ପାଣି କମ୍‌ ପିଉଥିଲେ ହୁସିଆର: ପଡ଼ିବେ ଏହି ସମସ୍ୟାରେ

ଆମ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାରେ ପାଣିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମଣିଷ ଶରୀରର ପ୍ରାୟ ୬୦ ପ୍ରତିଶତ ପାଣି ରହିଛି। ଏହା ଶରୀରର ଅଙ୍ଗ ଓ କୋଷିକାଗୁଡ଼ିକର ରକ୍ଷା କରିଥାଏ। ଏହା ବ୍ୟତୀତ ପାଣି ଆମ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଡାକ୍ତରୀ ବିଜ୍ଞାନ ଅନୁସାରେ ସୁସ୍ଥ ରହିବା ପାଇଁ  ଜଣେ ପୁରୁଷକୁ ପ୍ରତିଦିନ ପ୍ରାୟ ୩ ଲିଟର ଓ ମହିଳାମାନଙ୍କୁ ପ୍ରାୟ ୨ଲିଟର ପାଣି ପିଇବା ଆବଶ୍ୟକ। କେତେକ ଲୋକ ଅଛନ୍ତି, […]

Young Woman Washing Her Face

Young Woman Washing Her Face

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 01:05 PM IST

Sports

Latest News

ଆମ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାରେ ପାଣିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମଣିଷ ଶରୀରର ପ୍ରାୟ ୬୦ ପ୍ରତିଶତ ପାଣି ରହିଛି। ଏହା ଶରୀରର ଅଙ୍ଗ ଓ କୋଷିକାଗୁଡ଼ିକର ରକ୍ଷା କରିଥାଏ। ଏହା ବ୍ୟତୀତ ପାଣି ଆମ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଡାକ୍ତରୀ ବିଜ୍ଞାନ ଅନୁସାରେ ସୁସ୍ଥ ରହିବା ପାଇଁ  ଜଣେ ପୁରୁଷକୁ ପ୍ରତିଦିନ ପ୍ରାୟ ୩ ଲିଟର ଓ ମହିଳାମାନଙ୍କୁ ପ୍ରାୟ ୨ଲିଟର ପାଣି ପିଇବା ଆବଶ୍ୟକ। କେତେକ ଲୋକ ଅଛନ୍ତି, ଯେଉଁମାନେ କମ୍ ପାଣି ପିଇଥାନ୍ତି। ଫଳରେ ସେମାନେ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି। ମୁମ୍ବାଇ ହସପିଟାଲର ଫିଜିସିୟନ ମନୀଷ ଜୈନ କହିଛନ୍ତି,‘ଯେଉଁ ବ୍ୟକ୍ତି କମ୍‌ ପାଣି ପିଇଥାନ୍ତି,ସେମାନଙ୍କ ୬ଟି ଅସୁବିଧାରେ ପଡ଼ିଥାନ୍ତି।’ ଆସନ୍ତୁ ଜାଣିବା ସେ ବିଷୟରେ।

୧-  ଯେଉଁ ବ୍ୟକ୍ତିଙ୍କର ପ୍ରତିଦିନ ମୁଣ୍ଡ ବିନ୍ଧିଥାଏ ଓ ମୁଣ୍ଡ ଭାରି ଭାରି ଲାଗିଥାଏ। ଏହା ଶରୀରର ପାଣିର ମାତ୍ରା କମ୍‌ ହେବା ଯୋଗୁଁ ହୋଇଥାଏ।

୨- ଶରୀରରେ ପାଣି ପରିମାଣ କମ୍‌ ହେବା ଯୋଗୁଁ ମସ୍ତିଷ୍କକୁ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ମିଳି ନଥାଏ। ଏପରିସ୍ଥିତିରେ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ହାଲିଆ ଲାଗିଥାଏ।

୩- ଶରୀରରେ ପାଣିର ପରିମାଣର କମ୍‌ ହେବା ଯୋଗୁଁ ଆଖିରେ ଶୁଷ୍କତା ଦେଖାଯାଇଥାଏ। ଫଳରେ ଆଖି  ପୋଡ଼ିବା ସହ କୁଣ୍ଡେଇ ହୋଇଥାଏ।

୪- ଶରୀରରେ ପାଣି ପରିମାଣ କମ୍‌ ହେବା ଯୋଗୁଁ ଖାଦ୍ୟ ହଜମ ହୋଇ ନ ଥାଏ। ଫଳରେ  ପାଏଲସ ଓ ଗ୍ୟାସ ସମସ୍ୟା ଦେଖାଯାଇଥାଏ।

୫- ଶରୀରରେ ପାଣି ପରିମାଣ କମ୍‌ ହେବା ଯୋଗୁଁ ଆମର ଚର୍ମ ଶୁଷ୍କ ଦେଖାଯାଇଥାଏ।

୬- ପାଣି କମ୍ ପିଇବା ଯୋଗୁଁ ପରିସ୍ରା ହଳଦିଆ ହୋଇଥାଏ।ଏପରି ସମସ୍ୟା ଦେଖାଗଲେ ପ୍ରଚୁର ପାଣି ପିଇବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story