ଦୀପୁ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍ ଦାଖଲ

କଟକ: ବହୁ ଚର୍ଚ୍ଚିତ ଦୀପୁ ହତ୍ୟା ମାମଲାରେ ଆଜି କଟକ ଏସ୍‌ଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କମିଶନରେଟ୍ ପୋଲିସ୍। ଡି’ବ୍ରଦର୍ସ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୧୨୦ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ମୋଟ ୧୪ ଜଣ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ ରହିଛି। ଏମାନେ ସଂଘବଦ୍ଧ ଭାବେ ଦୀପୁଙ୍କୁ ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ୧୦ ଜଣ ଗିରଫ ହୋଇଥିବା ବେଳେ ୪ ଜଣ ଫେରାର ଅଛନ୍ତି। ଦୀପର ଡିଏନ୍‌ଏ […]

chagrsheet

chagrsheet

Rakesh Mallick
  • Published: Thursday, 26 May 2016
  • Updated: 17 June 2016, 05:26 PM IST

Sports

Latest News

chagrsheetକଟକ: ବହୁ ଚର୍ଚ୍ଚିତ ଦୀପୁ ହତ୍ୟା ମାମଲାରେ ଆଜି କଟକ ଏସ୍‌ଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କମିଶନରେଟ୍ ପୋଲିସ୍। ଡି’ବ୍ରଦର୍ସ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୧୨୦ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ମୋଟ ୧୪ ଜଣ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ ରହିଛି। ଏମାନେ ସଂଘବଦ୍ଧ ଭାବେ ଦୀପୁଙ୍କୁ ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ୧୦ ଜଣ ଗିରଫ ହୋଇଥିବା ବେଳେ ୪ ଜଣ ଫେରାର ଅଛନ୍ତି। ଦୀପର ଡିଏନ୍‌ଏ ରିପୋର୍ଟ କଥା ମଧ୍ୟ ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି।

ଦୀପୁଙ୍କ ଦେହାବଶେଷକୁ ଝାଡ଼ଖଣ୍ଡରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଆଠଗଡ଼ର ଏକ ଫାର୍ମ ହାଉସ୍‌ରେ ପିଟି ପିଟି ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ଝାଡ଼ଖଣ୍ଡରେ ପୋଡ଼ି ଦିଆଯାଇଥିଲା।

ଡି’ବ୍ରଦର୍ସ ମାମଲାରେ ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ୯ଟି ଚାର୍ଜସିଟ୍ ଦାଖଲ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚାରୋଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ଚାରୋଟି ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ଚାର୍ଜସିଟ୍ ଦାଖଲ କରାଯାଇଛି। ତେବେ ହତ୍ୟାକାଣ୍ଡ ମାମଲାରେ ଆଜି ପ୍ରଥମ ଚାର୍ଜସିଟ୍ ଦାଖଲ କରାଯାଇଛି। ଓମ୍ ଓ ଡାଲି ବ୍ୟବସାୟୀ ଫାରୁକ୍ ଶେଖ ହତ୍ୟାକାଣ୍ଡରେ ବି ଡି’ବ୍ରଦର୍ସଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି।

ଡି’ ବ୍ରଦର୍ସଙ୍କ ସମେତ ଏଥିରେ ପ୍ରମୁଖ ଅଭିଯୁକ୍ତ ଭାବେ ଭୋଳାନାଥ ଭଗତ, ସାର୍ପ ସୁଟର ଆରିଫ ଖାନ, ଫାର୍ମ ହାଉସ ମାଲିକ ନିର୍ମଳ ରାଉତ, ସହଯୋଗୀ ଦେବାଶିଷ କର ଓ ଡି’ ଗ୍ୟାଙ୍ଗରେ କାମ କରୁଥିବା ପିଣ୍ଟୁ, ଭଜନା, ଗୁଡୁ, ଲିଟୁଆ ରହିଛନ୍ତି। ଏମାନେ ସମସ୍ତେ ଏବେ ଜେଲ୍‌ରେ ଅଛନ୍ତି। ସେହିପରି ଫେରାର ଅଭିଯୁକ୍ତ ବାପି ଓ ଦିଲୁ ସମେତ ୪ ଜଣଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇଛି।

୧୪ ଜଣଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ରୀ ସହ ଆର୍ମସ୍‌ ଆକ୍ଟ ଦଫା ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story