ଡିସେମ୍ୱର ୩୧ ସୁଦ୍ଧା ଦୁର୍ଘଟଣା ପ୍ରବଣ ସ୍ଥାନରେ ଲାଗିବ ସାଇନ୍‌ବୋର୍ଡ

ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ଓ ରାଜ୍ୟ ରାଜପଥର ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡ଼ିକରେ ସାଇନ୍‌ବୋର୍ଡ ଏବଂ ରମ୍ୱଲସ୍‌ ଲାଗିବ। ଏହି କାର୍ଯ୍ୟକ୍ରମ ଡିସେମ୍ୱର ୩୧ ସୁଦ୍ଧା ସାରିବାକୁ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସଡ଼କ ଦୁର୍ଘଟଣା ରୋକିବା ନେଇ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥରେ ୧୨୦ଟି ଓ ରାଜ୍ୟ ରାଜପଥରେ ୧୧୫ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ଏହି ସବୁ […]

road-sign-board

road-sign-board

Rakesh Mallick
  • Published: Friday, 25 November 2016
  • Updated: 25 November 2016, 06:30 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ଓ ରାଜ୍ୟ ରାଜପଥର ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡ଼ିକରେ ସାଇନ୍‌ବୋର୍ଡ ଏବଂ ରମ୍ୱଲସ୍‌ ଲାଗିବ। ଏହି କାର୍ଯ୍ୟକ୍ରମ ଡିସେମ୍ୱର ୩୧ ସୁଦ୍ଧା ସାରିବାକୁ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସଡ଼କ ଦୁର୍ଘଟଣା ରୋକିବା ନେଇ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥରେ ୧୨୦ଟି ଓ ରାଜ୍ୟ ରାଜପଥରେ ୧୧୫ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ଏହି ସବୁ ସ୍ଥାନରେ ସାଇନ୍‌ବୋର୍ଡ ଓ ରମ୍ୱଲସ୍‌ ଲାଗିବ। ଏହାଛଡ଼ା ରାସ୍ତା ମରାମତି ଓ ଅଙ୍କାବଙ୍କା ରାସ୍ତାକୁ ହଟାଇବା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ଅନୁମତି ଭଳି ପଦକ୍ଷେପ ନିଆଯାଉଛି। ଏହି କାମ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଟ୍ରମାକେୟାର ସେଣ୍ଟର କାର୍ଯ୍ୟକ୍ରମ ଉପରେ ବୈଠକରେ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story