କାନ୍ଧରେ ଶବ ବୁହା ଘଟଣା: ଭବାନୀପାଟଣାରେ ପହଞ୍ଚିଲା କଂଗ୍ରେସର ପଦଯାତ୍ରା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଦାନ ମାଝି ତାଙ୍କ ପତ୍ନୀଙ୍କ ଶବ କାନ୍ଧରେ ବୋହିବା ଘଟଣାକୁ ନେଇ କଂଗ୍ରେସ ଗତକାଲି ଠାରୁ ଆରମ୍ଭ କରିଥିବା ପଦଯାତ୍ରା ଆଜି ଭବାନୀପାଟଣାରେ ଶେଷ ହୋଇଛି। ପଦଯାତ୍ରା ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ପହଞ୍ଚିବା ପରେ ସେଠାରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବା ସହ ଏକ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ଦଳୀୟ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି […]

congress

congress

Rakesh Mallick
  • Published: Monday, 29 August 2016
  • Updated: 29 August 2016, 07:21 PM IST

Sports

Latest News

congress ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଦାନ ମାଝି ତାଙ୍କ ପତ୍ନୀଙ୍କ ଶବ କାନ୍ଧରେ ବୋହିବା ଘଟଣାକୁ ନେଇ କଂଗ୍ରେସ ଗତକାଲି ଠାରୁ ଆରମ୍ଭ କରିଥିବା ପଦଯାତ୍ରା ଆଜି ଭବାନୀପାଟଣାରେ ଶେଷ ହୋଇଛି। ପଦଯାତ୍ରା ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ପହଞ୍ଚିବା ପରେ ସେଠାରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବା ସହ ଏକ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ଦଳୀୟ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦ ଯାତ୍ରାରେ ଦାନ ମାଝି ମଧ୍ୟ ସାମିଲ ହୋଇଥିଲେ।

ଗତକାଲି ମେଲଘରାରୁ ଏହି ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରାରେ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos