ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ନାଗରିକଙ୍କୁ ମିଳିବ ଆଧାରକାର୍ଡ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟରେ ସମସ୍ତ ଜନସାଧାରଣଙ୍କୁ ଆଧାରକାର୍ଡ ଦିଆଯିବ। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଉପ ମହାନିର୍ଦ୍ଦେଶକ ଏମ୍‌.ଭି.ଏସ୍‌ ରାମିରେଡ୍ଡୀ। ସେ କହିଛନ୍ତି,“ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩,୩୫,୦୦,୦୦୦ ଲୋକଙ୍କୁ ଆଧାର କାର୍ଡ ଦିଆଯାଇଛି। ଡିସେମ୍ବର ସୁଦ୍ଧା ୮୯,୦୦,୦୦୦ଲୋକଙ୍କୁ ଏଥିରେ ସାମିଲ କରାଯିବ।” ତେବେ ରାଜ୍ୟରେ ୧୮ବର୍ଷରୁ କମ ଥିବା ଲୋକଙ୍କୁ ଆଧାରକାର୍ଡ ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ […]

e-aadhaar

e-aadhaar

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 10:25 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟରେ ସମସ୍ତ ଜନସାଧାରଣଙ୍କୁ ଆଧାରକାର୍ଡ ଦିଆଯିବ। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଉପ ମହାନିର୍ଦ୍ଦେଶକ ଏମ୍‌.ଭି.ଏସ୍‌ ରାମିରେଡ୍ଡୀ।

ସେ କହିଛନ୍ତି,“ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩,୩୫,୦୦,୦୦୦ ଲୋକଙ୍କୁ ଆଧାର କାର୍ଡ ଦିଆଯାଇଛି। ଡିସେମ୍ବର ସୁଦ୍ଧା ୮୯,୦୦,୦୦୦ଲୋକଙ୍କୁ ଏଥିରେ ସାମିଲ କରାଯିବ।”

ତେବେ ରାଜ୍ୟରେ ୧୮ବର୍ଷରୁ କମ ଥିବା ଲୋକଙ୍କୁ ଆଧାରକାର୍ଡ ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ସଚିବାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ଏଥିପାଇଁ ଅଙ୍ଗନୱାଡି, ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲ ଗୁଡିକରେ ପଦକ୍ଷେପ ନେବା ସହ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।”

ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସାମିଲ ସାଙ୍ଗକୁ ସେମାନଙ୍କ ଆଧାର କାର୍ଡ ଲିଙ୍କ ନେଇ ପଦକ୍ଷେପ ନେବାକୁ ମଧ୍ୟ ରାଜ୍ୟ ସରକାରଙ୍କ ସହ ୟୁଆଇଡିଏଆଇ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story