ଦେବଗଡ଼: ପୂର୍ବତନ ଗ୍ରାମରକ୍ଷୀଙ୍କୁ ହତ୍ୟା, ମାଓବାଦୀ ହାତ ସନ୍ଦେହ

ଦେବଗଡ଼: ଗତକାଲି ରାତିରେ ଦେବଗଡ଼ ଜିଲ୍ଲାରେ ଜଣେ ପୂର୍ବତନ ଗ୍ରାମରକ୍ଷୀଙ୍କୁ ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ବାରକୋଟ ଥାନା ଅନ୍ତର୍ଗତ ରତବ ଗାଁର କୈଳାଶ ଶବର। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି।  ଗତ ୫ ବର୍ଷ ହେଲାଣି କୈଳାଶ ଗ୍ରାମରକ୍ଷୀ ପଦବୀ ଛାଡି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

hotya

hotya

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 07:48 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story