ଡେଙ୍ଗୁ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

କଟକ: ରାଜ୍ୟରେ ଡେଙ୍ଗୁର ପ୍ରକୋପ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଆଜି କଟକ ବଡ଼ ମେଡିକାଲକୁ ଯାଇ ଡେଙ୍ଗୁ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, “ଡେଙ୍ଗୁ ମୁକାବିଲା ପାଇଁ ଏସସିବି, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ତିନୋଟି ଟିମ୍‌ ଗଠନ କରାଯାଇଛି। ମେଡିସିନ୍‌ ପ୍ରଫେସର ମୁଖ୍ୟ ଏହି ଟିମ୍‌ର ଅଛନ୍ତି। ଏସସିବି ମେଡିକାଲରେ ଡାକ୍ତର ସି.ବି.କେ ମହାନ୍ତିଙ୍କ ନେତୃତ୍ୱରେ […]

atunu

atunu

Rakesh Mallick
  • Published: Friday, 08 July 2016
  • Updated: 08 July 2016, 03:53 PM IST

Sports

Latest News

କଟକ: ରାଜ୍ୟରେ ଡେଙ୍ଗୁର ପ୍ରକୋପ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଆଜି କଟକ ବଡ଼ ମେଡିକାଲକୁ ଯାଇ ଡେଙ୍ଗୁ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ଡେଙ୍ଗୁ ମୁକାବିଲା ପାଇଁ ଏସସିବି, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ତିନୋଟି ଟିମ୍‌ ଗଠନ କରାଯାଇଛି। ମେଡିସିନ୍‌ ପ୍ରଫେସର ମୁଖ୍ୟ ଏହି ଟିମ୍‌ର ଅଛନ୍ତି। ଏସସିବି ମେଡିକାଲରେ ଡାକ୍ତର ସି.ବି.କେ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍  କରାଯାଇଛି।  ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ପେଶାଲ ୱାର୍ଡ ଖୋଲାଯାଇଛି। ବେଙ୍ଗାଲୁରୁରୁ କିଛି ଡେଙ୍ଗୁ ରୋଗୀ ଆସିଥିବା ଜଣାପଡିଛି। ଜଗତପୁର ଶିଳ୍ପାଞ୍ଚଳ ଓ ବଡ଼ବିଲ ଶିଳ୍ପାଞ୍ଚଳରେ କିଛି ଡେଙ୍ଗୁ ରୋଗୀ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କୁ ବ୍ଲଡ୍‌ ଟେଷ୍ଟ, ମାଗଣା ଔଷଧ ଯୋଗାଇ ଦିଆଯିବ। ସେମାନଙ୍କ ଚିକିତ୍ସା ପାଇଁ ୨୪ ଘଣ୍ଟା ଡାକ୍ତର ଟିମ୍ ମୁତୟନ ଅଛନ୍ତି।”

ସେ ଆହୁରି କହିଛନ୍ତି, “ଆଜି ସୁଦ୍ଧା ଏସସିବି ମେଡିକାଲ କଲେଜରେ ୩୨ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଛନ୍ତି। ଜଣେ ଡେଙ୍ଗୁ ରୋଗୀ ଆଇସିୟୁରେ ଅଛନ୍ତି। କେନ୍ଦୁଝର ଓ ବଡ଼ବିଲରୁ ୧୧ ଜଣ ଡେଙ୍ଗୁ ରୋଗୀ ଅସିଛନ୍ତି। ସର୍ବମୋଟ  ୪୨୬ ଜଣ ରକ୍ତନମୂନା ପଜିଟିଭ୍‌ ବାହାରିଛି। ଅନ୍ୟ ସମସ୍ତ ଜିଲ୍ଲା ପାଇଁ ଷ୍ଟେଟ୍‌ ଟାସ୍କ ଫୋର୍ସ ଗଢ଼ାଯାଇଛି। ବଡ଼ବିଲ ଓ କେନ୍ଦୁଝରରେ ଯେପରି ଡେଙ୍ଗୁ ନ ବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରାଯାଉଛି।”

ଅତନୁ କହିଛନ୍ତି, “ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏସସିବିରେ ସେମାନଙ୍କ ପାଇଁ  ୫୦ଟି ବେଡ୍‌ ରଖାଯାଇଛି। ଆଇସିୟୁରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡେଙ୍ଗୁରୋଗୀଙ୍କ ପାଇଁ ଦୁଇଟି ୱାର୍ଡ ଖାଲି ରଖାଯାଇଛି। ସବୁ ଡେଙ୍ଗୁ ରୋଗୀଙ୍କୁ ଏସସିବିରେ ମାଗଣା ଚିକିତ୍ସା କରାଯିବ। ଆଇସିୟୁରେ ଭର୍ତ୍ତି ହୋଇଥିବା ତିନିଜଣ ଡେଙ୍ଗୁ ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି। ଡେଙ୍ଗୁ ପାଇଁ ଭୟଭୀତ ହେବାର କିଛି କାରଣ ନାହିଁ। ଗତବର୍ଷ ଡେଙ୍ଗୁ ବ୍ୟାପିଥିଲା। ଲୋକମାନେ ଭଲ ହୋଇଥିଲେ।”

ସୂଚନାଯୋଗ୍ୟ, ଡେଙ୍ଗୁରେ ଆକ୍ରାନ୍ତ ହୋଇ କେନ୍ଦୁଝର ବଡ଼ବିଲ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଶୁକ୍ରମଣି ସାଣ୍ଡିଲଙ୍କର ଗତକାଲି ମୃତ୍ୟୁ  ହୋଇଛି। ଶୁକ୍ରମଣିଙ୍କ ଘର ବଡ଼ବିଲ ୮ ନମ୍ବର କଲୋନୀରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story