ଦେଶ ଭିତରେ ଥିବା କଳାଧନର ତଦନ୍ତକୁ ଗୁରୁତ୍ୱ ଦିଆଯାଉଛି: ଜଷ୍ଟିସ୍ ପଶାୟତ

କଟକ: ଦେଶ ଭିତରେ ଥିବା କଳାଧନର ତଦନ୍ତକୁ ଗୁରୁତ୍ୱ ଦିଆଯାଉଛି। କଳାଧନ ପ୍ରସଙ୍ଗରେ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ୍ ପଶାୟତ ଏ କଥା କହିଛନ୍ତି। ଆଜି କଟକରେ ତାଙ୍କ ବାସଭବନରେ କଳାଧନ ତଦନ୍ତ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଜଷ୍ଟିସ୍ ପଶାୟତ କହିଛନ୍ତି ଯେ ବିଦେଶରେ ଥିବା କଳାଧନ ଅପେକ୍ଷା ଦେଶରେ ଥିବା କଳାଧନର ତଦନ୍ତକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦେଶରେ ଥିବା କଳାଧନକୁ ଚିହ୍ନଟ କରିବା ଓ ସମ୍ପୃକ୍ତ […]

justice arijit pasayat

justice arijit pasayat

Rakesh Mallick
  • Published: Saturday, 17 October 2015
  • Updated: 17 October 2015, 02:06 PM IST

justice arijit pasayatକଟକ: ଦେଶ ଭିତରେ ଥିବା କଳାଧନର ତଦନ୍ତକୁ ଗୁରୁତ୍ୱ ଦିଆଯାଉଛି। କଳାଧନ ପ୍ରସଙ୍ଗରେ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ୍ ପଶାୟତ ଏ କଥା କହିଛନ୍ତି। ଆଜି କଟକରେ ତାଙ୍କ ବାସଭବନରେ କଳାଧନ ତଦନ୍ତ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।

ଜଷ୍ଟିସ୍ ପଶାୟତ କହିଛନ୍ତି ଯେ ବିଦେଶରେ ଥିବା କଳାଧନ ଅପେକ୍ଷା ଦେଶରେ ଥିବା କଳାଧନର ତଦନ୍ତକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦେଶରେ ଥିବା କଳାଧନକୁ ଚିହ୍ନଟ କରିବା ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଆଇନର ପରିସର ଭିତରକୁ ଆଣିବାକୁ ପ୍ରୟାସ କରାଯାଉଛି। ଦେଶରେ ସୃଷ୍ଟି ହେଉଥିବା କଳାଧନ ଉପରେ ନଜର ରଖାଯିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦେଶରେ ଥିବା କଳାଧନ ଯେପରି ବିଦେଶକୁ ଚାଲି ନ ଯିବ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି, କିଛି ଶିକ୍ଷାନୁଷ୍ଠାନ ଓ ଚାରିଟେବୁଲ ଟ୍ରଷ୍ଟି ବିରୁଦ୍ଧରେ ଆର୍ଥିକ କାରବାର ନେଇ ଅଭିଯୋଗ ଆସିଛି। ଏହାକୁ ମଧ୍ୟ ଗରୁତ୍ୱ ଦିଆଯାଉଛି। ଏଗୁଡିକୁ ତଦନ୍ତ ପରିସରଭୁକ୍ତ କରାଯିବ। ସବିଶେଷ ତଥ୍ୟ ଦେବାକୁ ଆୟକର ବିଭାଗକୁ କୁହାଯିବ।

ଜଷ୍ଟିସ୍ ପଶାୟତ କହିଛନ୍ତି, ଖଣି ଲିଜଧାରୀଙ୍କ ପାଇଁ ଉଦ୍ଦିଷ୍ଟ ଆନୁଆଲ୍ ରିଟର୍ଣ୍ଣ ଫାଇଲ୍ ଏଚ-୧ ଫର୍ମରେ ପରିବର୍ତ୍ତନ ଅଣାଯିବା ଆବଶ୍ୟକ ରହିଛି। ଏହି ଫର୍ମ ଦ୍ୱାରା ଖଣିଜ ଲିଜଧାରୀମାନେ ସେମାନଙ୍କ ପୂରା ବ୍ୟବସାୟ ସଂପର୍କରେ ବିଭିନ୍ନ ତଥ୍ୟ ଦେଇଥାଆନ୍ତି। କିନ୍ତୁ ଏଚ-୧ ଫର୍ମରେ ବର୍ତ୍ତମାନ ଯେତିକି ତଥ୍ୟ ମଗାଯାଉଛି ତାହା ଯଥେଷ୍ଟ ନୁହେଁ। ଏହି ଫର୍ମକୁ ଆହୁରି ବିସ୍ତୃତ କରାଯିବାର ଆବଶ୍ୟକତା ରହିଛି। ଫଳରେ ଆୟକର ବିଭାଗ ପାଖରେ ଏମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ରହିପାରିବ। ଏବଂ ଏହା ଭବିଷ୍ୟତରେ ବହୁତ କାମରେ ଆସିବ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ର ରେଞ୍ଜଡ଼ା ରେଲୱେ ସାଇଡିଂ ନିକଟରୁ ମାଟି ତଳେ ଖଣିଜ ପଦାର୍ଥ ପୋତା ଯାଇଥିବା ଘଟଣାର ତଦନ୍ତ ବର୍ତ୍ତମାନ ଏସଆଇଟିର ପରିସରଭୁକ୍ତ ହୋଇପାରିବ ନାହିଁ ବୋଲି ଜଷ୍ଟିସ୍ ପଶାୟତ କହିଛନ୍ତି। ସେ କହିଛନ୍ତି, ଏହାର ତଦନ୍ତ କେନ୍ଦ୍ର ଖଣି ମନ୍ତ୍ରଣାଳୟର। ସେମାନେ ଏହାର ତଦନ୍ତ କରିବେ।

ଆଜି ବୈଠକରେ ରେଞ୍ଜଡ଼ା ମାଇନ୍ସ ପ୍ରସଙ୍ଗ, ଶିକ୍ଷା ଓ ଖଣି କ୍ଷେତ୍ରରେ କଳାଧନ ବିନିଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଓଡ଼ିଶାରେ କଳାଟଙ୍କାର ପରିମାଣ କେତେ, କେଉଁ କେଉଁ କ୍ଷେତ୍ରରେ ବିନିଯୋଗ ହୋଇଛି କଳାଧଡ଼, ଓଡ଼ିଶାର କଳାଧନ ବାହାରେ କେଉଁଠି ଲାଗିଛି- ଏ ସବୁକୁ ନେଇ ହୋଇଥିଲା ତନାଘନା।

ବୈଠକରେ କ୍ରାଇମବ୍ରାଞ୍ଚ, ସିବିଆଇ, ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍, ଇନକମ୍ ଟ୍ୟାକ୍ସ, କମର୍ସିଆଲ ଟ୍ୟାକ୍ସର ଅଧିକାରୀ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ ଏସ୍ଆଇଟ୍ ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story