଚନା କରାଯାଇଛି। ସେହିପରି କଟକ ଚ୍ୟାମ୍ୱର ଅଫ କମର୍ସ ପକ୍ଷରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଡ଼ାଲି ଗୋଦାମ ଉପରେ ହେଉଥିବା ଚଢାଉକୁ ବିରୋଧ କରିଛି। ଚଢାଉ […]

minister

minister

Rakesh Mallick
  • Published: Monday, 26 October 2015
  • Updated: 26 October 2015, 12:28 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଡ଼ାଲି ଗୋଦାମ ଉପରେ ହେଉଥିବା ଚଢାଉକୁ ବିରୋଧ କରିଛି ରାଜ୍ୟ ବ୍ୟବସାୟୀ ସଂଘ । ଏ ନେଇ ସଂଘ ସଦସ୍ୟମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ବ୍ୟବସ୍ଥିତ ଦରରେ ରାଜ୍ୟରେ କିଭଳି ଡ଼ାଲି ଯୋଗାଇ ଦିଆଯିବ ସେ ନେଇ ମଧ୍ୟ ଅଲୋଚନା କରାଯାଇଛି। ସେହିପରି କଟକ ଚ୍ୟାମ୍ୱର ଅଫ କମର୍ସ ପକ୍ଷରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଡ଼ାଲି ଗୋଦାମ ଉପରେ ହେଉଥିବା ଚଢାଉକୁ ବିରୋଧ କରିଛି। ଚଢାଉ ଓ ସରକାର କହୁଥିବା ଷ୍ଟକ ଲିମିଟେଟ୍ ବେଇଆନ ବୋଲି ଦର୍ଶାଇ ଏହାକୁ ବିରୋଧ କରାଯାଇଛି ।

ରାଜ୍ୟ ବ୍ୟବସାୟୀ ସଂଘ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଦାସବର୍ମାଙ୍କ ମଧ୍ୟରେ ହୋଇଥିବା ବୈଠକରେ ବ୍ୟବସ୍ଥିତ ଦରରେ କିଭଳି ଡାଲି ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରାଯାଇଛି। ପ୍ରତିଦିନ ଦର ଓ ଷ୍ଟକ ଡିକ୍ଲାରେସନ ବୋର୍ଡ ଦର୍ଶାଇବା ବାଧ୍ୟତାମୂଳକ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହା ଆଗାମୀ ୨୮ ତାରିଖରୁ ଲାଗୁ ହେବ। ସେହିପରି ୨୦୧୦ରେ ଷ୍ଟକ ଲିମିଟ୍ ଅର୍ଡର ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ତୈଳ, ତୈଳବୀଜ ଓ ଡାଲି ଜାତୀୟ ସାମଗ୍ରୀ ପାଇଁ ସବୁସ୍ତରରେ ଷ୍ଟକ ଲିମିଟର ସମୀକ୍ଷା କରାଯାଇ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯାଇବ ବୋଲି ମନ୍ତ୍ରୀ ଦାସବର୍ମା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story