ମୋହନଙ୍କୁ ରାଷ୍ଟ୍ରୀୟ ସାହାସିକତା ପୁରସ୍କାର

ନୂଆଦିଲ୍ଲୀ: ଆଜି ଦେଶର ୨୫ ଜଣ ଶିଶୁଙ୍କୁ ସେମାନଙ୍କ ସାହାସିକତା ପାଇଁ ରାଷ୍ଟ୍ରୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଆରୁ ଜଣେ ଅଛନ୍ତି। ସେ ହେଉଛନ୍ତି କଟକ ଜିଲ୍ଲାର ମୋହନ ସେଠୀ। ୨୦୧୫ ଜୁନ ୨୮ ତାରିଖରେ ମୋହନଙ୍କ ସାଙ୍ଗ ଗେଙ୍ଗୁଟୀ ନଦୀରେ ବୁଡି ଯାଉଥିଲେ। ଏହି ସମୟରେ ମୋହନ ତାଙ୍କ ସାଙ୍ଗଙ୍କୁ ଉଦ୍ଧାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଥିଲେ। ସେଥିପାଇଁ […]

national- braver -award- of chilgren

national- braver -award- of chilgren

Rakesh Mallick
  • Published: Monday, 23 January 2017
  • Updated: 24 January 2017, 01:42 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦେଶର ୨୫ ଜଣ ଶିଶୁଙ୍କୁ ସେମାନଙ୍କ ସାହାସିକତା ପାଇଁ ରାଷ୍ଟ୍ରୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଆରୁ ଜଣେ ଅଛନ୍ତି। ସେ ହେଉଛନ୍ତି କଟକ ଜିଲ୍ଲାର ମୋହନ ସେଠୀ।

୨୦୧୫ ଜୁନ ୨୮ ତାରିଖରେ ମୋହନଙ୍କ ସାଙ୍ଗ ଗେଙ୍ଗୁଟୀ ନଦୀରେ ବୁଡି ଯାଉଥିଲେ। ଏହି ସମୟରେ ମୋହନ ତାଙ୍କ ସାଙ୍ଗଙ୍କୁ ଉଦ୍ଧାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଥିଲେ। ସେଥିପାଇଁ ତାଙ୍କୁ ଆଜି ସାହାସିକତା ପୁରସ୍କୃତ ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ଆର୍ଥିକ ରାଶି ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story