ଢେଙ୍କାନାଳ: ଜାଗର ଦେଖିବାକୁ ଯିବା ବେଳେ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଜଣେ ମୃତ, ୪ ନିଖୋଜ

ଢେଙ୍କାନାଳ: ଜାଗର ଯାତ୍ରା ଦେଖିବାକୁ ଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଚଣ୍ଡୀପାଳ ଘାଟରେ ବ୍ରାହ୍ମଣୀ ନଦୀରେ ଗୋଟିଏ ଡଙ୍ଗା ବୁଡ଼ି ଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଜଣେ ଯୁବତୀ ଓ ୩ ଜଣ ବାଳକ ଅଛନ୍ତି। ନିଖୋଜମାନଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ। ଅନ୍ଧାର ହୋଇଯାଇଥିବାରୁ ଲାଇଟ୍ ଲଗାଇ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଘଟଣାସ୍ଥଳରେ […]

drown

drown

Rakesh Mallick
  • Published: Monday, 07 March 2016
  • Updated: 08 March 2016, 05:19 AM IST

Sports

Latest News

ଢେଙ୍କାନାଳ: ଜାଗର ଯାତ୍ରା ଦେଖିବାକୁ ଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଚଣ୍ଡୀପାଳ ଘାଟରେ ବ୍ରାହ୍ମଣୀ ନଦୀରେ ଗୋଟିଏ ଡଙ୍ଗା ବୁଡ଼ି ଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଜଣେ ଯୁବତୀ ଓ ୩ ଜଣ ବାଳକ ଅଛନ୍ତି। ନିଖୋଜମାନଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ। ଅନ୍ଧାର ହୋଇଯାଇଥିବାରୁ ଲାଇଟ୍ ଲଗାଇ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଘଟଣାସ୍ଥଳରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ଜିଲ୍ଲାପାଳ ଓ ଏସ୍‌ପି ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।

ବୁଡ଼ି ଯାଇଥିବା ଡଙ୍ଗାଟିରେ ସୁରପ୍ରତାପପୁର ଗାଁର ପ୍ରାୟ ୨୪ ଜଣ ଲୋକ ସବାର ହୋଇଥିଲେ। ସେମାନେ ଜିଲ୍ଲାର ଗଁଦିଆ ବ୍ଲକ୍ ଦୌଡ଼େଶ୍ୱର ପୀଠକୁ ଜାଗର ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି କୁହାଯାଉଛି। ଡଙ୍ଗାଟି ଓଲଟି ପଡ଼ିବା ପରେ କିଛି ଲୋକ ପହଁରି ପହଁରି କୂଳକୁ ଫେରି ଆସିଥିଲେ। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆଉ ୬ ଜଣ ନିଖୋଜ ଥିଲେ। ନିଖୋଜଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ରୁବିନା ରାଉତ ନାମକ ଜଣେ ୧୮ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବତୀଙ୍କର ଚିକିତ୍ସା କରାଯାଉଛି।

ନିଖୋଜମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story