ରାହୁଲଙ୍କ ସହ ଓଡ଼ିଶା କଂଗ୍ରେସ ନେତାଙ୍କ ବୈଠକ ସ୍ଥଗିତ, ଆସନ୍ତାକାଲି ହେବ

ଭୁବନେଶ୍ୱର/ନୂଆଦିଲ୍ଲୀ: ୨୩ଟି ଜିଲ୍ଲାର କଂଗ୍ରେସ ସଭାପତି ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଅପରାହ୍ନ ୪ଟାବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେମାନେ ଭେଟିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ଆଜି ସ୍ଥଗିତ କରି ଦିଆଯାଇଛି। ଆସନ୍ତାକାଲି ସକାଳ ୧୦ଟାରେ ବୈଠକ ହେବ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ରାହୁଲ ସମୟ ଦେଇ ପାରିଲେନି ବୋଲି ଓଡ଼ିଶା କଂଗ୍ରେସର ସହ-ପ୍ରଭାରୀ ଶୁଭଙ୍କର ସରକାର କହିଛନ୍ତି। ଏହି ଜିଲ୍ଲା କଂଗ୍ରେସ ସଭାପତିମାନଙ୍କ ସହିତ ପିସିସିର କିଛି ସାଧାରଣ ସଂପାଦକ ଓ ସଂପାଦକ […]

congress

congress

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 06:33 PM IST

Sports

Latest News

ଭୁବନେଶ୍ୱର/ନୂଆଦିଲ୍ଲୀ: ୨୩ଟି ଜିଲ୍ଲାର କଂଗ୍ରେସ ସଭାପତି ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଅପରାହ୍ନ ୪ଟାବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେମାନେ ଭେଟିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ଆଜି ସ୍ଥଗିତ କରି ଦିଆଯାଇଛି। ଆସନ୍ତାକାଲି ସକାଳ ୧୦ଟାରେ ବୈଠକ ହେବ। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ରାହୁଲ ସମୟ ଦେଇ ପାରିଲେନି ବୋଲି ଓଡ଼ିଶା କଂଗ୍ରେସର ସହ-ପ୍ରଭାରୀ ଶୁଭଙ୍କର ସରକାର କହିଛନ୍ତି।

ଏହି ଜିଲ୍ଲା କଂଗ୍ରେସ ସଭାପତିମାନଙ୍କ ସହିତ ପିସିସିର କିଛି ସାଧାରଣ ସଂପାଦକ ଓ ସଂପାଦକ ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଏହା ସହ ସ୍ୱତନ୍ତ୍ର ଡାକରାରେ ପିସିସି ଉପ ସଭାପତି ରଞ୍ଜୀବ ବିଶ୍ୱାଳ ଦିଲ୍ଲୀ ଯାଇଛନ୍ତି। ପଞ୍ଚାୟତ ନିର୍ବାଚନ ଓ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ସଂଗଠନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପ୍ରତି କେତେ ସମର୍ଥନ ରହିଛି ତାହା ମାପିବା ପାଇଁ ହାଇକମାଣ୍ଡ ଏହି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କୁ ଡକାଇଥିବା ଚର୍ଚ୍ଚା ହେଉଛି। ଏହା ପ୍ରସାଦଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି। ବିଧାୟକମାନଙ୍କ ଅଭିଯୋଗର ସତ୍ୟାସତ୍ୟ ପରଖିବାକୁ ହାଇକମାଣ୍ଡଙ୍କ ଡାକରା ଏବେ କଂଗ୍ରେସ ସମେତ ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଗତ କିଛି ଦିନ ତଳେ ବିରୋଧୀ ଦଳ ନେତାଙ୍କ ସମେତ କଂଗ୍ରେସର ୧୬ଜଣ ବିଧାୟକ ଦିଲ୍ଲୀରେ ଡେରା ପକାଇ ପିସିସି ସଭାପତି ପରିବର୍ତ୍ତନ ପାଇଁ ହାଇକମାଣ୍ଡଙ୍କ ନିକଟରେ ଲବି କରିଥିଲେ। ପ୍ରସାଦ ହରିଚନ୍ଦନ ମଧ୍ୟ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story