ଧାମରା ବନ୍ଦରରେ କାର୍ଯ୍ୟରତ ଚୀନ ନାଗରିକଙ୍କୁ ଆସନ୍ତା ୧୭ ସୁଦ୍ଧା ଭାରତ ଛାଡିବାକୁ ନୋଟିସ୍‌

ଭୁବନେଶ୍ୱର: ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ଧାମରା ବନ୍ଦରରେ ନିଯୁକ୍ତି ଭିସା ନ ଥାଇ ବାଣିଜ୍ୟ ଭିସାରେ କାର୍ଯ୍ୟରତ ଥିବା ୮ ଜଣ ନାଗରିକଙ୍କୁ ଆସନ୍ତା ୧୭ ତାରିଖ ସୁଦ୍ଧା ସୋମବାର ଭାରତ ଛାଡ (ଲିଭ୍‌ ଇଣ୍ଡିଆ) ନୋଟିସ୍‌ ଜାରି କରିଛନ୍ତି ଭଦ୍ରକ ପୋଲିସ ପ୍ରଶାସନ। ଧାମରା ବନ୍ଦର ଓ କ୍ଷେପଣାସ୍ତ୍ର ପରୀକ୍ଷଣ ହେଉଥିବା ଅବ୍‌ଦୁଲ କଲାମ ଦ୍ୱୀପର ନିକଟବର୍ତ୍ତୀ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଭାରତ ଛାଡିବା ଲାଗି ଆଜି ନୋଟସ୍‌ ଜାରି କରାଯାଇଛି। ନିଯୁକ୍ତି ଭିସା […]

citizen of-china

citizen of-china

Rakesh Mallick
  • Published: Monday, 13 June 2016
  • Updated: 13 June 2016, 10:40 PM IST

Sports

Latest News

citizen of-chinaଭୁବନେଶ୍ୱର: ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ଧାମରା ବନ୍ଦରରେ ନିଯୁକ୍ତି ଭିସା ନ ଥାଇ ବାଣିଜ୍ୟ ଭିସାରେ କାର୍ଯ୍ୟରତ ଥିବା ୮ ଜଣ ନାଗରିକଙ୍କୁ ଆସନ୍ତା ୧୭ ତାରିଖ ସୁଦ୍ଧା ସୋମବାର ଭାରତ ଛାଡ (ଲିଭ୍‌ ଇଣ୍ଡିଆ) ନୋଟିସ୍‌ ଜାରି କରିଛନ୍ତି ଭଦ୍ରକ ପୋଲିସ ପ୍ରଶାସନ।

ଧାମରା ବନ୍ଦର ଓ କ୍ଷେପଣାସ୍ତ୍ର ପରୀକ୍ଷଣ ହେଉଥିବା ଅବ୍‌ଦୁଲ କଲାମ ଦ୍ୱୀପର ନିକଟବର୍ତ୍ତୀ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଭାରତ ଛାଡିବା ଲାଗି ଆଜି ନୋଟସ୍‌ ଜାରି କରାଯାଇଛି।

ନିଯୁକ୍ତି ଭିସା ନ ଥାଇ ବାଣିଜ୍ୟ ଭିସାରେ କାର୍ଯ୍ୟ କରୁଥିବାରୁ ୧୦ ଚୀନ୍‌ ନାଗରିକ ଭିସା ନୟମର ଉଲ୍ଲଙ୍ଘନ କରୁଥିବା କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟ ଗୃହ ବିଭାଗକୁ ଜଣାଇଥିଲା। ଏହା ପରେ ରାଜ୍ୟ ସରକାର ଏନେଇ ଭଦ୍ରକ ଏସ୍‌ପି ଓ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ସୂଚନା ଦେଇଥିଲା। ଚୀନ୍‌ ନାଗରିକଙ୍କ ସମ୍ପର୍କରେ ଅନୁଧ୍ୟାନ କରିବା ସହ ସେମାନଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ଏହି ୧୦ ଜଣଙ୍କ ମଧ୍ୟରୁ ୨ ଜଣ ଭାରତ ଛାଡି ସାରିଛନ୍ତି। ଧାମରା ବନ୍ଦର ସଂପ୍ରସାରଣ କାମ ଲାଗି ଥାଇଲାଣ୍ଡ ଏକ କମ୍ପାନୀକୁ କାମ କରିବାକୁ ଦିଆଯାଇଥିଲା। ଏହି କମ୍ପାନୀ ଚୀନ୍‌ ଇଞ୍ଜିନିୟରମାନଙ୍କୁ ଏଠାରେ ନିଯୁକ୍ତ ଦେଇଥିଲା।

ଭଦ୍ରକ ଏସ୍‌ପି ନିହାର ରଞ୍ଜନ ଦାସ କହିଛନ୍ତି,“ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ନିଯୁକ୍ତି ଭିସା ନ ଥାଇ ବାଣିଜ୍ୟ ଭିସାରେ କାର୍ଯ୍ୟ କରୁଥିବାରୁ ୮ ଜଣ ଚୀନ୍‌ ନାଗରିକଙ୍କୁ ଆଜି ଆସନ୍ତା ୧୭ ତାରିଖ ସୁଦ୍ଧା ଭାରତ ଛାଡିବାକୁ ଭଦ୍ରକ ପୋଲିସ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।  ସେମାନେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ କାର୍ଯ୍ୟରେ ଲିପ୍ତ ନ ଥିବା ଜଣାପଡିଛି। ୧୦ ଜଣଙ୍କ ମଧ୍ୟରୁ ୮ଜଣ ରହିଥିବା ବେଳେ ୨ଜଣ ଚୀନ୍‌ ଫେରିଯାଇଛନ୍ତି।”

ଏନେଇ ଗୃହ ସଚିବ ଅସିତ ତ୍ରିପାଠୀ କହିଛନ୍ତି,“ ଗୋଟିଏ ଥାଇ କମ୍ପାନୀ ଅଧୀନରେ ଧାମରା ଦ୍ୱୀପରେ ୧୦ ଜଣ ଚୀନ୍‌ ନାଗରିକ କାର୍ଯ୍ୟ କରୁଥିବା ନେଇ ଗତ ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ୍‌ ରାଜ୍ୟ ଗୃହ ବିଭାଗ ନିକଟକୁ ଆସିଥିଲା। ଏନେଇ ପଦକ୍ଷେପ ନେବାକୁ ନୋଟିସ୍‌ରେ କୁହାଯାଇଥିଲା। ଗୃହ ବିଭାଗ ପକ୍ଷରୁ ତୁରନ୍ତ ଭଦ୍ରକ ଏସ୍‌ପି ଓ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ଏନେଇ ସୂଚନା ଦିଆଯାଇଥିଲା। ତଦ୍‌ଅନୁଯାୟୀ ଭଦ୍ରକ ଏସ୍‌ପିଙ୍କ ପକ୍ଷରୁ ଆସନ୍ତା ୧୭ ତାରିଖ ସୁଦ୍ଧା ଭାରତ ଛାଡିବାକୁ ନୋଟିସ୍‌ ଜାରି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story