ଦେବଗଡ଼: ଦବିଲା ବେଣ୍ଟଶୁଳା ନାଳର ପୋଲ, ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଦେବଗଡ଼: ପ୍ରବଳ ବର୍ଷା ଯୋଗୁଁ ଦେବଗଡ଼ ଜିଲ୍ଲା ବଣିଆକିଲିଣ୍ଡା ନିକଟରେ ଥିବା ବେଣ୍ଟଶୁଳା ନାଳର ପୋଲ ଭାଙ୍ଗି ଦବି ଯାଇଛି। ପୋଲ ଦବି ଯିବାରୁ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ୪୯ ନମ୍ୱର ଜାତୀୟ ରାଜପଥ ଦେଇ ମୁମ୍ୱାଇ ଓ କୋଲକତାକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହି ରାସ୍ତା ଦେଇ କୋଲକାତା ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକୁ ରିଆମାଳ ରାସ୍ତା ଦେଇ ଯିବାକୁ କୁହାଯାଇଛି। ଗତକାଲି ରାତିରେ ଏଠାରେ ୧୦୩ ମିଲିମିଟର […]

debagada

debagada

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 05:47 PM IST

roadଦେବଗଡ଼: ପ୍ରବଳ ବର୍ଷା ଯୋଗୁଁ ଦେବଗଡ଼ ଜିଲ୍ଲା ବଣିଆକିଲିଣ୍ଡା ନିକଟରେ ଥିବା ବେଣ୍ଟଶୁଳା ନାଳର ପୋଲ ଭାଙ୍ଗି ଦବି ଯାଇଛି। ପୋଲ ଦବି ଯିବାରୁ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ୪୯ ନମ୍ୱର ଜାତୀୟ ରାଜପଥ ଦେଇ ମୁମ୍ୱାଇ ଓ କୋଲକତାକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହି ରାସ୍ତା ଦେଇ କୋଲକାତା ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକୁ ରିଆମାଳ ରାସ୍ତା ଦେଇ ଯିବାକୁ କୁହାଯାଇଛି।

ଗତକାଲି ରାତିରେ ଏଠାରେ ୧୦୩ ମିଲିମିଟର ବର୍ଷା ହେବାରୁ ଜଳ ନିଷ୍କାସନ ହୋଇ ନ ପାରି ପୋଲ ଭାଙ୍ଗି ଦବି ଯାଇଥିବା କୁହାଯାଉଛି।

ଦେବଗଡ଼ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ କହିଛନ୍ତି,“ଗତକାଲି ରାତିରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ପୋଲଟି ଦବି ଯାଇଛି। ଏନେଇ ଏନ୍‌ଏଚ୍‌ଏଆଇର ମୁଖ୍ୟଯନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଛି। ଗାଡ଼ି ଚଳାଚଳ ଲାଗି ବିକଳ୍ପ ବ୍ୟବସ୍ଥା କରାଯିବ। ଭିତିରି ରାସ୍ତା ଦେଇ ସେଗୁଡ଼ିକୁ ଚଳାଚଳ କରାଇବାକୁ ବ୍ୟବସ୍ଥା କରାଯିବ।”

ଏନ୍‌ଏଚ୍‌ଏଆଇର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି,“ପୋଲଟି ୪୪ ବର୍ଷ ପୁରୁଣା। ତେଣୁ ଏହା ବର୍ଷା ଯୋଗୁଁ ଦବି ଯାଇଛି। ଏହି ରାସ୍ତାରେ ଏକ ଅସ୍ଥାୟୀ ପୋଲ ତିଆରି କରାଯିବ। ତେବେ ଏଥିପାଇଁ ପ୍ରାୟ ୧୦ ଦିନ ଲାଗି ଯିବ।”

ଗତକାଲି ପ୍ରବଳ ବର୍ଷା ଯୋଗୁଁ  ବଣିଆକିଲିଣ୍ଡା ଅଞ୍ଚଳରେ ବହୁ ଅଞ୍ଚଳ ଜଳମଗ୍ନ ହେବା ସହ କିଛି ସ୍ଥାନରେ  ଘର ସବୁ ବୁଡ଼ି ରହିଛି।

ସ୍ଥାନୀୟ ବାସିନ୍ଦା ଦେବରାଜ ଦେବ କହିଛନ୍ତି,“ଗତକାଲି ରାତିରେ ପ୍ରବଳ ହେବା ବର୍ଷା ଯୋଗୁଁ ଘର ଭିତରେ ପାଣି ପଶି ଯାଇଛି। ଗାଁରେ ଥିବା ପୋଲ ମଧ୍ୟ ଭାଙ୍ଗିଯାଇଛି। ଫଳରେ ରାସ୍ତାର ଦୁଇ ପାଖରେ ଗାଡ଼ି ଅଟକି ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story