‘ଗୃହରେ ଭୁଲ ତଥ୍ୟ ପ୍ରଦାନକାରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍‌ର ନିୟମ ରହିଛି’

ଭୁବନେଶ୍ୱର: ବିଧାନସଭାରେ ଭୁଲ ତଥ୍ୟ ଦିଆଯିବା ଏକ ସାମ୍ବିଧାନିକ ଅପରାଧ। ଯିଏ ଭୁଲ ତଥ୍ୟ ଦେଉଛନ୍ତି ସେମାନେ ଦଣ୍ଡ ପାଇବା କଥା। ବିଧାନସଭାରେ ଅନେକ ସମୟରେ ଭୁଲ ତଥ୍ୟ ଦିଆଯାଉଥିବା ନେଇ ମଙ୍ଗଳବାର ଦିନ ବିଜେଡି ମୁଖପାତ୍ର ପ୍ରତାପ ଦେବ ଦେଇଥିବା ମନ୍ତବ୍ୟ ଉପରେ ବିଜେଡି ଉପସଭାପତି ଦାମୋଦର ରାଉତ ଆଜି ତାଙ୍କର ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇଛନ୍ତି। ଦାମ କହିଛନ୍ତି,“ବେଳେ ବେଳେ ଏପରି ଘଟିଥାଏ। ହେଲେ ଯିଏ ଦାୟିତ୍ୱବାନ ମନ୍ତ୍ରୀ ତାଙ୍କ କାମ ହେଲା ଭୁଲ ତଥ୍ୟ […]

dama

dama

Rakesh Mallick
  • Published: Wednesday, 23 November 2016
  • Updated: 23 November 2016, 06:49 PM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ଭୁଲ ତଥ୍ୟ ଦିଆଯିବା ଏକ ସାମ୍ବିଧାନିକ ଅପରାଧ। ଯିଏ ଭୁଲ ତଥ୍ୟ ଦେଉଛନ୍ତି ସେମାନେ ଦଣ୍ଡ ପାଇବା କଥା। ବିଧାନସଭାରେ ଅନେକ ସମୟରେ ଭୁଲ ତଥ୍ୟ ଦିଆଯାଉଥିବା ନେଇ ମଙ୍ଗଳବାର ଦିନ ବିଜେଡି ମୁଖପାତ୍ର ପ୍ରତାପ ଦେବ ଦେଇଥିବା ମନ୍ତବ୍ୟ ଉପରେ ବିଜେଡି ଉପସଭାପତି ଦାମୋଦର ରାଉତ ଆଜି ତାଙ୍କର ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇଛନ୍ତି।

ଦାମ କହିଛନ୍ତି,“ବେଳେ ବେଳେ ଏପରି ଘଟିଥାଏ। ହେଲେ ଯିଏ ଦାୟିତ୍ୱବାନ ମନ୍ତ୍ରୀ ତାଙ୍କ କାମ ହେଲା ଭୁଲ ତଥ୍ୟ କିପରି ନ ଆସିବ ତା’ ଉପରେ ନଜର ରଖିବା। ବିଭାଗୀୟ ଅଧିକାରୀଙ୍କ ପାଖରୁ ଲିଖିତ ତଥ୍ୟ ମନ୍ତ୍ରୀଙ୍କ ପାଖକୁ ଆସିଥାଏ। ଏହାକୁ ମନ୍ତ୍ରୀ ତର୍ଜମା କଲା ବେଳେ ରହିଥିବା ତ୍ରୁଟି ସଂଶୋଧନ କରି ବିଧାନସଭାରେ ସଠିକ୍‌ ତଥ୍ୟ ଦେବା କଥା। ଯଦି କୌଣସି ମନ୍ତ୍ରୀ ଭୁଲ ତଥ୍ୟ ଦିଅନ୍ତି ତାଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍‌ ଆସିବାର ନିୟମ ରହିଛି।”

ସେ କହିଛନ୍ତି,“ସରକାର କି ତାଙ୍କ ମନ୍ତ୍ରୀ ଭୁଲ ତଥ୍ୟ ଦେଇ ନ ଥାନ୍ତି। ମନ୍ତ୍ରୀଙ୍କ ଅଜାଣତରେ ଭୁଲ ତଥ୍ୟଟି ତାଙ୍କ ବିଭାଗରୁ ଆସିଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story