ଢ଼େଙ୍କାନାଳ: ମର୍ଣ୍ଣିଂୱାର୍କରେ ଯାଇଥିବା ୫ ଛାତ୍ରଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ, ୪ ଆହତ

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଗୋହିରାଖାଲ ନିକଟରେ ରବିବାର ସକାଳେ ମର୍ଣ୍ଣିଂୱାର୍କରେ ଯାଇଥିବା ୫ଜଣ ସ୍କୁଲ ଛାତ୍ରଙ୍କୁ ଏକ  ଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୪ଜଣ ଛାତ୍ର ଆହତ ହୋଇଛନ୍ତି। ମୃତକ ଛାତ୍ର ଜଣକ ହେଲେ ସମ୍ୱିତ ବେହେରା। ଆହତଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟାବାସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୨ଜଣ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତ ଓ ଆହତ ଛାତ୍ରମାନେ ସପ୍ତମ ଓ […]

dhenkanal attack

dhenkanal attack

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 01:15 PM IST

Sports

Latest News

dhenkanal attackଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଗୋହିରାଖାଲ ନିକଟରେ ରବିବାର ସକାଳେ ମର୍ଣ୍ଣିଂୱାର୍କରେ ଯାଇଥିବା ୫ଜଣ ସ୍କୁଲ ଛାତ୍ରଙ୍କୁ ଏକ  ଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୪ଜଣ ଛାତ୍ର ଆହତ ହୋଇଛନ୍ତି। ମୃତକ ଛାତ୍ର ଜଣକ ହେଲେ ସମ୍ୱିତ ବେହେରା। ଆହତଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟାବାସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୨ଜଣ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତ ଓ ଆହତ ଛାତ୍ରମାନେ ସପ୍ତମ ଓ ନବମ ଶ୍ରେଣୀର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story