ଖତଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣା: ଜେନାପୁର ଥାନାରେ ମାମଲା ରୁଜୁ କଲା ସିଡବ୍ଲ୍ୟୁସି

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଶାମସୁନ୍ଦରପୁର ଗାଁର ଖତଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣାରେ ସିଡବ୍ଲ୍ୟୁସି ଜେନାପୁର ଥାନାରେ ମାମଲା ରୁଜୁ କରିଛି । ସିଡବ୍ଲ୍ୟୁସିର ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ଜେନାପୁର ପୋଲିସ୍‌। ଗତକାଲି ଶାମସୁନ୍ଦରପୁର ଗାଁର ଏକ ଖତଗଦା ଭିତରୁ ନବଜାତ ଶିଶୁକନ୍ୟାକୁ ଗାଁର କିଛି ଯୁବକ ଉଦ୍ଧାର କରି ଧର୍ମଶାଳା ହସପିଟାଲରେ ଭର୍ତ୍ତି କରିଥିଲେ। ପରେ ଶିଶୁଟି ସୁସ୍ଥହେବାରୁ ତାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। […]

jajpurrrrrmmm

jajpurrrrrmmm

Rakesh Mallick
  • Published: Sunday, 26 March 2017
  • Updated: 26 March 2017, 12:26 PM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଶାମସୁନ୍ଦରପୁର ଗାଁର ଖତଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣାରେ ସିଡବ୍ଲ୍ୟୁସି ଜେନାପୁର ଥାନାରେ ମାମଲା ରୁଜୁ କରିଛି । ସିଡବ୍ଲ୍ୟୁସିର ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ଜେନାପୁର ପୋଲିସ୍‌।

ଗତକାଲି ଶାମସୁନ୍ଦରପୁର ଗାଁର ଏକ ଖତଗଦା ଭିତରୁ ନବଜାତ ଶିଶୁକନ୍ୟାକୁ ଗାଁର କିଛି ଯୁବକ ଉଦ୍ଧାର କରି ଧର୍ମଶାଳା ହସପିଟାଲରେ ଭର୍ତ୍ତି କରିଥିଲେ। ପରେ ଶିଶୁଟି ସୁସ୍ଥହେବାରୁ ତାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଶିଶୁ ସୁରକ୍ଷା ଅଧିକାରୀ ଶିଶୁଟିକୁ ଗତକାଲି ସନ୍ଧ୍ୟାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story