ଆରମ୍ଭ ହେଲା ଯୋରନ୍ଦା ମେଳା

ଢେଙ୍କାନାଳ: ଆଜିଠାରୁ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମାଘ ମେଳା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମହିମାପୀଠ। ୭ ଦିନ ପାଇଁ ଶୂନ୍ୟ ମଣ୍ଡପରେ ଚାଲିବ ନାମଯଜ୍ଞ। ମେଳା ପାଇଁ ଉଭୟ କୌପୀନଧାରୀ ଓ ବକଳଧାରୀ ମହିମା ସମାଜ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ମେଳାରେ ମାନସିକଧାରୀଙ୍କ ସହ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ମେଳାରେ ମାନସିକଧାରୀଙ୍କ ସହ ହଜାର ହଜାର […]

magha mela

magha mela

Rakesh Mallick
  • Published: Thursday, 09 February 2017
  • Updated: 09 February 2017, 09:24 PM IST

Sports

Latest News

ଢେଙ୍କାନାଳ: ଆଜିଠାରୁ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମାଘ ମେଳା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମହିମାପୀଠ। ୭ ଦିନ ପାଇଁ ଶୂନ୍ୟ ମଣ୍ଡପରେ ଚାଲିବ ନାମଯଜ୍ଞ। ମେଳା ପାଇଁ ଉଭୟ କୌପୀନଧାରୀ ଓ ବକଳଧାରୀ ମହିମା ସମାଜ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ମେଳାରେ ମାନସିକଧାରୀଙ୍କ ସହ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ମେଳାରେ ମାନସିକଧାରୀଙ୍କ ସହ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଛି ପୋଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story