ଗର୍ଭାବସ୍ଥା ସମୟରେ ମଧୁମେହ ପିଲା ପାଇଁ ବିପଦ, ଜାଣନ୍ତୁ ସତର୍କ ରହିବାର ଉପାୟ

ଗର୍ଭାବସ୍ଥା ସମୟରେ ହର୍ମୋନରେ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ମହିଳା ମାନଙ୍କର ବ୍ଲଡ ସୁଗାର ସ୍ତର ବଢିଯାଏ। ଏହାକୁ ଗର୍ଭସମୟ ମଧୁମେହ କୁହନ୍ତି। ଏହି ମଧୁମେହ ପିଲା ଜନ୍ମ ପରେ ବନ୍ଦ ହୋଇଯାଏ। କିନ୍ତୁ ଏଥିପାଇଁ ଗର୍ଭବସ୍ଥା ସମୟରେ ଅନେକ ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମା’ ସହ ପିଲାର ମଧ୍ୟ ସ୍ୱତନ୍ତ୍ର ଚିକିତ୍ସା ଦରକାର। ଡାକ୍ତରଙ୍କ କହିବା ଅନୁଯାୟୀ ଯଦି ପରିବାରରେ ପୂର୍ବରୁ କାହାକୁ ଗର୍ଭାବସ୍ଥାରେ ମଧୁମେହ ହୋଇଥିବ ତାହାଲେ ଆପଣଙ୍କୁ […]

667d73_pregnant-woman_x974

667d73_pregnant-woman_x974

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 10:23 AM IST

Sports

Latest News

ଗର୍ଭାବସ୍ଥା ସମୟରେ ହର୍ମୋନରେ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ମହିଳା ମାନଙ୍କର ବ୍ଲଡ ସୁଗାର ସ୍ତର ବଢିଯାଏ। ଏହାକୁ ଗର୍ଭସମୟ ମଧୁମେହ କୁହନ୍ତି। ଏହି ମଧୁମେହ ପିଲା ଜନ୍ମ ପରେ ବନ୍ଦ ହୋଇଯାଏ। କିନ୍ତୁ ଏଥିପାଇଁ ଗର୍ଭବସ୍ଥା ସମୟରେ ଅନେକ ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମା' ସହ ପିଲାର ମଧ୍ୟ ସ୍ୱତନ୍ତ୍ର ଚିକିତ୍ସା ଦରକାର।

ଡାକ୍ତରଙ୍କ କହିବା ଅନୁଯାୟୀ ଯଦି ପରିବାରରେ ପୂର୍ବରୁ କାହାକୁ ଗର୍ଭାବସ୍ଥାରେ ମଧୁମେହ ହୋଇଥିବ ତାହାଲେ ଆପଣଙ୍କୁ ମଧ୍ୟ ଏହା ହେବାର ଆଶଙ୍କା ରହିଛି।

ଗର୍ଭକାଳିନ ମଧୁମେହ ସମୟରେ ପ୍ୟାନକ୍ରିୟାଟାଇସିସ୍ ଅଧିକ ଇନ୍‌ସୁଲିନ୍‌ ବାହାର କରିଥାଏ। କିନ୍ତୁ ଏହା ରକ୍ତ ସର୍କରା ସ୍ତରକୁ ନିମ୍ନ ଭାଗକୁ ନେଇ ପାରେ ନାହିଁ। ଇନ୍‌ସୁଲିନ୍‌ ଗର୍ଭନାଳ ଦେଇ ଯାଇନଥାଏ। ଯେତେବେଳେ କି ଗ୍ଲୁକୋଜ୍‌ ଓ ଅନ୍ୟ ପୋଷକ ତତ୍ୱ ବାହାରିଯାଏ। ଏହି ସମୟରେ ପେଟରେ ବଢୁଥିବା ପିଲାର ବ୍ଲଡ ସୁଗାର ସ୍ଥିରତା ବଢିଯାଏ। କାରଣ ପିଲାକୁ ଆବଶ୍ୟକତା ଠାରୁ ଅଧିକ ଉତ୍ତାପ ମିଳିଥାଏ। ଯାହା ମୋଟାପଣ ସୃଷ୍ଟି କରିଥାଏ। ଏହାଦ୍ୱାରା ପିଲାର ଓଜନ ବଢିବାରେ ଲାଗିଥାଏ। ପିଲା ଜନ୍ମ ସମୟରେ ଅସୁବିଧା ହୋଇଥାଏ।

ଡାକ୍ତରଙ୍କ କହିବା ଅନୁଯାୟୀ ପିଲାକୁ ପୋଲିଓ ମଧ୍ୟ ହୋଇପାରେ । ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ। ପିଲା ବଡହେବା ପରେ ମୋଟାପଣ ଏବଂ ମଧୁମେହରେ ଶିକାର ହେବାର ଆଶଙ୍କା ରହିଛି।

ଯଦି କୌଣସି ମହିଳା ଏହି ରୋଗରେ ପୀଡିତ ଅଛନ୍ତି ତେବେ ତାଙ୍କୁ ଖାଦ୍ୟ ଉପରେ ସନ୍ତୁଳନ ରକ୍ଷା କରିବା ଉଚିତ। ସେହିପରି ଜଣେ ମଧୁମେହ ବିଶେଷଜ୍ଞଙ୍କୁ ପରାମର୍ଶ କରି ଡାଏଟ୍‌ ପ୍ଳାନ ପ୍ରସ୍ତୁତ କରିବା ଦରକାର।

କାର୍ବହାଇଡ୍ରେଟ୍‌ କମ୍‌ ଖାଇବା ସହ କୋଲ୍ଡ ଡ୍ରିଙ୍କ, ପେଷ୍ଟ୍ରି, ମିଠା ଜାତୀୟ ଖାଦ୍ୟଠୁ ଦୂରେଇ ରହିବା ଦରକାର। ସବୁବେଳେ ବ୍ୟାୟମ କରିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story